Browsing Category

ରାଜ୍ୟ

ଛି ଛି ଛି ଲୋ ନନା ଛି… ଲାଞ୍ଚ ପାଇଁ IAS ପଦ ଚୁଲିକୁ ଗଲା

ଧର୍ମଗଡ଼: ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଗିରଫ । ଆଇଏଏସ୍ ଧୀମାନ ଚକମାକୁ ଗିରଫ କଲା ଭିଜିଲାନ୍ସ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ…

ସ୍ୱାମୀକୁ ଶିଳରେ ଛେଚି ହତ୍ୟା କରି ନିଜେ ବିଧବା ହେଲା ସ୍ତ୍ରୀ

କେନ୍ଦୁଝର: ପୁଣି ଏକ ବିଭତ୍ସ ହତ୍ୟାକାଣ୍ଡ। ନିଜ ମଥାର ସିନ୍ଦୂରକୁ ନିଜେ ପୋଛିଲା ସ୍ତ୍ରୀ। ସ୍ୱାମୀକୁ ଶିଳରେ ଛେଚି ଅତି ନିର୍ଦୟ ଭାବରେ  ହତ୍ୟା କରିବା ପରେ ନିଜେ ବିଧବା ହୋଇଛି ପତ୍ନୀ। ଏପରି ଏକ ଅମାନୁଷିକ…

ପର୍ଣ୍ଣ ଭିଡିଓ ପାଇଁ ମନା କଲାରୁ ଯୁବତୀଙ୍କୁ ଆକ୍ରମଣ, ଅଭିଯୁକ୍ତ ମା’-ପୁଅ ଯୋଡିକୁ ଚାଲିଛି ଖୋଜା

କୋଲକାତା: ଅଶ୍ଳୀଳ ଫିଲ୍ମ କରିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଲିକତାରେ। ଯେଉଁ ଘଟଣା ବିଷୟରେ ଜାଣି ପଶ୍ଚିମବଙ୍ଗର ହାଓଡ଼ା ପୋଲିସ ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି।…

ବେଆଇନ ଗର୍ଭପାତ କିଟ ବିକୁଥିବା ନେଇ ରାଜଧାନୀରେ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି। ଆଜିକା ସମୟରେ ଗର୍ଭପାତ…

ରାଜା ରଘୁବଂଶୀଙ୍କ ହତ୍ୟା ଘଟଣାର ହେଲା ପର୍ଦ୍ଦାଫାଶ, ସୋନମ ରାଜା ରଘୁବଂଶୀଙ୍କୁ ନୁହେଁ, ରାଜକୁ କରୁଥିଲେ ପ୍ରେମ

ମେଘାଳୟ: ଇନ୍ଦୋରର ନବବିବାହିତ ଦମ୍ପତି ରାଜା ରଘୁବଂଶୀ ଏବଂ ସୋନମ ରଘୁବଂଶୀଙ୍କ ମାମଲା ବିଷୟରେ ତ ଏବେ ଚାରିଆଡେ ଚର୍ଚ୍ଚା, ଯାହା ପୁରା ଦେଶକୁ ଥରାଇଦେଇଛି। ଏବେ ଏହି ମାମଲାରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି, ଯାହା…

ବାହାଘରରେ ଆସିଥିବା ନାବାଳିକା ଆଦିବାସୀ ଝିଅକୁ ବଳାତ୍କାର, ୧୦ ଜଣ ନୃଶଂସ ବ୍ୟକ୍ତି କଲେ ଗଣଦୁଷ୍କର୍ମ

ଝାଡ଼ଖଣ୍ଡ: ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ଜଣେ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର। ଏଭଳି ଏକ ବର୍ବରତାର ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା ଅନ୍ତର୍ଗତ ସୁନ୍ଦରପାହାରି ଥାନା ଅଞ୍ଚଳରେ।…

ସୀମାରେ IED ବିସ୍ଫୋରଣ, ସୁକୁମା ASP ସହିଦ୍

ମାଲକାନଗିରି: ସୀମାରେ ବିସ୍ଫୋରଣ। ଆଡିଶନାଲ ଏସପି ସହିଦ୍। ଅନେକ ପୋଲିସ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି। ମାଲକାନଗିରି ସୀମାରେ IED ବିସ୍ଫୋରଣ। ବିସ୍ଫୋରଣରେ ଆଡିଶନାଲ ଏସପି ଦେଶ ପାଇଁ ଦେଲେ ଜୀବନ। ବିସ୍ଫୋରଣରେ…

ଭାଇ ସାଜିଲା ରାକ୍ଷସ, ଭଉଣୀକୁ ଲୁହା ରଡ଼ରେ ପିଟି ପିଟି ମାରିଦେଲା

ବଣାଇ: ଯେଉଁ ଭାଇ ହାତରେ ଦିନେ ଭଉଣୀ ରାକ୍ଷୀ ବାନ୍ଧି ସୁରକ୍ଷା ଆଶା କରିଥିଲା। ସୁରକ୍ଷା ଦେବା ବଦଳରେ ସେହି ହାତ ଭଉଣୀର ହତ୍ୟାକାରୀ ସାଜିଲା। ନିଜ ଭାଇ ଲୁହା ରଡରେ ପିଟିପିଟି ତା ଭଉଣୀକୁ ଅତି ବିଭତ୍ସ ଭାବରେ ହତ୍ୟା…

୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ଭୀଷଣ ଗ୍ରୀଷ୍ମପ୍ରବାହ ସହ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର:  ଆଜି ଭୀଷଣ ଖରା। ସକାଳ ନ ହେଉଣୁ କଲବଲ କଲାଣି ଖରା ସାଙ୍ଗକୁ ଗୁଳୁଗୁଳି।  ସେପଟେ ଆଜି ହିଟଓ୍ୱେଭ୍ ନେଇ ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କେବଳ ହିଟଓ୍ୱେଭ୍…

ଚଳିତ ବର୍ଷ ଧୋଇଯିବ ରଜ, ଜୁନ୍ ୧୨ ପରଠୁ ଆରମ୍ଭ ହେବ ବର୍ଷା!

ଭୁବନେଶ୍ୱର:  ପାଖେଇ ଆସୁଛି ରଜ। ଏଥିପାଇଁ ଏବେଠୁ ସଜବାଜ ଆରମ୍ଭ ହୋଇଗଲାଣି। ହେଲେ ଚଳିତ ବର୍ଷର ରଜକୁ ଫିକା କରିଦେବ ବର୍ଷା। କାରଣ ରଜରେ ଭିଜିବ ଓଡ଼ିଶା।  ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆରମ୍ଭ ହେବ ବର୍ଷା। ପୂର୍ବ…