Browsing Category

ରାଜ୍ୟ

ଯେତେଦିନ ଯାଏଁ ପାଣ୍ଡିଆନ ଥିବେ, ସେତେଦିନ ଯାଏଁ ବିଜେଡି ଆସିବ ନାହିଁ : ପାଟ୍ଟଶାଣୀ

ଭୁବନେଶ୍ବର(ଓଡିଶା ଭାସ୍କର): ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ଅନେକ ଦାବି କରୁଛନ୍ତି । ଅମର ଶତପଥିଙ୍କ ପରେ ଆଜି ମୁହଁ ଖୋଲି ବଡ ବୟାନ ଦେଇଛନ୍ତି…

ଦଶହରା ଛୁଟିରେ ବୁଲି ଆସିଥିଲେ ମାମୁଁଘର, ପୋଖରୀରେ ବୁଡି ଭାଇ-ଭଉଣୀ ମୃତ

ଭୁବନେଶ୍ବର: କାଳ ସାଜିଲା ମଙ୍ଗଳବାର । ଗାଧୋଇବା ପାଇଁ ଆସିଥିବା ବେଳେ ବୁଡିଗଲେ ଭାଇ ଭଉଣୀ । ପୋଖରୀରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।…

ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କ ଘମାଘୋଟ ଯୁଦ୍ଧ, ଏହି କାରଣ ପାଇଁ ସ୍ୱାମୀକୁ ମାଡ଼ ମାରିଲା ସ୍ତ୍ରୀ

କଟକ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିବା ଏକ ସାଧାରଣ କଥା। ବେଳେ ବେଳେ ବୈବାହିକ ଜୀବନରେ ଅଶାନ୍ତି ଏବଂ ଏକ୍ସଟ୍ରା ମ୍ୟାରିଟାଲ ଆଫେୟର୍ସ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଡ ଝଗଡା ଲାଗିଥାଏ। ଏହିସବୁ ମାମଲା…

ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଏତିକି ଉପସ୍ଥାନ ନଥିଲେ ଦେଇପାରିବେନି ପରୀକ୍ଷା

ଭୁବନେଶ୍ବର: 2025 ମସିହାରେ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । CBSE ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ 75 ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । 2025 ମସିହାରେ ବୋର୍ଡ ପରୀକ୍ଷା…

ଆସୁଛି ଆଉ ଏକ ଲଘୁଚାପ, ଏହିସବୁ ଜିଲ୍ଲାରେ ଘଡ଼ଘଡି଼ ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଏବେ ଜାରି ରହିଛି ଗରମ ଓ ଗୁଳୁଗୁଳି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରିବ। ଆଜି ସୁଧା ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ (ଓ୍ବେଲ୍- ମାର୍କଡ୍)…

ଭସାଣି ବେଳେ ଗାଁରେ ରକ୍ତଛିଟା, ଜଣେ ନାବାଳକ ମୃତ

ଭୁବନେଶ୍ବର(ଓଡିଶା ଭାସ୍କର): ଝିମିଟି ଖେଳରୁ ମହାଭାରତ । ମା ଦୁର୍ଗାଙ୍କର ଭସାଣୀରେ ଛୁରାମାଡ । ଦୁଇ ସାହି ମଧ୍ୟରେ ବଚସା, ହାତାହାତି ପରେ ଛୁରାମାଡ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା…

ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ; କାରଣ ଅସ୍ପଷ୍ଟ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ଆଜି ମା’ ଦୁର୍ଗାଙ୍କ ଭଷାଣି ଦିନ ବଡ଼ ଅଘଟଣ । ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି । ଜିନ୍ଦଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣାସରେ ଘଟିଥିବା ଏହି…

(Video) ମାଡ଼ି ଆସୁଛି ଆଉ ଏକ ‘ବାତ୍ୟା’! ଓଡ଼ିଶା ଉପରେ ଏମିତି ପ୍ରଭାବ ରହିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ମାନ ପାର୍ବଣ ଋତୁର ଆଗମନ ହୋଇ ସାରିଥିବା ବେଳେ ଲୋକମାନେ ହସଖୁସିରେ ମା’ଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏପରି ସ୍ଥିତିରେ ଆସିଛି ଏକ ବଡ଼ ଖବର । ପୁଣି ଏକ ‘ବାତ୍ୟା’…