Browsing Category
ରାଜ୍ୟ
ଜିଲ୍ଲାପାଳମାନେ ନେବେ ସ୍କୁଲ ଛୁଟି ନିଷ୍ପତ୍ତି, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ନିଷ୍ପତ୍ତି ଜିଲ୍ଲାପାଳମାନେ ନେବେ। ଏ ନେଇ ସୂଚନା ଦେଲେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂରେଶ ପୂଜାରୀ। ସେ କହିଛନ୍ତି ଯେ, ଏସଓପି ବାହାରେ ନିଷ୍ପତ୍ତି…
ଲୋକଙ୍କୁ ବଡ଼ ଆଶ୍ୱସ୍ତି, ଆଉ ହେବନି ବିଦ୍ୟୁତ କାଟ୍, ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି ପରିସ୍ଥିତିରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ବିଦ୍ୟୁତ ନ କାଟିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।…
ବିଦ୍ୟୁତ ନେଇଗଲା ଜୀବନ, ହାତ ଧରାଧରି ହୋଇ ଆରପାରିକୁ ଚାଲିଗଲେ ମାଆ-ପୁଅ
ଭୁବନେଶ୍ବର: କରେଣ୍ଟ ଲାଗି ଚାଲିଗଲା ମାଆପୁଅଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଭବାନୀପାଟଣାରୁ ।
ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଅଭାବନୀୟ ଘଟଣା ଘଟିଛି । କପଡ଼ା ଶୁଖାଉଥିବା ବେଳେ…
ଏକୋଇଶିଆ ଭୋଜି ଖାଇ ଫେରୁଥିଲେ, ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣଦୁଷ୍କର୍ମ
ଭୁବନେଶ୍ବର: ନାବାଳିକାଙ୍କୁ ଗଣଦୁଷ୍କର୍ମ । ଜଙ୍ଗଲକୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।
ସୁନ୍ଦରଗଡରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଖବର ଅନୁସାରେ, ନାବିଳିକା ଜଣକ ଏକୋଇଶିଆ ଭୋଜି…
ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ, ରାଜ୍ୟ ପାଳିବ ୩ ଦିନିଆ ଶୋକ
ଭୁବନେଶ୍ବର: ପୋପ୍ ଫ୍ରାନ୍ସିସ୍ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ 3 ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।
ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ। ଏନେଇ ଆଜି…
୨ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟଣା, ଶୋକ ପ୍ରକାଶ ସହିତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣାରେ 2 ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ପିସିଆର୍ ଭ୍ୟାନ୍କୁ ଏକ ହାଇଓ୍ବା ଧକ୍କା ଦେବାରୁ ପୋଲିସ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା ।
ତେବେ…
ଥମୁନି ବେଜେଡି କନ୍ଦଳ: ସଞ୍ଜୟଙ୍କୁ ଘେରିଲେ ଅମେରଶଙ୍କ ସମର୍ଥକ, ଦଳ ଠିକ ଢଙ୍ଗରେ ପରିଚାଳନା ହେଉନି ବୋଲି ବୟାନ ଦେଲେ
ଭୁବନେଶ୍ବର: ଦିନକୁ ଦିନ ଜଳଜଳ ହୋଇ ଦିଶୁଛି ବିଜେଡି କନ୍ଦଳ । ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲେ ଅମେରଶଙ୍କ ସମର୍ଥକ । କାର୍ଯ୍ୟକାରିଣୀରୁ ଅମରେଶଙ୍କ ବାଦ୍ ପଡ଼ିବା ପରେ ହଙ୍ଗାମା ଦେଖାଯାଇଛି ।
ବିଜେଡିର ଟାଣୁଆ…
ସକାଳୁ ଏତେ, ଦ୍ୱିପ୍ରହରକୁ କେତେ, ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲା ତାତି
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ତେବେ ଆଜି ସକାଳୁ ସକାଳୁ ଲୋକଙ୍କୁ କଲବଲ କଲାଣି ତାତି। ସକାଳ ସାଢେ ୮ଟାରେ ୩୪ ଡିଗ୍ରୀ ଟପିଲା ଖରା। ଝାରସୁଗୁଡ଼ା, ସମ୍ବଲପୁର ତାପମାତ୍ରା ୩୪ ଡିଗ୍ରୀ ଟପିଛି।…
ଓଡ଼ିଶାରେ ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରୋକ୍
କଟକ: ଓଡ଼ିଶାରେ ମିଶନ ଶକ୍ତି ପୁନର୍ଗଠନ ସଂପର୍କିତ ଦୁଇଟି ନିର୍ଦ୍ଦେଶାବଳୀ ଉପରେ ଓଡ଼ିଶା ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଗତ ଜାନୁଆରୀ ୨୨ ତାରିଖରେ ମିଶନ ଶକ୍ତି ବିଭାଗର…
ଖଣି ନିଲାମ ଠିକ୍ ହେଲେ ୫ଗୁଣ ଲାଭ ମିଳନ୍ତା: ଓଡିଶା ରାଜ୍ୟପାଳ
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି କହିଛନ୍ତି ଯେ ଯଦି ଖଣି ନିଲାମ ପ୍ରକ୍ରିୟା ସଠିକ୍ ଭାବେ ପରିଚାଳିତ ହୁଏ, ତେବେ ରାଜ୍ୟ ପାଇଁ ୫ ଗୁଣ ଅଧିକ ଲାଭ ମିଳିପାରିବ। ଏକ ସାମ୍ପ୍ରତିକ…