Browsing Category
ଖବର
Breaking: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନଲାଇନରେ କରିପାରିବେ ଆବେଦନ
ଭୁବନେଶ୍ୱର: ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେ…
ନବୀନ ନେଲେ ମୁସଲମାନ ବେଶ, ମୁଣ୍ଡରେ ରହିଛି ଟୋପି କାନ୍ଧରେ ଗାମୁଛା
ଭୁବନେଶ୍ୱର: ମୁସଲମାନ ବେଶ ନେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଣ୍ଡରେ ରହିଛି ମୁସଲିମ୍ ଟୋପି ଆଉ କାନ୍ଧରେ ରହିଛି ଗାମୁଛା। ଆଉ ଶହ ଶହ ମୁସଲମାନ ଭାଇ ଭଉଣୀଙ୍କ ସହ ମିଶି ଇଦ୍ ପାଳିଛନ୍ତି ବିରୋଧୀ ଦଳ ନେତା…
ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଘୋଷଣା କରିବେ କି ରାଜ୍ୟ ସଭାପତିଙ୍କ ନାମ?
ଭୁବନେଶ୍ବର: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଆସନ୍ତା ମାସ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏନେଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟ ବିଜେପି ସଭାପତି ବର୍ତ୍ତମାନ…
ଗାଈ ପଛେପଛେ ବେଡରୁମରେ ପଶିଗଲା ଷଣ୍ଢ, ୨ ଘଣ୍ଟା ଆଲମୀରାରେ ଫଶି ରହିଲେ ମହିଳା
ହରିୟାଣା: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା। ଘରର ବେଡରୁମରେ ପଶିଛନ୍ତି ଗାଈ ଆଉ ଷଣ୍ଢ। ହେଲେ ଆଲମୀରା ଭିତରେ ୨ ଘଣ୍ଟା ଧରି ନିଜକୁ ବନ୍ଦ କରି ରଖିଛନ୍ତି ଘରର ମହିଳା। ଯାହାର ଭିଡ଼ିଓ ଏବେ ସୋସିଆଲ…
ମଦ ପିଇ ମରିଛନ୍ତି ୫୨ ଜଣ, ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା
ଭୁବନେଶ୍ୱର: ରାଜ୍ୟରେ ମଦ ନେଇଛି ୫୨ ଜଣଙ୍କ ଜୀବନ। ବିଧାନସଭାରେ ଚାଲିଥିବା ପ୍ରଶ୍ନକାଳରେ, ରାଜ୍ୟରେ ମଦରୁ କେତେ ରାଜସ୍ୱ ପାଉଛନ୍ତି ସରକାର। କେତେ ଲୋକଙ୍କର ମଦ ନେଲାଣି ଜୀବନ। ପ୍ରଶ୍ନର ଉତ୍ତର ରଖିଛନ୍ତି ଅବକାରୀ…
ଅନଲାଇନ ଗେମରୁ କୋଟିପତି, ୪୯ ଟଙ୍କା ଲଗାଇ ତିନି କୋଟି ଟଙ୍କା ସହ ମହିନ୍ଦ୍ରା ଥର୍ ଜିତିଲେ ଯୁବକ
କେନ୍ଦୁଝର: ରାତାରାତି ବଦଳିଗଲା ଭାଗ୍ୟ। ଦିନ ମଜୁରିଆରୁ ବନିଗଲେ କୋଟିପତି। ଯାହା କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ ରାତି ପାହିଲା ବେଳକୁ ସେଇଆ ସମ୍ଭବ ହୋଇଯାଇଛି। ହଁ ଅନଲାଇନ ଗେମରେ ଜ୍ୟାକପଟ୍ ଲାଗିବା ପରେ ତିନି…
ଜଣେ ପୁରୁଷ ଦୁଇ ମହିଳାଙ୍କ ପ୍ରେମରେ ପାଗଳ, ଗୋଟିଏ ବେଦୀରେ ୩ ଜଣଙ୍କର ପଡ଼ିଲା ହାତଗଣ୍ଠି
ତେଲେଙ୍ଗାନା: ଆଜିକାଲିକା ଦିନରେ ଗୋଟିଏ ସ୍ତ୍ରୀ ସମ୍ଭାଳିବା ପୁରୁଷଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇ ପଡୁଛି। ହେଲେ ଏଠି ଜଣେ ପୁରୁଷ ୨ ଜଣ ନାରୀଙ୍କ ପ୍ରେମରେ ବାଇଆ ହୋଇଯାଇଛନ୍ତି। ଆଉ ଜଣଙ୍କୁ ଛାଡି ରହିପାରିବେନି ବୋଲି…
ପୁଣି ବଢ଼ିଲା ସୁନା ଦର, ଭୁବନେଶ୍ୱରରେ ୯୧ ହଜାର ୨୪ କ୍ୟାରେଟ୍ ସୁନା !
ଭୁବନେଶ୍ୱର: ଆପଣ ସୁନା କିଣିବାକୁ ଦୋକାନକୁ ଯାଉଛନ୍ତି କି? ତାହାଲେ ସୁନା କିଣିବା ପୂର୍ବରୁ ରେଟ୍ ପ୍ରଥମେ ଜାଣି ନିଅନ୍ତୁ। କାରଣ କିଛି ଦିନ ହେବ ସୁନା ଓ ରୁପା ଦର ଚଢ଼ିକି ରହିଛି। ଆଉ ଏବେ ଦେଶ ଓ ରାଜ୍ୟରେ ଜାରି…
Breaking: ଭିକେ ପାଣ୍ଡିଆନଙ୍କ ପରେ ଚାକିରି ଛାଡ଼ିଲେ ସ୍ତ୍ରୀ ସୁଜାତା ପାଣ୍ଡିଆନ !
ଭୁବନେଶ୍ୱର: ଚାକିରି ଛାଡିଲେ ବହୁ ଚର୍ଚ୍ଚିତ IAS ଅଫିସର ସୁଜାତା ଆର କାର୍ତ୍ତିକେୟନ! ତେବେ ସେ ନିଜ କାମ ପାଇଁ ଯେତିକି ଚର୍ଚ୍ଚାରେ ନଥିଲେ ବରଂ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପାଇଁ ସେତିକି ଚର୍ଚ୍ଚାର ଥିଲେ।…
୧୨ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଧରାପଡି ଛେଚା ଖାଇଲେ ଫରେଷ୍ଟର
ରାୟଗଡା: ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଧରାପଡି ଛେଚା ଖାଇଲେ ଫରେଷ୍ଟର। ଶେଷରେ ବନ୍ଧା ହୋଇ ଜେଲ ଗଲେ। ହଁ ଜଣେ ୧୨ ବର୍ଷୀୟା ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲେ…