Browsing Category
ରାଜ୍ୟ
Breaking: ଶ୍ରମିକ ଦିବସରେ ଶ୍ରମିକଙ୍କ ବଳି, ଜୀବନ ରକ୍ଷକ ଆମ୍ବୁଲାନ୍ସ ସାଜିଲା ଯମ
ଧର୍ମଗଡ଼: ୧୦୮ ଆମ୍ବୁଲାନ୍ସ ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ । କୋଲସରା ଥାନା ବିଜୁ ଏକ୍ସପ୍ରେସ୍ ୱେ ବେହେରା ଛକରେ ଘଟିଛି ଏହି ଦୁର୍ଘଟଣା ।
ଶ୍ରମିକ ଜଣକ ସାଇକେଲରେ ଯାଉଥିବାବେଳେ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଘଟଣା…
ଫଣା ଟେକି ଗୋଡ଼ାଉଛି..କ୍ଲାସ ରୁମରୁ ବାହାରିଲା ୨୦ ଫୁଟର ଅହିରାଜ ସାପ, ଦେଖନ୍ତୁ ଫୋଟ
ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ୨୦ ଫୁଟ ଲମ୍ବାର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି । ଗଞ୍ଜାମ ଚିକିଟିରୁ ସ୍ନେକ ହେଲ୍ପଲାଇନ ସଦସ୍ୟ ଆସି ସାପକୁ…
ପାଗଳ ପ୍ରେମୀର ଜଘନ୍ୟ କାଣ୍ଡ: ଏକତରଫା ପ୍ରେମ ପାଇଁ ବଳି ପଡିଲା ନାବାଳିକା
ବ୍ରହ୍ମପୁର: ଏକତରଫା ପ୍ରେମରୁ ନାବାଳିକାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଘରେ ପଶି ନାବାଳିକାଙ୍କ ଶରୀରକୁ ହାଣି ପକାଇଛି ପ୍ରାଗଳପ୍ରେମୀ ।
ଗୋପାଳପୁର ଥାନା କରାପଲ୍ଲୀ ଗାଁରେ ଘଟିଯାଇଛି ଏହି ଲୋମଟାଙ୍କୁଆ…
ସତର୍କ ରୁହନ୍ତୁ! ଆଜି ସାରା ରାଜ୍ୟରେ ଛେଚିବ କାଳବୈଶାଖୀ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ଆଉ ୨ ଦିନ ପରେ ରାଜ୍ୟକୁ ଫେରିବ ତାତି । ଆଜି ସାରା ରାଜ୍ୟରେ ଝଡ଼ବର୍ଷା ନେଇ ଆଲର୍ଟ କଳା ଜାତୀୟ ପାଣିପାଗ ବିଭାଗ ।
ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବା ସହ କାଳ ବୈଶାଖୀ ମଦ୍ୟ…
ଭିତରକନିକାରେ ପଡ଼ିଲା ତାଲା, ୩ ମାସ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକ ମନା
କେନ୍ଦ୍ରାପଡ଼ା: ଆଜିଠାରୁ ଭିତରକନିକା ବନ୍ଦ । ୩ ମାସ ଧରି ଭିତରକନିକା ବନ୍ଦ ନେଇ ସୂଚନା ଦେଲା ବନ ବିଭାଗ ।
ବର୍ତ୍ତମାନ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ସମୟ; ସେ ଦୃଷ୍ଟିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ…
ବରଯାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଲେ ମହୁମାଛି, ୨୦ ଜଣ ହସ୍ପିଟାଲରେ ଭର୍ତ୍ତି
ବୌଦ୍ଧ: ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ିଆ କାମୁଡ଼ି ଘାଇଲା କଲେ ମହୁମାଛି। ବାହାଘରରେ ଭୋଜି କ'ଣ ଖାଇବେ ମହୁମାଛି କାମୁଡ଼ାରେ ସିଧା ଯାଇ ହସ୍ପିଟାଲ ବେଡରେ ପଡିଲେ। ବରଯାତ୍ରୀଙ୍କୁ ବାଣ ଫୁଟାରେ ଅତର୍କୀତ ଆକ୍ରମଣ କଲେ…
ଟ୍ରାକ୍ଟର ଚକା ତଳେ ଦୁଇ ସାଙ୍ଗଙ୍କ ଜୀବନ ଗଲା
ବାଲେଶ୍ୱର: ସାଙ୍ଗ ହୋଇ ହାତ ଧରାଧରି ହୋଇ ଘରୁ ବାହାରିଥିଲେ ୨ ସାଙ୍ଗ। ହେଲେ ବାଟରେ ଜଗି ବସିଥିଲା ଯମ। ମନ ଖୁସିରେ ଦୁଇ ସାଙ୍ଗ ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ। ହେଲେ ସେହି ଟ୍ରାକ୍ଟର ଚକା ତଳେ ସେମାନଙ୍କ ଜୀବନ…
ସୁନା ଦୋକାନ ଗହଳି କିନ୍ତୁ ବ୍ୟବସାୟୀଙ୍କ ବେପାର ମାନ୍ଦା
ଭୁବନେଶ୍ୱର: ଅକ୍ଷୟ ତୃତୀୟାରେ ସୁନା ଦୋକାନରେ ଭିଡ଼ । ମା’ ଲକ୍ଷ୍ମୀଙ୍କ ଶୁଭକାମନା ପ୍ରାପ୍ତି ପାଇଁ ଆଜି ସୁନା ଦୋକାନାରେ ଭାରି ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।
ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରକୁ ସୁନା ଦୋକନାର…
ମେ ୧୪ ତାରିଖରେ ହେବ ପୁଣିଥରେ OCS ଆନ୍ଥ୍ରୋପୋଲୋଜି ପରୀକ୍ଷା, ବିଜ୍ଞପ୍ତି ପ୍ରକାଶ କଲା OPSC
ନୂଆଦିଲ୍ଲୀ: ପୁଣିଥରେ ହେବ OCS ଆନ୍ଥ୍ରୋପଲୋଜି ପରୀକ୍ଷା। ଗତ ୨୭ରେ ହୋଇଥିବା ପରୀକ୍ଷା ବାତିଲ ନେଇ ସୂଚନା ଜାରି। ଆଉଥରେ ହେବ ସାନି ପରୀକ୍ଷା। ମେ ୧୪ ତାରିଖ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC।…
ମହାପ୍ରଭୁଙ୍କ ପାଖରୁ ଆସିଲା ଆଜ୍ଞାମାଳ, ଆଜିଠାରୁ ଆରମ୍ଭ ହେବ ରଥ କାମ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ।
ଏଥିପାଇଁ ଉତ୍ସବମୁଖର…