Browsing Category

ଖବର

ମାତ୍ର ୬ ମାସ ପାଇଁ ଜଷ୍ଟିସ ଖନ୍ନା ହେବେ ସିଜେଆଇ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ପରେ ଜଷ୍ଟିସ ସଂଜୀବ ଖନ୍ନା ହେବ ଦେଶର ସିଜେଆଇ । ବର୍ତ୍ତମାନର ସିଜେଆଇ ଜଷ୍ଟିସ ଖାନ୍ନାଙ୍କ ନାଁ କେନ୍ଦ୍ରକୁ ସୁପାରିଶ କରିଛନ୍ତି । ତେବେ ଜଷ୍ଟିସ…

ଧାରା ୭-ଏର ବୈଧତା ଉପରେ ସାମ୍ବିଧାନିକ ପୀଠରେ ଜଷ୍ଟିସ ଜେ ବି ପାରଦିଭାଲାଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ନାଗରିକତା ଆଇନର ଧାରା ୬-ଏର ବୈଧତାକୁ ନେଇ ଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । ସୁପ୍ରିମ କୋର୍ଟ ଏହାର ବୈଧତାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ୪:୧ପେ ଧାରା ୬-ଏର ବୈଧତା…

SEX କଲାବେଳେ ସାବଧାନ, ନାବାଳକ ଦେଖିଲେ ହେବ କଠୋର ଦଣ୍ଡବିଧାନ, ଯିବାକୁ ପଡିବ ଜେଲ

ତିରୁଅନନ୍ତପୁରମ: କୌଣସି ନାବାଳକ ବା ନାବାଳିକା ସମ୍ମୁଖରେ କପଡା ଖୋଲିବା ଓ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାକୁ ଯୌନ ଉତ୍ପୀଡନ ଧରାଯିବ । କେରଳ ହାଇକୋର୍ଟ ନିକଟରେ ଏକ ମାମଲାରେ ଏମିତି କହିଛନ୍ତି । ତେଣୁ ଏପରି…

ନକଲି ସିନ୍ଦୁର ବ୍ୟବହାର କରିବା ପଡ଼ିବ ମହଙ୍ଗା, ଜାଣନ୍ତୁ କିପରି ଚିହ୍ନିବେ ଅସଲି ସିନ୍ଦୁର

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ବିବାହିତ ମହିଳାଙ୍କ ପାଇଁ ‘ସିନ୍ଦୁର’ର ବିଶେଷ ମହତ୍ୱ ରହିଛି । ସିନ୍ଦୁରକୁ ସଧବାର ପ୍ରତୀକ ଭାବେ ବିବେଚିତ କରାଯାଇଛି । କାର୍ତ୍ତିକ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ସଧବା…

ବରିଷ୍ଠଙ୍କୁ ବାହାରର ରାସ୍ତା ଦେଖାଇବାକୁ ଯାଇ ନବୀନଙ୍କୁ ଗୌଣ କରିଦେଲେ କନିଷ୍ଠ

ଭୁବନେଶ୍ୱର: ଗତ କାଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା । ବହୁ ବର୍ଷ ପରେ ନବୀନ ତାଙ୍କ ଜନ୍ମଦିନ ଦଳୀୟ କର୍ମକର୍ତ୍ତା, ଶୁଭେଚ୍ଛୁଙ୍କ ସହ ମନାଇଥିଲେ । କାରଣ ସେ ଏବେ…

୧୯୬୬ ଜାନୁଆରୀ ୧ରୁ ୧୯୭୧ ମାର୍ଚ୍ଚ ୨୫ ମଧ୍ୟରେ ଭାରତକୁ ଆସି ଆସାମରେ ବାସ କରୁଥିବା ବିଦେଶୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏର ସାମ୍ବିଧାନିକ ବୈଧତା ଆଗକୁ ଜାରି ରହିବ । ମଙ୍ଗଳବାର ସୁପ୍ରିମକୋର୍ଟ ଏହାକୁ ବୈଧ ଘୋଷଣା କରିଛନ୍ତି । ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା…

(Video) ଚୋଟ ମାରିବା ପରେ ବିଷଧର ସାପକୁ ବେକରେ ଗୁଡାଇ ହସ୍ପିଟାଲରେ ପହଞ୍ଚିଲେ ଯୁବକ, କହିଲେ ଏହି କାମୁଡିଛି ଚିକିତ୍ସା କରାନ୍ତୁ..

ନୂଆଦିଲ୍ଲୀ: ବିହାରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିକୁ ବିଷଧର କାମୁଡିଦେବା କାରଣରୁ ସେ ସାପକୁ ବେକରେ ଗୁଡାଇ ପହଞ୍ଚିଛନ୍ତି । ଏହାପରେ ଉକ୍ତ ହସ୍ପିଟାଲରେ ଭୟର ବାତାବରଣ ଖେଳିଯାଇଛି । ଉକ୍ତ ଯୁବକ…

ଆରପାରିରେ ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ, ୭୮ ବର୍ଷରେ ଦେହାନ୍ତ

ଭୁବନେଶ୍ୱର: ରାଜନୀତି ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର…

ମନ୍ଦିର ଭିତରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗେିର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ୟାଙ୍କର ଧକ୍କାରେ ମନ୍ଦିର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି…