Browsing Category
ରାଜ୍ୟ
ନବଦାସ ମାମଲାରେ ଦାଖଲ ହେବ ଫାଇନାଲ ରିପୋର୍ଟ
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ଖୁବ୍ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ। ଏନେଇ କ୍ରାଇମ୍ବ୍ରାଞ୍ଚ୍ ଡିଜି ବିନୟ ତୋଷ ମିଶ୍ର ସୂଚନା ଦେଇଛନ୍ତି ।
ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି।…
BREAKING: ସକାଳେ ଗୁଳୁଗୁଳି ଗରମ ସାଙ୍ଗକୁ ଅପରାହ୍ଣରେ ହେବ କାଳବୈଶାଖୀ
ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଉଛି ତାତି। ତାତିରେ ବାହାରକୁ ବାହାରିବା ହେଉଛି କଷ୍ଟକର। ତାତି ସାଙ୍ଗକୁ ଆହୁରି ୫ ଦିନ ହେବ କାଳବୈଶାଖୀ ବର୍ଷା।
ସକାଳେ ଖରା ସହ ଗରମ, ଗୁଳୁଗୁଳି ସହ ଅପରାହ୍ଣରେ ହେବ କାଳବୈଶାଖୀ।…
BREAKING: ଲଜିଷ୍ଟିକ୍ ହବ୍ କେନ୍ଦ୍ରାପଡ଼ାରେ ହେବ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ। କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଲଜିଷ୍ଟିକ୍ ହବ୍। ଲୁଣା ନଦୀ ଉପରେ ହେବ ପ୍ରସ୍ତାବିତ ବ୍ୟାରେଜ।
ଏହା ସହ ଚାରିଟେବୁଲ ମଲ୍ଟି ସ୍ପେଶାଲିଟି…
ହେମଦସ୍ତାରେ ବାପାକୁ ପିଟିପିଟି ମାରିଦେଲେ ୨ ଜହ୍ଲାଦ ପୁଅ
ଖଲ୍ଲିକୋଟ: ଏକ ବଡ଼ ଅପରାଧ ଘଟଣା ଖଲ୍ଲିକୋଟରୁ ସାମ୍ନାକୁ ଆସିଛି। ଏଠାରେ ନିଜ ବାପାକୁ ଦୁଇ ଜହ୍ଲାଦ ପୁଅ ପିଟିପିଟି ମାରିଦେଇଛନ୍ତି। ହେମଦସ୍ତା ବାଡ଼ିରେ ପିଟି ବାପାର ପ୍ରାଣ ନେଲେ ୨ ପୁଅ।
ସୂଚନା ଅନୁଯାୟୀ, ସେମାନଙ୍କ…
ଭୁବନେଶ୍ୱର ଷ୍ଟେସନରେ ହାଇ ଆଲର୍ଟ, RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ
ଭୁବନେଶ୍ବର: ପହଲଗାମ୍ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଆଲର୍ଟ ରହିଛି । ସବୁ ଷ୍ଟେସନ୍ରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଉଛି ।
ଭୁବନେଶ୍ବର ରେଲୱେ ଷ୍ଟେସନ୍ରେ RPF ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି…
ବଡ଼ ଖବର: ପାକିସ୍ତାନୀ ପାଇଛନ୍ତି ରାସନ କାର୍ଡ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର: ଓଡ଼ିଶାରେ ଥିବା ପାକିସ୍ତାନୀମାନେ ରାସନ କାର୍ଡ ପାଇଛନ୍ତି। ଏ ନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସଂପୃକ୍ତ ପାକିସ୍ତାନୀଙ୍କୁ ଯୋଜନାରୁ ବାଦ ଦେବା ଲାଗି ବର୍ତ୍ତମାନ…
କିଏ ଆଙ୍କିଲା ଭୁବନେଶ୍ୱର ରାସ୍ତାରେ ପାକିସ୍ତାନି ପତାକା ?
ଭୁବନେଶ୍ୱର: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଶୀଳତ ଯୁଦ୍ଧ ଭିତରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ଆଉ ତାହା ହେଉଛି ଭୁବନେଶ୍ୱର ରାସ୍ତା ଉପରେ ପାକିସ୍ତାନି ପତାକା। ତାହାପୁଣି ଜନଗହଳି…
ଶ୍ରୀଜିଉଙ୍କ ବଡ଼ ମହାସ୍ନାନ: ୧ ଘଣ୍ଟା ବନ୍ଦ ରହିବ ଦର୍ଶନ
ପୁରୀ: ପୁରୀ ଶ୍ରୀମନ୍ଦିରରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହେବ। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ବଡ଼ ମହାସ୍ନାନ ହେବ।
ମହାପ୍ରଭୁଙ୍କ ବଡ଼ ମହାସ୍ନାନର…
OPSC /SSC ପ୍ରଶ୍ନପତ୍ର ବିଭ୍ରାଟ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଯିଏ ଦୋଷୀ ଛଡ଼ା ଯିବନି
ଭୁବନେଶ୍ବର: OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀ ।
ଏହି ଘଟଣାରେ ଯିଏ ଦୋଷୀ ଛଡ଼ା ଯିବନି…
ଆଜି ଶସ୍ତା ହୋଇଗଲା ସୁନା, ଅକ୍ଷୟ ତୃତୀୟା ପାଇଁ କିଣିବା ଲାଗି ଉତ୍ତମ ସୁଯୋଗ
ଓଡ଼ିଶା ଭାସ୍କର: ୩୦ ଅପ୍ରେଲରେ ବଡୁଛି ଅକ୍ଷୟ ତୃତୀୟା। ଏହି ଦିନ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଇଥାଏ। କିଛି ଦିନ ତଳେ ସୁନା ଦର ୧ ଲକ୍ଷ ଟଙ୍କା ପାରି କରିଥିଲା। କିନ୍ତୁ ଆଜି ସୁନା ଦରରେ ହ୍ରାସ ଘଟି ୧ ଲକ୍ଷ…