Browsing Category

City News

12 ନୁହେଁ, ଜୁନ 20ରେ ଓଡ଼ିଶା ଆସିବେ ମୋଦି; ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ଉତ୍ସବରେ ହେବେ ସାମିଲ

ଭୁବନେଶ୍ବର:  ଆସନ୍ତା 20 ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୁନ 12 ବଦଳରେ 20 ରେ ଆସିବେ ମୋଦି । 20 ରେ ପାଳନ ହେବ ରାଜ୍ୟ ସରକାରଙ୍କର ବର୍ଷପୂର୍ତ୍ତି ବଡ଼ ଉତ୍ସବ । ଆଉ ଏହି ଉତ୍ସବରେ ଯୋଗଦେବେ…

ପୁଣି ମିଳିଲା 100 କେଜି ବିସ୍ଫୋରକ, ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ହେଲା ଜବତ

କୋଇଡ଼ା: ପୁଣି ମିଳିଲା ବିସ୍ଫୋରକ । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ପ୍ରାୟ 100 କେଜି ବିସ୍ଫୋରକ ଜବତ । କୁମ୍ବିଂ ଅପରେସନ ବେଳେ ବିସ୍ଫୋରକ ଉଦ୍ଧାର କଲା ସୁରକ୍ଷା ବାହିନୀ । ଗତ 27 ତାରିଖରେ 4 ଟନରୁ ଅଧିକ…

ମୋଷ୍ଟ ୱାଣ୍ଟେଡ୍ ମାଓବାଦୀ ଭାସ୍କର ମୃତ, ମୁଣ୍ଡ ଉପରେ ଥିଲା 25 ଲକ୍ଷର ପୁରସ୍କାର ରାଶି

ରାୟପୁର: ମୋଷ୍ଟ ୱାଣ୍ଟୋଡ୍ ହାର୍ଡକୋର ମାଓବାଦୀ ନିହତ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ମାଓନେତା ଭାସ୍କର । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ଏନକାଉଣ୍ଟର୍ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ମାଓନେତା…

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କହିଲେ କଥା ଦେଇଥିଲି…

ଭୁବନେଶ୍ବର: ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ରେ ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ । “ନିର୍ବାଚନ ବେଳେ କଥା ଦେଇଥିଲି, ଅଫିସର…

ଭୁବନେଶ୍ବରରେ ଉଦଘାଟିତ ହେଲା ମାଗଣା ନ୍ୟୁରୋ ଚିକିତ୍ସା କେନ୍ଦ୍ର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ନ୍ୟୁରୋ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଉକ୍ତ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ସ୍ନାୟୁ ବିଶେଷଜ୍ଞ…

ଚାଲିଛି କୋଟିଆ କମିଟିର ପ୍ରଥମ ବୈଠକ, କୋଟିଆ ବିବାଦରେ ଆଜି ପଡ଼ିବ କି ଯବନିକା ?

ଭୁବନନେଶ୍ବର:  ବିକଶିତ କୋଟିଆ ପାଇଁ ମାଷ୍ଟରପ୍ଲାନ କରିବାକୁ ଆଜି ବସିଛି ବୈଠକ । ଗଠିତ 16 ଜଣିଆ କମିଟିର ଏହା ପ୍ରଥମ ବୈଠକ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଲୋକସେବା ଭବନରେ…

ଚାକିରି ସ୍ଥାୟୀ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ

ଭୁବନେଶ୍ବର: ପୁଣି ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ । ଚାକିକି ନିୟମିତ କରାନଯିବାରୁ ଭୁବନେଶ୍ବର ରାଜରାସ୍ତାରେ କନିଷ୍ଠ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ । 2 ଦଫା ଦାବି ନେଇ ଧାରଣା ଦେଇଛନ୍ତି କନିଷ୍ଠ…

କାଲି ରାଜ୍ୟ କ୍ୟାବିନେଟ ବୈଠକ, ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭୁବନେଶ୍ୱରର ଲୋକସେବା ଭବନରେ ପୂର୍ବାହ୍ନ 10ଟାରୁ ଏହି ବୈଠକ ଆରମ୍ଭ ହେବ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ମୋହନ ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର

ଭୁବନେଶ୍ବର: ସରକାରଙ୍କ ବର୍ଷପୂର୍ତ୍ତିରେ 500 ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ଏନେଇ ସୂଚନା ଦେଲେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାରେ ଏହା ହେବ । 314 ବ୍ଲକରେ…

ଚଳିତ ବର୍ଷ ଲାଗିବ 7.5 କୋଟି ଗଛ, ବିଶ୍ବ ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହାର ମୂଳ କାରଣ…