Browsing Category

City News

ଖତ ଖାଇଗଲା ’ମୋ ସାଇକେଲ୍‌’, କବାଡ଼ିଆକୁ ବିକିଦେଲେ, ଶୁଣନ୍ତୁ କଣ କହୁଛନ୍ତି ସୁର ଭାଇ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ’ମୋ ସାଇକେଲ୍‌’ ସବୁ ଗଲା କୁଆଡ଼େ? ଏବେ ସବୁରି ମନରେ ସେଇ ଗୋଟିଏ ପ୍ରଶ୍ନ। କୁଆଡ଼ୁ ଭରଣ କରିବ ସେହି ଟଙ୍କା? କ୍ଷତି କାହାର ହେଲା? ସମ୍ଭାଳି ପାରୁନଥିଲ ତ ଯୋଜନା କରୁଥିଲ କାହିଁକି? ଏଭଳି…

୨୧ରେ ଆସୁଛି ଲଘୁଚାପ : ଆଗାମୀ ଦୁଇଦିନ କାଳବୈଶାଖୀ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୨୧ ତାରିଖ ସୁଦ୍ଧା ଉତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ରାଜ୍ୟରେ ଆଗାମୀ ଦୁଇଦିନ କାଳବୈଶାଖୀ…

ସପ୍ତମ ବାଟାଲିଅନ୍ ରେ ଜୀବନ ଆଲୋକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏପି ସପ୍ତମ ବାଟାଲିଅନ୍ ଭୁବନେଶ୍ୱରରେ ଜୀବନ ଆଲୋକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ରେଡକ୍ରସ୍ ସୋସାଇଟି ଓ କମିସନରେଟ୍ ପୋଲିସ୍ ଆନୁକୂଲ୍ୟରେ ଆୟୋଜିତ…

 ଗୁରୁବାରରୁ AIIMS- ଭୁବନେଶ୍ଵରରେ ଇକ୍‌ମୋ ଚିକିତ୍ସା

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଅପେକ୍ଷାର ଅନ୍ତ ହେଲା। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି ଇକ୍‌ମୋ ଚିକିତ୍ସା ସେବା। ଗୁରୁବାରରୁ ଏମ୍ସ-ଭୁବନେଶ୍ଵରରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ। ମହାମାରୀ…

ରାଜଧାନୀର ଅଳିଆରୁ ତିଆରି ହେଉଛି ଜୈବିକ ଖତ, ଚାଷ ପାଇଁ ସର୍ବୋତ୍ତମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରୁ ଦୈନିକ ବାହାରୁଛି ବିପୁଳ ଅଳିଆ ଆବର୍ଜନା । ତେବେ ଏହି ବର୍ଜ୍ୟବସ୍ତୁ ମଧ୍ୟରେ ଅନେକ ଅଳିଆକୁ ପୁନଃ ବିନିଯୋଗ କରିବା ଭଳି ସୁଯୋଗ ରହିଛି । ଏହାକୁ ଠିକ୍ ମାର୍ଗରେ ଉପଯୋଗ କରିପାରିଲେ…

ପୋଖରୀପୁଟରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଛାନଭିନ୍ କରୁଛି ଜିଆରପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ କରୋନା ମହାମାରୀ ପାଇଁ କଲବଲ ହେଉଛନ୍ତି ଲୋକେ । ସମ୍ପୂର୍ଣ୍ଣ ଭୟ ଟଳିନି କି କଟକଣା ହଟିନି । ଅନ୍ୟପଟେ ରାଜଧାନୀରେ କ୍ରାଇମ୍ କମିବାର ନାଁ ଧରୁନି । ହତ୍ୟା, ଲୁଟ୍, ଛିନତାଇ ଆଦି…

ଦେହ ଦେଖାଇ ଲୁଟୁଛନ୍ତି ଯୁବତୀ, ଟଙ୍କା ପାଇଁ ଧମକାଉଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୁଟିବାର ନୂଆ କୌଶଳ । ଆଗରୁ ଶୁଣିବାକୁ ମିଳୁଥିଲା ‘ହନି ଟ୍ରାପ୍’ ବୋଲି ଶବ୍ଦଟିଏ । ଏହାର ଅର୍ଥ ଜଣଙ୍କୁ ଫସାଇବା ପାଇଁ ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯିବା । କିନ୍ତୁ ଏଭଳି ଘଟଣାଟିଏ…

ଭର୍ଚୁଆଲ୍ ମୋଡ୍ ରେ ଲୋକାର୍ପିତ ହେଲା ‘ସ୍ୱପ୍ନା ଟିଭି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ରାଜ୍ୟ ଗଣମାଧ୍ୟମ ଜଗତକୁ ପ୍ରବେଶ କରିଛି ଆଉଏକ ଚାନେଲ୍ । ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ ହୋଇଯାଇଛି ‘ସ୍ୱପ୍ନା ଟିଭି’ । ଓଡ଼ିଶା ବିଧାନସଭାର…

ବାଲୁକା ଶିଳ୍ପୀ ସତ୍ୟଙ୍କ ଅନନ୍ୟ କଳାକୃତି, ୧୦୯୭ ବୋତାମରେ ନିର୍ମାଣ କଲେ ୧୧ ଇଞ୍ଚର ନନ୍ଦିଘୋଷ ରଥ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନିଆରା କଳାକୃତି ଦେଖିବାକୁ ମିଳିଛି । ସେ ଚଳିତ ରଥଯାତ୍ରା ଅବସରରେ ୧୦୯୭ ବୋତାମରେ ନିର୍ମାଣ…

କରୋନା ପରେ ସ୍ମାର୍ଟ ସିଟିରେ ଡେଙ୍ଗୁ ଟେନ୍‌ସନ୍, ଘର ଘର ବୁଲି ଡେଙ୍ଗୁ ମୁକାବିଲା ପାଇଁ ସଚେତନତା କରିବ ବିଏମ୍‌ସି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏବେ ରାଜଧାନୀରେ ଡେଙ୍ଗୁ ମୁକାବଲା ପାଇଁ ବିଏମ୍‌ସି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜୋରଦାର ହୋଇଛି । ଏବେ ଘର ଘର ବୁଲି ସହରବାସୀଙ୍କୁ ସଚେତନତା କରୁଛି ବିଏମ୍‌ସି । ଡେଙ୍ଗୁର ଲକ୍ଷଣ ସହ…