
Browsing Category
ଖବର
ଦାଢ଼ୀ ସାଜିଲା ବାଧକ, ଦାଢ଼ୀ ପାଇଁ ସ୍ତ୍ରୀକୁ ତଲାଖ ଦେଲା ସ୍ୱାମୀ
ଉତ୍ତରପ୍ରଦେଶ: ଏହି ଦାଢ଼ୀ ଘଟଣାଟି ଏବେ ଚର୍ଚ୍ଚାରେ ରହିଛି। କିଛି ଦିନ ତଳେ ଦାଢ଼ୀ ପାଇଁ ସ୍ୱାମୀକୁ ଛାଡ଼ି ଦିଅର ସାଙ୍ଗରେ ଫେରାର ହୋଇଯାଇଥିଲା ସ୍ତ୍ରୀ। ଆଉ ଏବେ ସେହି ଦାଢ଼ୀ ସ୍ୱାମୀ ପାଇଁ ଏତେ ଜରୁରୀ ହୋଇଗଲା ଯେ,…
୨ ମାସ ପାଇଁ ଖାଦ୍ୟ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସରକାର
ପାକିସ୍ତାନ: ଭାରତ-ପାକିସ୍ତାନ ମଧ୍ୟରେ ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଲାଗି ରହିଛି ତିକ୍ତତା। ଆଉ ଏହାରି ଭିତରେ ପାକିସ୍ତାନ ଜାଣିସାରିଛି କି ଭାରତ ପ୍ରତିଶୋଧ ନେବା ପାଇଁ ତାଙ୍କ ଉପରେ ଆକ୍ରମଣ କରିବ। ତେଣୁ ଏବେଠାରୁ…
ଆହୁରି ୪ ଦିନ କୂଆପଥର ସହ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ !
ଭୁବନେଶ୍ୱର: ଆସନ୍ତା ୪ ଦିନ ପ୍ରବଳ ବର୍ଷା। ଯଦି ଦେଖିବା ଏବେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆଉ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମଧ୍ୟ ଜୀବନ ନେଉଛି। ଯଦିଓ ତାପମାତ୍ରା କିଛି ପରିମାଣରେ…
Breaking: ମାଟ୍ରିକରେ କମ୍ ମାର୍କ ରହିବାରୁ ରଶି ଲଗାଇ ଆତ୍ମହତ୍ୟା କଲେ ଛାତ୍ର
ଜଗତସିଂହପୁର: ମାଟ୍ରିକ ରେଜଲ୍ଟ ପ୍ରକାଶ ପାଉ ପାଉ ସାମ୍ନାକୁ ଆସିଲା ଦୁଃଖଦ ଖବର। ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାରୁ ଆତ୍ମହତ୍ୟା…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ସହ, ବଡ଼ ବଡ଼ ଅଭିନେତ୍ରୀଙ୍କ ଇନଷ୍ଟା ବ୍ଲକ କଲା ଭାରତ
ନୂଆଦିଲ୍ଲୀ: ପୁଣି ପାକିସ୍ତାନକୁ ଝଟକା ଦେଲା ଭାରତ। ଗୋଟେ ପରେ ଗୋଟେ ବଡ଼ ପଦକ୍ଷେପ ନେଉଛି ଭାରତ। ପୂର୍ବରୁ ପାକିସ୍ତାନର ଅନେକ ଚ୍ୟାନେଲ ଭାରତରେ ବ୍ୟାନ କରାଯାଇଥିଲା। ଆଉ ଏବେ ସିଧା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ…
ପୁଅଙ୍କଠୁ ମାଟ୍ରିକ ରେଜଲ୍ଟରେ ଟପିଗଲେ ଝିଅ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳାଫଳ। ଅପରାହ୍ନ ୪ଟାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଲା। ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଆଉ ଏହି ଚଳିତ ବର୍ଷ ମାଟ୍ରିକ…
ଆତଙ୍କବାଦକୁ ସମର୍ଥନ କରୁଛନ୍ତି ବିଲାୱଲ ଭୁଟ୍ଟୋ!
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବାର ପାକିସ୍ତାନର ଟ୍ରାକ୍ ରେକର୍ଡକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି, କହିଛନ୍ତି ଯେ ପୂର୍ବ…
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ଅନେକ ପ୍ରକଳ୍ପର କରିବେ ଶିଳାନ୍ୟାସ
ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ୧୦ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବେ ଶାହ। ୨ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି…
“ବିଦେଶୀଙ୍କୁ ଚିହ୍ନଟ କରାଯାଇ କଟାଯିବ ରାସନ କାର୍ଡ”
ଭୁବନେଶ୍ୱର: କଟାଯିବ ବେଦିଶୀଙ୍କ ରାସନ କାର୍ଡ। ଯେଉଁମାନେ ବିଦେଶରୁ ଆସି ଓଡ଼ିଶାରେ ରହୁଛନ୍ତି। ଏବଂ ଓଡ଼ିଶାର ନାଗରିକ ଭାବରେ ରାସନ କାର୍ଡରେ ରାସନ ପାଉଛନ୍ତି। ସେମାନେ ସମସ୍ତଙ୍କର ରାସନ କାର୍ଡ କାଟିବେ ସରକାର।…
ନାବାଳିକାକୁ ୬୦ ବର୍ଷ ବୁଢ଼ାର ଯୌନ ନିର୍ଯ୍ୟାତନା, ବଢ଼ିଲା ସାମ୍ପ୍ରଦାୟିକ ଉତ୍ତେଜନା
ଉତ୍ତରାଖଣ୍ଡ: ନୈନିତାଲରେ ଜଣେ ନାବାଳିକା ଝିଅ ଉପରେ ଯୌନ ନିର୍ଯାତନାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ନୈନିତାଲରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି।
ହି ଘଟଣା ଯୋଗୁଁ କ୍ରୋଧିତ ଲୋକମାନେ…