Browsing Category

ରାଜ୍ୟ

ନୂଆ ଓ୍ୱକଫ ଆଇନକୁ କଟକରେ ବିରୋଧ, ଏକାଠି ହେଲେ ଶତାଧିକ ମୁସଲିମ ସମ୍ପ୍ରଦାୟ

କଟକ: ପ୍ରଥମେ ପଶ୍ଚିମବଙ୍ଗ ଆଉ ଏବେ କଟକ। ସବୁଠି ଓ୍ୱକଫ ଆଇନକୁ ବିରୋଧ। ପଶ୍ଚିମବଙ୍ଗରେ ଓ୍ୱକଫ ଆଇନ ପ୍ରସଙ୍ଗରେ ଦଙ୍ଗା ଦେଖା ଦେଇଥିବା ବେଳେ, କଟକରେ ମଧ୍ୟ ଓ୍ୱକଫ ଆଇନକୁ ବିରୋଧ କରାଯାଉଛି। ଏହି ଓ୍ୱକଫ ଆଇନକୁ…

Breaking: ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ନେଇ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ। ଝଡ଼ ତୋଫାନ ସହ ବହିବ ତୀବ୍ର ବେଗରେ ପବନ। ଆଲର୍ଟ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟରେ ରହିବ…

ତ୍ୱରାନ୍ୱିତ ହେବ ୧୭ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ: ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ବିଳମ୍ବ ସମାଧାନ, ଅନୁମୋଦନକୁ ସୁଗମ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ବୃଦ୍ଧି କରିବା ଲକ୍ଷ୍ୟରେ ୧୭ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶିଳ୍ପ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର…

ମାନବିକତାର ଶେଷ ସୀମା, ଯୁବକଙ୍କ ତଣ୍ଟି କାଟି ଦରମରା ଅବସ୍ଥାରେ ଅଖାରେ ପୂରେଇ ଫିଙ୍ଗିଦେଲେ

ବଲାଙ୍ଗୀର: ହୃଦୟ ହୀନ ମଣିଷ। ଅତି ନିର୍ଦୟ ଭାବରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ପ୍ରଥମେ ମାଡ଼ ମାରିଲେ, ଦେହରେ ବିଭିନ୍ନ ସ୍ଥାନରେ ଆଘାତ କଲେ, ଆଉ ଶେଷରେ ଯୁବକଙ୍କ ତଣ୍ଟି କାଟି ଦରମରା କରି ଅଖାରେ ପୂରେଇ ନିଛାଟିଆ…

ଏସଏସ ରାଜାମୌଲିଙ୍କ ପ୍ରଭାବ: ଦେଓମାଳିରେ ପର୍ଯ୍ୟଟକଙ୍କ ଗତିବିଧି, ପରିଷ୍କାର ପରିଚ୍ଛନ୍ନତା ପାଇଁ ବଡ ପଦକ୍ଷେପ ନେଲେ ଓଡ଼ିଶା ସରକାର

କୋରାପୁଟ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି, କିଛିଦିନ ତଳେ ତାଙ୍କ ମେଗା-ବଜେଟ୍ ଚଳଚ୍ଚିତ୍ର 'SSMB29'ର ସୁଟିଂ ପାଇଁ ଦେଓମାଳି ଆସିଥିଲେ। ଏହି ସମୟରେ ସେ ଦେଓମାଳୀ ସୌନ୍ଦର୍ଯ୍ୟର ପ୍ରଶଂସା କରିବା ସହିତ…

Breaking: ଜଳିଗଲା ସୋ’ ରୁମ, ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହୀନି

କୁଚିଣ୍ଡା : କପଡ଼ା ଦୋକାନରେ ଲାଗିଗଲା ନାଆଁ । ସହର ଭିତରେ ଥିବା କପଡ଼ା ଶୋ’ରୁମରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତିି ଅଗ୍ନିଶମ କର୍ମଚାରୀ । ଦୋକାନରେ ନିଆ ଲାଗିବା କାରଣ ଅସ୍ପଷ୍ଟ ।…

ଓଡ଼ିଆ ନୂଆ ବର୍ଷ ପୂର୍ବରୁ ଓଡ଼ିଆ କ୍ୟାଲେଣ୍ଡର ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଓଡିଆ କ୍ୟାଲେଣ୍ଡର ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ନେଇ ଶ୍ରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜସ୍ୱ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଉପସ୍ଥିତ ଅଛନ୍ତି…

ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଘାଇଲା, ଗିରଫ ଭୟରେ ପୋଲିସ ଉପରକୁ ଫୁଟାଇଲା ଗୁଳି

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀଙ୍କୁ ଏନକାଉଣ୍ଟର । କୁଚିଣ୍ଡା ରଙ୍ଗିଆଟିକ୍ରାରେ ପୋଲିସର ଏନକାଉଣ୍ଟର । ସୀତାରାମର ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା । ଚିକିତ୍ସା ପୋଲିସ ତାକୁ…

ଥାନା ନିକଟରୁ ମିଳିଲା ଯୁବକଙ୍କ ଗଳାକଟା ମୃତଦେହ, ପୋଲିସର ଛାନଭିନ୍ ଜାରି

ରାଉରକେଲା: ଗଳାକଟା ଅବସ୍ଥାରେ ଯୁବକଙ୍କ ମୃତଦେହ ମିଳିଛି । ରାଉରକେଲା ରଘୁନାଥପାଲି ଥାନା ଏସଟିଆଇ ଛକ ନିକଟରୁ ମୃତଦେହ ଠାବ କରାଯାଇଛି । ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଦୁର୍ବୃତ୍ତ ଗଳାକାଟି ଯୁବକଙ୍କ ହତ୍ୟା…

Breaking: ଭୁବନେଶ୍ୱରକୁ ପୂରିଲା ୭୭ ବର୍ଷ, ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱର ପାଳୁଛି ୭୭ତମ ପ୍ରତିଷ୍ଠା ଦିବସ । ଲୋକସେବା ଭବନ ଓ ବିଧାନ ସୌଧ ମାର୍ଗରେ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ…