Browsing Category
ରାଜ୍ୟ
‘ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ’, ସୂଚନା ଦେଲେ ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ରିପୋର୍ଟ କାର୍ଡ ଦେବ ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭାଗ ଦେବ କାର୍ଡ। ଶିକ୍ଷାରେ ସଂସ୍କାର ପାଇଁ…
ଲୋକଙ୍କଠୁ ଠକି ୪୦୦୦ କୋଟିର ମାଲିକ ଦିଅର ଭାଉଜ,ଏମିତି ହେଲା ପର୍ଦ୍ଦାଫାସ
ବିହାର: ହାଇଦ୍ରାବାଦରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା। ଦିଅର ଭାଉଜ ମିଶି ସାଧାରଣ ଲୋକଙ୍କର ପାଖାପାଖି ୪୦୦୦ କୋଟି ଟଙ୍କାକୁ ଚଳୁ କରିଥିବା ଅଭିଯୋଗ ହୋଇଛି।
ଦୁହେଁ ଦିଅର ଭାଉଜ ସୁଷମା ରାଜ ଏବଂ ରବିନ୍ଦ୍ର କୁମାର…
ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢାଉ, ଏକ ମଲ୍କୁ ୧ ଲକ୍ଷ ଜରିମାନା
ରାୟଗଡ଼ା: ଏକ ମଲ୍କୁ ୧ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଏଫସିଆଇ ଛକରେ ଥିବା ମଲ୍ରେ ଚଢାଉ ଜାରି ରହିଛି। ଏ ନେଇ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢାଉ ଜାରି ରହିଛି। ଏହି ମଲ୍ରେ ଅବଧି ଶେଷ ହୋଇଯାଇଥିବା ଖାଦ୍ୟ…
ପଡୋଶୀକୁ ହତ୍ୟା କଲା ପଡ଼ୋଶୀ
କୋରାପୁଟ: ସୁନାବେଡ଼ା ଥାନା କାକିଗାଁରେ ଅଭାବନୀୟ ଘଟଣା । 2 ପଡ଼ୋଶୀଙ୍କ ମଧ୍ୟରେ ବଚଶା ପରେ ପିଟାପିଟି ହୋଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ କେଉଁ କାରଣରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ତାହା…
ଟ୍ରକ୍ ଧକ୍କାରେ ଡାକ୍ତରଙ୍କ ମୃତ୍ୟୁ
ସମ୍ବଲପୁର: ଅଇଁଠାପାଲି ଥାନା ଅଞ୍ଚଳରେ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତର ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଇଥିଲା ଟ୍ରକ୍ ।
ମୃତ ଡାକ୍ତରଙ୍କ…
“ଓଡ଼ିଶାରୁ ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ”
ଭୁବନେଶ୍ୱର: ଏଣିକି ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। କାହାରିକୁ ଜଣଙ୍କୁ ବି ଛଡ଼ାଯିବ ନାହିଁ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିବେ ନାହିଁ।…
20 ବର୍ଷ ବୟସରେ ପିନ୍ଧିଲେ ବର୍ଦ୍ଦି , ଆଜି ହୋଇଗଲେ ଦିଲ୍ଲୀ ପୋଲିସର ସିଂହ
ନୂଆଦିଲ୍ଲୀ: ବିକାଶ କୁମାର, ଯେ କି ବାପାଙ୍କ ବିରୁଦ୍ଧରେ ଯାଇ ପୋଲିସରେ ଯୋଗ ଦେଇଥିଲେ ଏବଂ 20 ବର୍ଷ ବୟସରେ ପିନ୍ଧିଥିଲେ ବର୍ଦ୍ଦି। ଆଜି ଦିଲ୍ଲୀ ପୋଲିସରେ ଵନିଯାଇଛନ୍ତି ସେ CCTV ଏକ୍ସପର୍ଟ।
ଲୋକମାନଙ୍କର ନିଜସ୍ୱ…
ନିଜ ଜନ୍ମକଲା ନାବାଳିକା ଝିଅକୁ ଦୁଷ୍କର୍ମ କରି, ଆଜୀବନ ସଜା ପାଇଲା ବାପା
ବରଗଡ଼: ୬ ବର୍ଷର ନିବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ତା'ର ନିଜ ଜନ୍ମକଲା ବାପା। ଯାହାକୁ ସହିପାରିଲାନି ମା'। ସ୍ୱାମୀ ହୋଇଥିଲେ ମଧ୍ୟ ପାପ ସବୁବେଳେ ପାପ। ଆଉ ସ୍ୱାମୀର ଅପରାଧ ଧରାଇବାକୁ ଯାଇ ଥାନାରେ ଅଭିଯୋଗ କଲା…
ପୋଲାଭରମ ବିବାଦ: ବୈଠକ କରିବେ PM
ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ବିବାଦ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ । ମେ 28 ରେ 4 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ବୈଠକ । ସାମିଲ ହେବେ ଆନ୍ଧ୍ର, ତେଲେଙ୍ଗାନା, ଓଡ଼ିଶା ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ।…
ଆଉ ସହି ହେବନି ଗୁଳୁଗୁଳି, ସକାଳ ୮ଟା ୩୦ ସୁଦ୍ଧା ଆର୍ଦ୍ରତା ୬୪.୫%
ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଅପରାହ୍ନ ହେଲେ ମାଡି ଆସୁଛି ବର୍ଷା ପବନ। ହେଲେ ତଥାପି ଖରା ତାତି ଓ ଗୁଳୁଗୁଳିରୁ ମିଳୁନି ତ୍ରାହି। ରାତି ନ ପାହୁଣୁ ଆରମ୍ଭ ହେଇଯାଉଛି ଗୁଳୁଗୁଳି।…