Browsing Category

ରାଜ୍ୟ

BREAKING: ସୃଷ୍ଟି ହେଲା ଲଘୁଚାପ, ପରିବର୍ତ୍ତନ ହେଲା ପାଗ, କମିଲାଣି ଖରାର ପ୍ରକୋପ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ। ପାଗରେ ହେଲାଣି ପରିବର୍ତ୍ତନ। ଆଉ କିଛି ସମୟ ପରେ କାଚିବ ବର୍ଷା। ହଁ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।…

Breaking: ଗାଁ ରାସ୍ତାରେ ଫୁଟିଲା ବୋମା, ଜଣେ ମୃତ, ଜଣେ ଗୁରୁତର

ଖୋର୍ଦ୍ଧା: ରାସ୍ତା ଉପରେ ଫୁଟିଲା ବୋମା। ବାଇକରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ। ଆଉ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା। ହେଲେ ସବୁଠାରୁ ରୋଚକ କଥା ଏହାକି ଯେଉଁ…

Breaking: ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା, ଏପ୍ରିଲ ୨୨-୨୩ ତାରିଖରେ ମିଳିବ ସୁଭଦ୍ରା କିସ୍ତି

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା। ଏପ୍ରିଲ ୨୨ ଓ ୨୩ ତାରିଖରେ ମହିଳାମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଇ ମାସ ଆକାଉଣ୍ଟକୁ ଆସିବାକୁ ଯାଉଛି ସୁଭଦ୍ରା ଟଙ୍କା।…

ମିଶନଶକ୍ତିକୁ ନେଇ ରାଜ୍ୟ ସରକାରଙ୍କ ବଡ ଯୋଜନା: ବଦଳିବେ ପୁରୁଣା ସଭାପତି, ସମ୍ପାଦକ

ଭୁବନେଶ୍ୱର: ରାଜ୍ୟରେ ମିଶନଶକ୍ତି ଯୋଜନା ଅଧୀନରେ ଚାଲିଥିବା ସ୍ୱୟଂ ସହାୟକ ଗୋଷ୍ଠୀ(SHGs) ଢାଞ୍ଚାରେ ହେବ ବଡ଼ ପରିବର୍ତନ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନ ଚାଲିଛି,…

Breaking: ଆଉ ରହିବନି ପାଣି ସମସ୍ୟା, ହେଲ୍ପଲାଇନ୍ ନମ୍ୱର ଜାରି କରିବେ ସରକାର

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି ତାତି। ଆଉ ଖରାଦିନେ ଓଡିଶାର ବିଭିନ୍ନ ଅଞ୍ଚଳର ପ୍ରମୁଖ ସମସ୍ୟା ହେଉଛି ପାଣି। କେଉଁଠି ନଳକୂପ ନାହିଁ ତ…

“କାହାକୁ କେଉଁଠି ଭୋଟ୍ ଦିଆଯାଏ କୁହାଯାଏନି, ମୁଁ ବି କହିବିନି”

ଭୁବନେଶ୍ୱର: ଏବେ ଓ୍ୱକଫ ବିଲ୍ ଭୋଟିଂକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ପାତ୍ର ଓ୍ୱକଫ ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ତେଜିଛି ରାଜନୀତି। ଅନେକ ବିଜେଡି ନେତା ବି ସସ୍ମିତଙ୍କ…

Breaking: ରୋଗୀ ନେଇ ଯିବା ସମୟରେ ଆମ୍ୱୁଲାନ୍ସରେ ଲାଗିଗଲା ନିଆଁ

ପିପିଲି: ପୁଣି ଆମ୍ୱୁଲାନ୍ସରେ ଲାଗିଲା ନିଆଁ। ଆମ୍ୱୁଲାନ୍ସରେ ଥିଲେ ରୋଗୀ। ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କଲା ଆମ୍ୱୁଲାନ୍ସ। ରୋଗୀ ହସ୍ପିଟାଲ କ'ଣ ଯିବେ ଆମ୍ୱୁଲାନ୍ସରେ ନିଆଁ ଲାଗିଯିବା ଦେଖି ଭୟଭୀତ ହୋଇ…

Breaking: ମାଡ଼ି ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି, ବିଜୁଳି ଘଡ଼ଘଡ଼ି ସହ ବହିବ ପବନ

ଭୁବନେଶ୍ୱର: ଆସନ୍ତାକାଲିଠୁ ବର୍ଷା ସମ୍ଭାବନା।  ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ତାତି। ହେଲେ ଆଜିଠୁ ପାଗରେ ପରିବର୍ତ୍ତନ ହୋଇପାରେ। ଆସନ୍ତାକାଲିଠାରୁ ରାଜ୍ୟରେ ୪ ଦିନ ଧରି ବର୍ଷା ଲାଗି ରହିପାରେ। କାରଣ ଆସୁଛି…

Breaking: ଗଞ୍ଜାମରେ ଚାଞ୍ଚଲ୍ୟ, ବିଷ ପିଇ ଗୋଟିଏ ପରିବାରର ୩ ମୃତ

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଜଲ୍ୟ। ଏକାଥରେ ବିଷ ପିଇ ଆତ୍ମହତ୍ୟା କଲେ ଗୋଟିଏ ପରିବାରର ୩ ଜଣ ସଦସ୍ୟ। ମା' ସହ ପୁଅ ଓ ଝିଅ ବି ଆଖି ବୁଜିଲେ। ହସ୍ପିଟାଲରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ହଁ…

ନବୀନ ରାଗିଲେ ‘ବେଇମାନ’ କୁହନ୍ତି… ତାଙ୍କ ପାଇଁ ‘ଚୁପ୍ ସୈତାନ୍’ ଶବ୍ଦ ପ୍ରଯୁଜ୍ୟ ବୋଲି କହିଲେ ସୌମ୍ୟ

ଭୁବନେଶ୍ୱର: ବିଜେଡିର ଆଭିମୁଖ୍ୟକୁ ନେଇ ସୌମ୍ୟ ପ୍ରୟୋଗ କଲେ ତେର୍ଚ୍ଛା ବାଣ । ନବୀନ ବାବୁଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ନିଶାନା କଲେ ସୌମ୍ୟ । ନବୀନ ବାବୁ ବେଶୀ କଥା କୁହନ୍ତି ନାହିଁ; ଧୋକା ଦେଲେ କ୍ଷୁବ୍ଧ…