
Browsing Category
ଖବର
BREAKING: ଶ୍ରୀନଗରରେ ରାହୁଲ, ଆହତଙ୍କୁ ଭେଟି, ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ଆଲୋଚନା
ଶ୍ରୀନଗର: ଶ୍ରୀନଗରରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପହଲଗାମ ଆତଙ୍କୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆର୍ମି ହସ୍ପିଟାଲ ଯାଇ ଭେଟିବେ ରାହୁଲ।
ଏହା ପରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କ ସହ…
BREAKING: ତାଲା ଭାଙ୍ଗି ଘରୁ ଲୁଟ୍, ନେଇଗଲେ ୩୫ ଗ୍ରାମ ସୁନା ସହ ୧୫ ହଜାର ଟଙ୍କା
ଖଲ୍ଲିକୋଟ: ମାତିଛନ୍ତି ଚୋର। ଘରୁ ତାଲା ଭାଙ୍ଗି ସୁନା ଗହଣା ଲୁଟ। ଖଲ୍ଲିକୋଟ ଜୟ ଦୂର୍ଗାନଗର ହାଟ ପଡ଼ିଆରେ ଜଣଙ୍କୁ ଘରୁ ଚୋରି କରିଛନ୍ତି ଲୁଟେରା।
୩୫ ଗ୍ରାମ ସୁନା ସହ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ…
ଛେଳି ଚରାଳିଙ୍କ ପୁଅ ପ୍ରଥମ ପ୍ରୟାସରେ ପାଇଲେ ୟୁପିଏସସ. ରଖିଲେ ୫୫୧ ରାଙ୍କ
ମହାରାଷ୍ଟ୍ର: ଛେଳି ଚରାଉ ଥିଲେ ବାପା, ପ୍ରଥମ ପ୍ରୟାସରେ ପୁଅ ହେଲେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ। ବିରୁଦେବ ସଦ୍ଧପ୍ପାଙ୍କର ୫୫୧ ରାଙ୍କ ରହିଛି। କଥାରେ ଅଛି ଇଛା ଥିଲେ ଉପାୟ ମିଳେ। ଆଉ କର୍ମ କଲେ ଫଳ ନିଶ୍ଚିତ…
ଶ୍ରୀନଗରରେ ସୁରକ୍ଷା ସ୍ଥିତି ସମୀକ୍ଷା କରୁଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
ଶ୍ରୀନଗର: ପହଲଗାମ ଆତଙ୍କୀ ଆକମଣ ପରେ ଏବେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପହଲଗାମରେ ଆକ୍ରମଣର ସ୍ଥିତି ସମୀକ୍ଷା କରିବେ ସେନାଧ୍ୟକ୍ଷ।
୧୫ କୌର କମାଣ୍ଡର ତାଙ୍କ ଅଞ୍ଚଳ…
BREAKING: ନବଦାସ ହତ୍ୟା ମାମଲା, ଗୋପାଳ ପୂର୍ବ କଲ୍ ହିଷ୍ଟ୍ରି ଖୋଲିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ବହୁ ଚର୍ଚ୍ଚି ନବଦାସ ହତ୍ୟାକାଣ୍ଡ ମାମଲା। ଗୋପାଳ ଦାସର ପୁରୁଣା କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ। ନବଦାସ ହତ୍ୟାକାଣ୍ଡ ପୂର୍ବରୁ କଲ୍ ଡିଟେଲ୍ସ ଖୋଲିଲା କ୍ରାଇମବ୍ରାଞ୍ଚ।
ହତ୍ୟା ପୂର୍ବରୁ ଗୋପାଳ…
BREAKING: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ
ମାଲକାନଗିରି: ଦେଶରେ ପହଲଗ୍ରାମ ଆତଙ୍କୀ ଆକ୍ରମଣକୁ ବିରୋଧ । ଏଥିପାଇଁ ମାଲକାନଗିରି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ।
ପହଲଗାମ ଆତଙ୍କୀ ହମଲାକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି ।
ହିନ୍ଦୁ ଜାଗରଣ…
ବ୍ୟାଙ୍କ ଚାକିରି ପାଇଁ ସୁବର୍ଣ୍ଣ ସୁୁଯୋଗ, ଖାଲି ପଡ଼ିଛି ପଦବି… ଜଲଦି କରନ୍ତୁ ଆପ୍ଲାଏ
ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଇଣ୍ଡିଆ ଏକ୍ସିମ୍ ବ୍ୟାଙ୍କ ମ୍ୟାନେଜମେଣ୍ଟ ଟ୍ରେନି (MT) ଏବଂ ଅନ୍ୟାନ୍ୟ ପଦବୀରେ…
ପହଲଗାମ ଢ଼ାବାରେ ଖାଇବାକୁ ଦେଲେ ଲୁଣିଆ ମଟନ, ବଞ୍ଚିଗଲା ୧୧ ଜଣଙ୍କ ଜୀବନ
ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ବୈସରନରେ ମଙ୍ଗଳବାର ଘଟିଥିଲା ଆତଙ୍କୀ ଆକ୍ରମଣ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୨୬ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । ଅନେକ ଲୋ ଆହତ ମଧ୍ୟ ହୋଇଛନ୍ତି ।…
ଲିଭ୍ ଇନ୍ ରିଲେସନରେ ଥିବା ବିଧବା ମହିଳାଙ୍କୁ ହତ୍ୟା, ପ୍ରେମିକ ଫେରାର
ଉତ୍ତରପ୍ରଦେଶ: ପ୍ରେମ ନେଲା ଜୀବନ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଛି ଏହି ଘଟଣା । ଟ୍ରାନିକ ସିଟିର ଇଲାଇଚିପୁରରେ ଲିଭ୍ ଇନରେ ରହୁଥିବା ବିଧବା ମହିଳାଙ୍କୁ ହତ୍ୟା । ଆଉ ଏହି ହତ୍ୟା କରିଛି ପ୍ରେମିକ । ଯାହା ସାଙ୍ଗରେ…
ଆତଙ୍କୀ ଡ଼ରାଇପାରିବେନି ଅମରନାଥ ଯାତ୍ରାକୁ, ସୁରକ୍ଷାକୁ ନେଇ ସରକାରଙ୍କ ନୂଆଁ ପ୍ଲାନ୍
ନୂଆଦିଲ୍ଲୀ: ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପହଲଗାମରେ ଏବେ ବି ଭୟର ବାତାବରଣ ରହିଛି। ଆତଙ୍କୀ ହମଲା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ତଥାପି, ଲୋକଙ୍କ ମନରେ ଏକ ଭୟ ରହିଛି,…