Browsing Category

City News

ମୌସୁମୀକୁ ଆହୁରି ଶକ୍ତ କରୁଛି ଘୂର୍ଣ୍ଣିବଳୟ: ୨୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଆଜି ୭ ଜିଲ୍ଳାକୁ ୟେଲୋ ଆର୍ଲଟ ଜାରି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ସାରା ରାଜ୍ୟରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଯାଇଛି । ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ଲାଗି ରହିଛି । ମୌସୁମୀକୁ ଘୂର୍ଣ୍ଣିବଳୟ ସଶକ୍ତ କରୁଥିବା ହେତୁ…

ଆତ୍ମ ନିର୍ଭରଶୀଳ ଗୀତାଞ୍ଜଳି, ଗ୍ରାଜୁଏସନ୍ ପରେ ଚାକିରୀ ପଛରେ ନ ଗୋଡାଇ ଖୋଲିଛନ୍ତି ଜଳଖିଆ ଦୋକାନ

କେନ୍ଦ୍ରାପଡ଼ା,(ଭାସ୍କର ନ୍ୟୁଜ): ଚାକିରି ପଛରେ ଗୋଡାଇ ବେକାର ହେବା ଅପେକ୍ଷା ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ଶ୍ରେୟସ୍କର । କାରଣ କୌଣସି ବ୍ୟବସାୟ କରିବା ଦ୍ୱାରା ନିଜେ ଆତ୍ମନିର୍ଭରଶୀଳ ହେବା ସହ…

ପ୍ରୟାଗରାଜ ହିଂସାକାଣ୍ଡ ମାମଲା: ବୁଲିବ ସରକାରୀ ବୁଲଡୋଜର, ମାଟିରେ ମିଶିଲା ମାଷ୍ଟରମାଇଣ୍ଡର ଘର

ଲକ୍ଷ୍ନୌ : ଆକ୍ସନ ମୋଡ୍‌ରେ ଯୋଗୀ ସରକାର । ପ୍ରୟାଗରାଜ ହିଂସାର ମାଷ୍ଟରମାଇଣ୍ଡର ଘର ଭାଙ୍ଗିଲା ବୁଲ୍‌ଡୋଜର । ବିଜେପିର ମୁଖପାତ୍ର ନୂୁର ଶର୍ମାଙ୍କ ବୟାନକୁ ବିରୋଧ କରି ପ୍ରୟାଗରାଜରେ ହୋଇଥିବା ହିଂସା ଘଟଣାରେ ଏଭଳି…

ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍‌ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ…

ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷକୁ ମିଳିଲା ଆଇନଗତ ମାନ୍ୟତା, ଚାଷୀଙ୍କୁ ୧୦ ଲକ୍ଷ ମଞ୍ଜି ବାଣ୍ଟିଲେ ସରକାର

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଗଞ୍ଜେଇ ଚାଷ କରିବା ଆଉ ବେଆଇନ୍‌ ନୁହେଁ । ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା । ଏଣିକି ଗଞ୍ଜେଇ ଉତ୍ପାଦନ କରିବା ,ଏହାକୁ ରଖିବା ଓ…

ରେପୋରେଟ୍‌ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍‌ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍‌ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ…

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ପ୍ରସ୍ତୁତି ଜୋରଦାର, ବାରବାଟୀ ଷ୍ଟାଡିୟମ ପରିଦର୍ଶନ କଲେ କଟକ ଡିସିିପି

କଟକ,(ଭାସ୍କର ନ୍ୟୁଜ): ଆସନ୍ତା ଜୁନ ୧୨ ତାରିଖ ଦିନ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି- ୨୦ ସିରିଜର ଦ୍ୱିତୀୟ ମ୍ୟାଚ । ତେଣୁ ଏହି ମ୍ୟାଚର ସଫଳ ଆୟୋଜନ ନେଇ ଓଡିଶା କ୍ରିକେଟ…

ସମୁଦ୍ର ପତ୍ତନ ଠାରୁ ୨୧,୩୧୨ ଫୁଟ୍‌ ଉପରେ ଟି’ ପାର୍ଟି, ବିଶ୍ୱର ସବୁଠାରୁ ଉଚ୍ଚ ଟି’ ପାର୍ଟିର ମିଳିଲା ମାନ୍ୟତା…

ନୂଆଦିଲ୍ଲୀ; ଚା’ ପିଉଥିବା ଲୋକେ ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଚା’ କପ୍‌କୁ ଖୋଜନ୍ତି । ଅନେକ ଲୋକ ଡହ ଡହ ଖରାବେଳେ ମଧ୍ୟ ଚା’ ପିଇଥାନ୍ତି । କିନ୍ତୁ ମାଉଣ୍ଟ୍‌ ଏଭରେଷ୍ଟ୍‌ ଶିଖରକୁ ଯାଇ ଚା’ ପିଇବା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଟ୍ୱିଟ କରି ଏହି ସୂଚନା…

ବଙ୍ଗୋପସାଗରରେ ଭୟଙ୍କର ହେଉଛି ‘ଅସାନୀ’: ଆଜିଠୁ ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ, କାଲି ସନ୍ଧ୍ୟାରୁ ବର୍ଷିବ

ନୂଆଦିଲ୍ଲୀ/ଭୁବନେଶ୍ୱର,  : ବଙ୍ଗୋପସାଗରରେ ଭୟଙ୍କ ବାତ୍ୟାର ରୂପ ନେଇ ଆଗକୁ ବଢ଼ୁଛି  । ଏହାର ନାଁ ‘ଅସାନୀ’ ରଖାଯାଇଛି । ‘ଅସାନୀ’ର ଅର୍ଥ ହେଉଛି କ୍ରୋଧ । ଶ୍ରୀଲଙ୍କା ପକ୍ଷରୁ ଏହି ବାତ୍ୟାର ନାମକରଣ କରାଯାଇଛି ।…