Browsing Category
ଖବର
(video)ଭୟଙ୍କର ଭୂମିକମ୍ପ, ଭାଙ୍ଗିଲା ବଡ଼ ଅଟ୍ଟାଳିକା, ଭୁଶୁଡ଼ି ପଡ଼ିଲା ଲମ୍ୱା ନଦୀ ପୋଲ
ମିଆଁମାର: ଭୟଙ୍କର ଭୂମିକମ୍ଭ। ତାସ ଭର ଭୁଶୁଡିବା ପରି ଭୁଶୁଡି ପଡିଲା ବଡ଼ବଡ଼ ବିଲ୍ଡିଂ। ଚାରିଆଡ଼ ଧୂଆଁମୟ ହୋଇଗଲା। ଭିଡ଼ିଓ ଦେଖିଲେ ମନେ ହେଉଛି ଯେପରି ଭର ଭିତରୁ ଏକ ଭୟଙ୍କର ସମୁଦ୍ରର ସୁନାମି ମାଡି ଆସୁଛି। କେବଳ…
ମିଆଁମାର ପରେ ଥରି ଉଠିଲା ମେଘାଳୟ
ମେଘାଳୟ: ମିଆଁମାରରେ ଭୂମିକମ୍ପ ଯୋଗୁଁ ସବୁକିଛି ଛାରଖାର। ଏହାସହ କେବଳ ମିଆଁମାର ନୁହେଁ ମେଘାଳୟରେ ବି ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ୪.୦ ତୀବ୍ରତା ରେକର୍ଡ। ବାଂଲାଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା।
ତାସ୍…
(video)ମନ୍ତ୍ରୀ ହବତ ଏମିତି, ବିମାନ ଯୋଗେ ଦୁର୍ଘଟଣାଗ୍ରସ୍ତ ଦମ୍ପତ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇଲେ ନିଜେ ମନ୍ତ୍ରୀ
ମହାରାଷ୍ଟ୍ର: ନେତା ହବ ତ ଏମିତି। ଯାହା ପାଖରେ ମାନବିକତା ଥିବ, ମଣିଷ ପଣିଆ ଥିବ। ଯେଉଁ ଲୋକମାନେ ଭୋଟ ଦେଇ ତାଙ୍କୁ ନିର୍ବାଚିତ କରିଥିବେ, ସେହି ଲୋକମାନଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟକୁ ବୁଝି ପାରୁଥିବେ। ହେଲେ ଏବେ…
“କଂଗ୍ରେସର ବିକ୍ଷୋଭ ବେଳେ, ଆକ୍ରମଣ କରିଥିବା ଲୋକ କଂଗ୍ରେସ ଦଳର ନୁହଁନ୍ତି”
ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଦେଖାଦେଇଥିଲା ଘମାଘୋଟ ଯୁଦ୍ଧ। ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଫାଇଟ୍। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସର ଲାଠିମାଡ଼। ସେପଟେ ପୋଲିସ ଉପରକୁ ଢେଲା…
Breaking: କଟିବନି ରାସନ କାର୍ଡ ! ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି
ଭୁବନେଶ୍ୱର: କଟିବନି ରାସନ କାର୍ଡ। ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ କି, ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କିମ୍ୱା ୧୦ ହଜାରରୁ ଅଧିକ ତାହାଲେ ସେମାନଙ୍କ ରାସନ କାର୍ଡ କାଟିଦିଆଯିବ। ବା…
Breaking: ରାସନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ
ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ସରକାର। ରାସନ ସାମଗ୍ରୀ ବଣ୍ଟନ ପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳ ୭ରୁ ୧୦ଟା ଯାଏଁ ରାସନ ବଣ୍ଟନ ହେବା ନେଇ…
ସରକାରଙ୍କୁ ଦିବ୍ୟଶଙ୍କର ମିଶ୍ରଙ୍କ ଚ୍ୟାଲେଞ୍ଜ, “ଦମ୍ ଅଛି ତ ମମିତା ଓ ଗୋବିନ୍ଦ କେସ୍ ଖୋଲି ଦେଖାଅ”
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଦୀର୍ଘ ୪ ବର୍ଷ ପରେ ପୁଣି ଚର୍ଚ୍ଚା। ଏବେ କୌଣସି ରାଜନୈତିକ ମାହୋଲରେ ନୁହେଁ ବରଂ ବିଧାନସଭାରେ। ହଁ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା…
“ଆଜି ଆନ୍ଦୋଳନରେ ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ ସମସ୍ତଙ୍କୁ ଗିରଫ କରାଯିବ”
ଭୁବନେଶ୍ୱର: ଆଜି ଦୀର୍ଘ ବର୍ଷ ପରେ ଭୁବନେଶ୍ୱର ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ। ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ଜନ ସମୂଦ୍ର। କଂଗ୍ରେସର ଆନ୍ଦୋଳନ ପ୍ରଥମରୁ…
Breaking: ଅଟକ ନେତାଙ୍କୁ ଛାଡ଼ିଦେଲା ପୋଲିସ, ଥାନାରୁ ଆସି ସିଧା ହସ୍ପିଟାଲରେ ପହଞ୍ଚିଲେ ପିସିସି ସଭାପତି
ଭୁବନେଶ୍ୱର: ଶାନ୍ତ ପଡ଼ିଲା ପରିସ୍ଥିତି। ଦିନ ତମାମର ଆନ୍ଦୋଳନ ପରେ ଅଣାୟତ୍ତ ସ୍ଥିତିକୁ ଆୟତ୍ତକୁ ଆଣିଲେ ପୋଲିସ କର୍ମଚାରୀ। ଏହାସହ ଆନ୍ଦୋଳନ ସ୍ଥଳରୁ ଯେଉଁସବୁ ନେତା ଓ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ। ଏବେ…
ହାପ୍ ଚିକେନକୁ ୫ ହଜାର ୫ଶହ ଟଙ୍କା, କୁକୁଡ଼ା ପିଉଛି କ୍ଷୀର, ଶୁଣୁଛି କ୍ଲାସିକାଲ ଗୀତ
ଚେନ୍ନାଇ: ଆପଣ ଚିକେନ୍ ଖାଇବାକୁ ଯାଉଛନ୍ତି କି, ହେଲେ ଜାଣିଛନ୍ତି ନା ହାପ୍ ଚିକେନକୁ ୫ ହାଜର ୫୦୦ ଟଙ୍କା। ଏହି ରେଟ୍ ଶୁଣି ଆପଣ ଟିକେ ଅଟକି ଗଲେନା। ଆମେ ବି ଏହି ରେଟ୍ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ କି,…