Browsing Category
ଭିଡିଓ ଖବର
(Video) ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରିଲ୍ସ କରୁଥିଲେ ଯୁବକ, ମାଗଣାରେ ପ୍ରବଳ ଖାଇବାକୁ ଦେଲେ ଜନତା
ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସ ନିଶା ଏମିତି ଘାରିଛି ଯେ ସେମାନେ ଏଥିପାଇଁ ଲାଜ, ସରମ ସବୁକୁ ଭୁଲି ଯାଉଛନ୍ତି । ଏପରିକି ଅନେକ ସମୟରେ କିଛି ବିପଜ୍ଜନକ ସ୍ତାନରେ ରିଲ୍ସ ଶୁଟି୍ କରି ଅନେକଙ୍କର…
(video) ଯେତେବେଳେ ରକ୍ଷକ ସାଜେ ଭକ୍ଷକ…! ନମାଜ୍ ପାଠବେଳେ ଯୁବକଙ୍କୁ ଗୋଇଠା…. ଧକ୍କା ଦେଇ ଗାଡ଼ି ତଳକୁ ପକେଇଦେଲେ
ଇସଲାମାବାଦ୍: କିଛିଦିନ ହେବ ପାକିସ୍ତାନ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କାରଣ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକ୍ ଇ. ଇସଲମାନ (ପିଟିଆଇ)ର ସମର୍ଥକ ଏବେ ରାଜରାସ୍ତାରେ । ଇମ୍ରାନଙ୍କୁ ଜେଲରୁ ବାହାର କରିବା ଦାବି…
(Video) ଯେମିତି ଖୋଲିଛି ନନ୍ଭେଜ୍ ଷ୍ଟଲ୍, ଅତିଥିଙ୍କ ଭିଡ଼ କହିଲେ ନସରେ, ଦେଖନ୍ତୁ ବିବାହର ଭାଇରାଲ ଭିଡିଓ
ନୂଆଦିଲ୍ଲୀ: ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବେ ବିବାହର ଦୃଶ୍ୟ ଲୋକଙ୍କୁ ଭାବାବେଗ କରିଦେଉଛି ତ କେତେବେଳେ ବର-ବଧୂଙ୍କ କମେଡି ଭିଡିଓରେ ସମସ୍ତେ ହସିବା ଦେଖିବାକୁ ମିଳୁଛି । ହେଲେ ଏହି…
(video) ବର ନା ମାଙ୍କଡ଼! ଚଳନ୍ତା ଗାଡ଼ି ଝରକାରେ ପଶି ଚୋରକୁ ଧରିଲେ, ଛଡ଼େଇ ଆଣିଲେ ୧୦୦ ଟଙ୍କିଆ ମାଳ
ମିରଟ: ବର୍ତ୍ତମାନ ସମୟରେ ଖବରକାଗଜ କି ନ୍ୟୁଜ୍ ଚ୍ୟାନେଲରୁ ଯେତିକି ଘଟଣା ଲୋକଲୋଚନକୁ ଆସୁନି ତା’ଠାରୁ ଅଧିକ ଘଟଣା ସୋସିଆଲ ମିଡିଆରେ ଉପଲବ୍ଧ । ଯାହା ଉଭୟ ଆଶ୍ଚର୍ଯ୍ୟ ଓ ମନୋରଞ୍ଜନ କଲାଭଳି ଘଟଣା । ଏମିତି ଏକ ଭିଡିଓ…
(Video) ଆପଣଙ୍କୁ ମିଳିଲାନି କି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ ପ୍ରଥମ କିସ୍ତି, କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ?
ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ଏକ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ଯୋଗ୍ୟ…
(Video) ଅଜିତ ପାୱାର ହେବେ ମୁଖ୍ୟମନ୍ତ୍ରୀ! ମହାରାଷ୍ଟ୍ରର ଏକାଧିକ ସ୍ଥାନରେ ଦୃଶ୍ୟମାନ ହେଲା ‘ଭବିଷ୍ୟତର ସିଏମ୍’ଙ୍କ ପୋଷ୍ଟର
ନୂଆଦିଲ୍ଲୀ: ନଭେମ୍ବର ୨୩ରେ ଘୋଷଣା ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସପକ୍ଷରେ ଯାଇଛି । ମୋଟ ୨୮୮ଟି ଆସନ ମଧ୍ୟରୁ ବିଜେପିକୁ ୧୩୨ଟି, ଶିବ ସେନା (ଏକନାଥ…
(Video) ଏବେ ବି ବଞ୍ଚିଛି ମଣିଷପଣିଆ: ରାସ୍ତାରୁ ପାଇଥିବା ୧ ଲକ୍ଷ ଟଙ୍କା ଫେରାଇ ମହାନତାର ପରିଚୟ ଦେଲେ ରାଜଧାନୀର ଅଟୋ ଡ୍ରାଇଭର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜରେ ମଣିଷ ଟଙ୍କା ମୋହରେ ବାୟା । ଅର୍ଥ ଲୋଭ ମଣିଷକୁ ଏତେ ଗ୍ରାସିଛି ଯେ, ମଣିଷ ଆଜି ନିଜର ରକ୍ତର ସମ୍ପର୍କକୁ ମଧ୍ୟ ମାରିବାକୁ ପଛାଉ ନାହିଁ । ତେବେ ଏଭଳି ସ୍ଥିତିରେ ବି ଆମ…
ଫୁରସତ ଦେଲେନି, ଯିଏ ଆସିଲା ସେ ହାମରରେ ପିଟିବା ଆରମ୍ଭ କଲା, ବିଲ୍ ପାଇଁ ଶୋ’ରୁମ୍ ଆଗରେ ଭାଙ୍ଗିଦେଲେ ଗାଡ଼ି
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ସେ ଭିତରୁ କିଛି ମନୋରଞ୍ଜନ କରୁଛି ତ ଆଉ କିଛି ଭିଡିଓ ଅବାକ୍ କରି ଦେଉଛି । ସେମିତି ଆଚମ୍ବିତ କଲାଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…
(Video) ମାତୃତ୍ୱର ସଂଜ୍ଞା ବୁଝାଇଲା ଗୃହପାଳିତ ପଶୁ: ବାଛୁରୀର ଭୋକ ସହି ନପାରି ତାକୁ କ୍ଷୀର ପିଆଇଲା ମାଆ କୁକୁର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମା’ର ସ୍ଥାନ ସବୁଠାର ଉଚ୍ଚରେ, ତାହା ପୁଣି ଥରେ ପ୍ରମାଣିତ ହୋଇଛି । ସାଧାରଣ ଭାବେ ମଣିଷ ସମେତ ବିଭିନ୍ନ ପଶୁ, ପକ୍ଷୀମାନେ ନିଜ ନିଜ ଛୁଆଙ୍କୁ କ୍ଷୀର ପାନ…
(Video) ବରମୁଣ୍ଡା ଓଭରବ୍ରିଜ୍ ଉପରେ ଅଜଣା କାର୍: ରାସ୍ତା ମଝିରେ ଗାଡ଼ି ରଖି ଡ୍ରାଇଭର ମାରିଲେ ଛୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବରମୁଣ୍ଡା ଓଭରବ୍ରିଜ୍ ଉପରେ ଥୁଆ ହୋଇଛି ଏକ ଅଜଣା କାର । ଜାତୀୟ ରାଜପଥ ଉପରେ ଗାଡ଼ିକୁ ରଖିଦେଇ ଡ୍ରାଇଭର କୁଆଡ଼େ ଛୁ ମାରିଛନ୍ତି । ତେବେ ଡ୍ରାଇଭର କ’ଣ ପାଇଁ ଗାଡ଼ିକୁ ଏଭଳି…