Browsing Category
ଖବର
‘କୁନୋ’ରେ ଜନ୍ମ ହେଲେ ଦୁଇ ନୂଆ ଚିତା ଶାବକ, ଅଭିନନ୍ଦନ ଜଣାଇଲେ ମୋହନ ଯାଦବ
ଭୋପାଲ: ମଧ୍ୟପ୍ରଦେଶ 'କୁନୋ' ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ମାଇ ଚିତା 'ଭିରା' ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ।
ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୧୪ ଶାବକଙ୍କ ସହ ଚିତା ସଂଖ୍ୟା…
ବୁଢ଼ା ବାପାର ଶବ କିଏ ନେବ, ଦୁଇ ଭାଇଙ୍କ ଭିତରେ ଛିଡୁନି କଳି, ପୁଅର ଜିଦ୍ ଶବ ୨ ଖଣ୍ଡ ହେଉ
ମଧ୍ୟପ୍ରଦେଶ: ବାପାଙ୍କ ଶବକୁ କିଏ ଦେବ ମୁଖାଗ୍ନି। ସାନ ପୁଅ ନା ବଡ଼ ପୁଅ। ଦୁଇ ପୁଅଙ୍କ ଭିତରେ ହେଉନି ସମାଧାନ। ବଡ ପୁଅର ଜିଦ୍ ସେ ବଡ ତେଣୁ ସିଏ ହିଁ ମୁଖାଗ୍ନି ଦେବ। ସେପଟେ ସାନ ପୁଅ ଅଡି ବସିଛି ବାପା ମୋ ପାଖରେ…
ଏବେଠୁ ହୋଇଯାଆନ୍ତୁ ସତର୍କ, ଅଧିକ ହସ ନେଉଛି ଜୀବନ
ଓଡିଶା ଭାସ୍କର: ହସିବାକୁ କାହାକୁ ବା ଭଲ ନ ଲାଗେ। କଥାରେ ଅଛି ପରେ ମନ ଖୋଲି ହସିଲେ ଆୟୁଷ ବଢ଼େ। ଏପରିକି ଡାକ୍ତରମାନେ ବି କୁହନ୍ତୁ ହସିବା ସ୍ୱାସ୍ଥ୍ୟ ପାଇଁ ହିତକର। ହେଲେ ଆପଣ ଜାଣିଛନ୍ତି କି ଏହି ହସ କେବେ ଆପଣଙ୍କ…
ଖେଳ ପଡ଼ିଆରୁ ଟେକିନେଲେ, ସ୍କୁଲ ପରିସରରେ ନାବାଳିକାକୁ ଗଣଦୁଷ୍କର୍ମ କଲେ
କର୍ଣ୍ଣାଟକ: ୮ ବର୍ଷର ଝିଅ ସହ ଗଣଦୁଷ୍କର୍ମ। ତାହା ପୁଣି ସରକାରୀ ସ୍କୁଲ ପରିସର ଭିତରେ। ଖେଳ ପଡିଆରେ ଖେଳୁଥିବା ବେଳେ ନାବାଳିକାକୁ ଟେକି ନେଇଥିଲେ ଦୁଷ୍କର୍ମକାରୀ। ପରେ ଗଣଦୁଷ୍କର୍ମ କରିଥିବା ଜଣାପଡିଛି।
ଘଟଣାଟି…
ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କଲେ ବର, ରାଗିଯାଇ ବାହାଘର ଭାଙ୍ଗିଦେଲେ ଶ୍ୱଶୁର
ନୂଆଦିଲ୍ଲୀ: କଥାରେ ଅଛି ବାହାଘର ଜୀବନରେ ଥରେ ଆସେ। ଅବଶ୍ୟ ଆଜିକା ଦିନରେ ଏହି କଥାର କିଛି ଅର୍ଥ ନାହିଁ। କିନ୍ତୁ ବାହାଘରର ମଜା ଉଠାଇବାକୁ ସମସ୍ତଙ୍କର ଇଚ୍ଛା। ଆଉ ଏବେ କନିଆ ଠାରୁ ଆରମ୍ଭ କରି ବର ସମସ୍ତେ ବାହାଘରରେ…
ବାହାଘରକୁ ଆସିଲେ ଭୋଜି ଖାଇଲେ, ଅତିଥି ବେଶରେ ଟଙ୍କା ସହ ସୁନା ଲୁଟ୍ କରିନେଲେ
ଭୁବନେଶ୍ୱର: ଅତିଥି ବେଶରେ ଆସିଲେ ଟଙ୍କା, ସୁନା ଗହଣା ଧରି ଚମ୍ପଟ ମାରିଲେ। ନୂଆ ଫଣ୍ଡା ଆପଣାଇଛନ୍ତି ଲୁଟେରା। ଭିଡ଼ ସ୍ଥାନ ବା ବାହାଘର, ବ୍ରତଘର ଉପରେ ଚୋରଙ୍କ ନଜର।
ଭିଡ଼ ସ୍ଥାନ ଦେଖି ପଶୁଛନ୍ତି। ଆଉ ସମୟ…
(video)ରାସ୍ତାରେ ବୁଲୁଛି ୧୮୦୦ କୋଟିର ମାଲିକ ‘ଆଦିବ ମାନବ’, ଭିଡିଓ ଭାଇରାଲ
ମୁମ୍ୱାଇ: ୧୮00 କୋଟିର ମାଲିକ ସେ ପୁଣି ଜଣେ ଆଦିବ ମାନବ। ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ଆଦିବ ମାନବ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବି ମନରେ ଉଙ୍କି…
ଖଣ୍ଡଗିରିରେ ଶୁଭିଲାଣି ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନି, ଜମିଲାଣି ଦୋକାନ ବଜାରର ଆସର
ଭୁବନେଶ୍ୱର: ରାତି ପାହିଲେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ଆରମ୍ଭ ହେବ କୁମ୍ଭମେଳା। ଯାହାକି ଖଣ୍ଡଗିରି ମେଳା ନାମରେ ପରିଚିତ। ଆସନ୍ତା କାଲି ଅର୍ଥାତ୍ ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା ପାଇଁ ଲାଗିବ…
ରେକର୍ଡ ଭାଙ୍ଗିଲା ଫେବୃଆରୀ ତାତି, ଡରାଇଲାଣି ମାଘ ଖରା
ଭୁବନେଶ୍ୱର: କଥାରେ ଅଛି ମାଘ ମାସରେ ବାଘ ପରି ଶୀତ। ହେଲେ ଚଳିତ ବର୍ଷ ହଠାତ୍ ମାଘ ମାସରେ ଶୀତ କୁଆଡ଼େ ଗାଏବ ହୋଇଯାଇଛି। ଆଉ ଫେବୃଆରୀ ମାସ ଆରମ୍ଭରୁ କଲବଲ କରୁଛି ଖରାର ତାତି।
ଏପରିକି ଖରା ଦିନ ଆରମ୍ଭ ନହେଉଣୁ ୩୬…
କେବେ ଖୋଲିବ ବଦ୍ରିନାଥ ମନ୍ଦିର ? ଘୋଷଣା ହେଲା ତାରିଖ, ଏହି ଦିନ ଠାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା
ନୂଆଦିଲ୍ଲୀ: ବସନ୍ତ ପଞ୍ଚମୀରେ ତେହରି ରାଜ ଦରବାର ନରେନ୍ଦ୍ରନଗରରେ ଗଣେଶ ପୂଜା ସହିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି । ଶୁଭ ସମୟ ଅନୁସାରେ, ମେ 4 ତାରିଖ ସକାଳ ୬ଟାରେ…