Browsing Category

ଖବର

(Video) କ’ଣ କରିବେ ନବୀନ? ଦଳ ସମ୍ଭାଳିବାକୁ ମନା କରୁଛନ୍ତି ଅରୁଣ! କିଏ ହେବ ବିଜେଡିର ଉତ୍ତରାଧିକାରୀ?

ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ଏଥର ନିର୍ବାଚନରେ ପରାସ୍ତ ହେବା ପରେ ଭବିଷ୍ୟତ ଚିନ୍ତାରେ ନବୀନ ପଟ୍ଟନାୟକ । ଆଗକୁ ଦଳର ଦାୟିତ୍ୱ ପୁତରା ଅରୁଣ ପଟ୍ଟନାୟକଙ୍କ ହାତରେ ଦେବା ପାଇଁ ଚିନ୍ତା କରୁଥିଲେ ନବୀନ । କିନ୍ତୁ ଅରୁଣ…

ଭୋକର ବିକଳ ଚିତ୍ର; ମାଲିକ କାମରୁ ବାହର କରି ଦେବାରୁ ଖାଇବା ବିନା ୩ଦାଦନଙ୍କ ଅବସ୍ଥା ଗୁରୁତର

ଜୟପୁର: (ଓଡ଼ିଶା ଭାସ୍କର) ପେଟର ଭୋକ ମଣିଷକୁ ନେଇଯାଏ ମୃତ୍ୟୁ ମୁଖକୁ ।  ସେମିତି ଏକ ଖବର ଆସିଛି ଛତିଶଗଡ଼ ଜଗଦଲପୁରରୁ । ଭୋକ ଉପାସରେ ପଡ଼ି ୩ ଜଣ ଦାଦନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି ।  ବଞ୍ଚିବାର ରାହା ଟିକକୁ…

OFDC ଅଧ୍ୟକ୍ଷ ପଦ ଛାଡ଼ିଲେ କୁନା ତ୍ରିପାଠୀ: OPDC ପଦରୁ ଓହରିଲେ ସୁବାସ ପାତ୍ର

ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ(OFDC) ରୁ ବିଦାୟ ନେଇଛନ୍ତି କୁନା ତ୍ରିପାଠୀ । ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା କୁନା ତ୍ରିପାଠୀ OFDCର ଅଧ୍ୟକ୍ଷ ପଦ ଛାଡ଼ିଥିବା ସୂଚନା ମିଳିଛି । ସେପଟେ…

ସାବଧାନ୍! ପୁଣି ହେବ କି ‘Surgical Strike’? ଭାରତର କାଉଣ୍ଟର ଆଟାକ ଭୟରେ ଥରିଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଏବେ ପାକିସ୍ତାନରେ ଭୟର ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ଭାରତର ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି ।…

ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ; ୫ଘଣ୍ଟା ଧରି ରହିବ ଟ୍ରାଫିକ କଟକଣା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୧୨ ତାରିଖ ବା ଆସନ୍ତା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଆଖି ଆଗରେ ରଖି କରାଯାଇଛି ଟ୍ରାଫିକ କଟକଣା । ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ…

ଆଗକୁ ଆସୁଛି ରଥଯାତ୍ରା; ବଡ଼ଦାଣ୍ଡରୁ ହଟିଲା ଏସି ଟନେଲ ସହ ବ୍ୟାରିକେଡ

ପୁରୀ: (ଓଡ଼ିଶା ଭାସ୍କର) ଚଳିତ ବର୍ଷ ରଥଯାତ୍ରାକୁ ଆଖି ଆଗରେ ରଖି ବଡଦାଣ୍ଡରୁ ସବୁ ବ୍ୟାରିକେଟ ହଟାଇ ଦିଆଯାଇଛି । ବଡଦାଣ୍ଡରେ ସାଧାରଣ ଭକ୍ତଙ୍କ ଲାଗି କରାଯାଇଥିବା ଏସି ଟନେଲକୁ ବି ଖୋଲି ଦିଆଯାଇଛି । ସୂଚନା…

Murder Caseରେ ଗିରଫ ହେଲେ ସୁପରଷ୍ଟାର: ପୋଲିସକୁ ଦର୍ଶନଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ: କନ୍ନଡ଼ ସିନେମାର ସୁପରଷ୍ଟାର ଦର୍ଶନଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛି ପୋଲିସ । ଦର୍ଶନଙ୍କ ନାମରେ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରିଛି । ମୈସୁରରେ ପୋଲିସ ଦର୍ଶନଙ୍କୁ ଗିରଫ କରି…

ପୁଣିଥରେ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ଦାୟିତ୍ୱ; ଚୀନ୍-ପାକିସ୍ତାନ ସମ୍ପର୍କକୁ ନେଇ କହିଲେ ଏପରି କଥା

ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଭାର ସମ୍ଭାଳିବେ ଏସ୍. ଜୟଶଙ୍କର। ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍ ସହ ସମ୍ପର୍କକୁ ନେଇ ଗଣମାଧ୍ୟମ ଅଗରେ ପ୍ରତିକ୍ରିୟା ରଖିଛନ୍ତି ଏସ୍. ଜୟଶଙ୍କର…

Breaking; ଟ୍ରେନ ଟ୍ରାକରେ ଯବାନଙ୍କ ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା? ପୋଲିସ କରୁଛି ଛାନଭିନ

କୋରାପୁଟ: କେରାପୁଟ ଟାଉନ ଥାନା ଅଞ୍ଚଳରୁ ଆସିଛି ଏକ ଦୁଃଖଦାୟକ ଘଟଣା । ଥାନା ଅନ୍ତର୍ଗତ ଲାଣ୍ଡିଗଡ଼ ନୂଆ କଲୋନୀ ନିକଟରେ ଜଣେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ରେଳ ଲାଇନ ନିକଟରେ ଯବାନଙ୍କ ଖଣ୍ଡ…

ରିଆସି ଆକ୍ରମଣ ଘଟଣା; ଜଙ୍ଗଲକୁ ଚାରିପଟେ ଆତଙ୍କବାଦୀଙ୍କୁ ଜଗିଛି ମୃତ୍ୟୁ: ସେନା-କମାଣ୍ଡୋ ଟିମର କଡ଼ା ପ୍ରହରା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ ବର୍ତ୍ତମାନ ଦେଶକୁ ଥରାଇ ଦେଇଛି । ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀ ଗୋଷ୍ଠୀକୁ ଖୋଜି ଉଚିତ ଶାସ୍ତି ଦେବା ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ…