Browsing Category

ଖବର

କାହାଠୁ ବି ମାଗଣାରେ ନିଅନ୍ତୁ ନାହିଁ ଏହି ସବୁ ଜିନିଷ; ନହେଲେ କେବେ ସରିବନି ଋଣ….

ଓଡ଼ିଶା ଭାସ୍କର: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଖାଦ୍ୟ ସାମଗ୍ରୀକୁ କେବେ କାହାଠାରୁ ମାଗଣାରେ ନିଅନ୍ତୁ ନାହିଁ । ଏହାକୁ ନେବା ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ବିବେଚନା କରାଯାଏ । ଏହି ଜିନିଷକୁ ଧାର ଆଣିବା…

ବିନା ATM କାର୍ଡ଼ରେ ଉଠାଇପାରିବେ ଟଙ୍କା, NPCI ଅଫର କରୁଛି ଏହି ସୁବିଧା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ତେଣୁ ଅଧିକାଂଶ ବ୍ୟକ୍ତି କ୍ୟାଶଲେସ୍ ପେମେଣ୍ଟ ପ୍ରତି ଆକୃଷ୍ଟ ହେଉଛନ୍ତି । ସାଧାରଣତଃ ବ୍ୟାଙ୍କ କିମ୍ବା ଏଟିଏମରୁ ଟଙ୍କା ଉଠାଣ ସମୟରେ ବ୍ୟାଙ୍କ ପାସ୍ ବୁକ୍ ନମ୍ବର କିମ୍ବା…

(Video): ସୀମା ଭୁଲିଲେ ନବ ଦମ୍ପତି, ସୋସିଆଲ ମିଡିଆରେ ଶେୟାର କଲେ ଚତୁର୍ଥୀ ରାତିର ରୋମାନ୍ସ…

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ସୋସିଆଲ ମିଡିଆ ନିଶାରେ ଏକ ପ୍ରକାର ବାୟା ହୋଇଗଲେଣି । ଭାଇରାଲ ହେବା ପାଇଁ ବ୍ୟକ୍ତି ଅଜବ ଗଜବ କାରନାମା କରିବାକୁ ମଧ୍ୟ…

ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ କଟକଣା ଲଗାଇଲା ବ୍ରିଟେନ

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ବ୍ରିଟେନ ଇରାନର ସାମରିକ ଅଧିକାରୀ ଓ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ତାଲିକାରେ ଇରାନ ସେନାର କମାଣ୍ଡର ତଥା ଇରାନର ସର୍ବୋଚ୍ଚ ଜାତୀୟ…

ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ; କାରଣ ଅସ୍ପଷ୍ଟ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଆଜି ମା’ ଦୁର୍ଗାଙ୍କ ଭଷାଣି ଦିନ ବଡ଼ ଅଘଟଣ । ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି । ଜିନ୍ଦଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣାସରେ ଘଟିଥିବା ଏହି…

(Video) ମାଡ଼ି ଆସୁଛି ଆଉ ଏକ ‘ବାତ୍ୟା’! ଓଡ଼ିଶା ଉପରେ ଏମିତି ପ୍ରଭାବ ରହିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମାନ ପାର୍ବଣ ଋତୁର ଆଗମନ ହୋଇ ସାରିଥିବା ବେଳେ ଲୋକମାନେ ହସଖୁସିରେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏପରି ସ୍ଥିତିରେ ଆସିଛି ଏକ ବଡ଼ ଖବର । ପୁଣି ଏକ ‘ବାତ୍ୟା’…

(Video): ବାଃ ବାଃରେ ଦୋକାନୀ… ସ୍ମାର୍ଟଫୋନର ଫୁଲ୍ ଫାଇଦା ଉଠାଇଛନ୍ତି, ବିନା ସିସିଟିଭିରେ ନିଆରା ଜୁଗାଡ଼

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆ ଯୁଗ । ବର୍ତ୍ତମାନ ଭାଇରାଲ ହେବା ପାଇଁ ଏହା ଏକ ପ୍ଲାଟଫର୍ମ ପାଲଟିଯାଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସୋସିଆଲ ମିଡିଆ ସମସ୍ତଙ୍କୁ ବାୟା କରିଛି ।…

ବନ୍ଦ ହେବାକୁ ଯାଉଛି ସବୁ ମଦ୍ରାସା!; NCPCRର ଚିଠି, ସାଧାରଣ ସ୍କୁଲରେ ଭର୍ତ୍ତି ହେବେ ମଦ୍ରାସାରେ ପଢ଼ୁଥିବା ପିଲା

ନୂଆଦିଲ୍ଲୀ: ସମସ୍ତ ମଦ୍ରାସା ବୋର୍ଡକୁ ବନ୍ଦ କରିବାକୁ ସୁପାରିସ କଲା ଏନ୍‌ସିପିସିଆର୍‌ । ମଦ୍ରାସା ବୋର୍ଡ ସହ ତାକୁ ରାଜ୍ୟ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ସୁପାରିସ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି କଲେ…

କେଶ ଝଡ଼ିବା ସିଧାସଳଖ ଏହି ଗ୍ରହମାନଙ୍କ ସହ ଜଡିତ, ଜାଣନ୍ତୁ ଜାତକର ଦ୍ବିତୀୟ ଘରେ କିଏ…

ଓଡ଼ିଶା ଭାସ୍କର: ଯଦି ଜନ୍ମ ଜାତକର ଦ୍ବିତୀୟ ଗୃହରେ କେତୁ ଅବସ୍ଥାନ କରିଥାନ୍ତି ତେବେ ବ୍ୟକ୍ତି ଆକର୍ଷଣୀୟ, ସୁନ୍ଦର ଓ ପୁଣ୍ୟମୟ ହୋଇଥାଏ। ଏମାନେ ସୁଖୀ ଓ ସମୃଦ୍ଧ ହୋଇଥାନ୍ତି। ଏମାନେ ଜୀବନରେ ବହୁତ ଖୁସିରେ ଭଲ ଟଙ୍କା…

କାନାଡା ହାଇ କମିଶନରଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜବାବ ତଲବ

ନୂଆଦିଲ୍ଲୀ: କାନାଡାରେ ଏକ ତଦନ୍ତ ବେଳେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ଅଯଥା ଅଭିଯୋଗ ଆଣିଥିଲା ଟ୍ରୁଡୋ। ସରକାରଙ୍କୁ ଏପରି ସମାଲୋଚନା କରିବା ପରେ କାନାଡାର ଡେପୁଟି ହାଇ କମିଶନର ଷ୍ଟୁଆର୍ଟ…