Browsing Category

ରାଜ୍ୟ

ଭକ୍ତଙ୍କ ପାଇଁ ଖୁସି ଖବର: ମହାପ୍ରସାଦ ଉପରୁ ହଟିଲା କଟକଣା

ପୁରୀ, ୨୦ ।୧୦(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ଭକ୍ତମାନଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ପୁରୀ ଶ୍ରୀମନ୍ଦିରରେ ଭକ୍ତ ପାଇପାରିବେ ମହାପ୍ରସାଦ । ଆଜି ମହାପ୍ରସାଦ ଉପରେ ଥିବା ସମସ୍ତ କଟକଣାକୁ ହଟାଯାଇଛି ।…

ପୂଜା ପ୍ରସ୍ତୁତି: କଟକ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

କଟକ, ୨୦ ।୧୦(ଓଡିଶା ଭାସ୍କର): କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୯ଟି ପୂଜା ମଣ୍ଡପକୁ ମୂର୍ତ୍ତି ଉଚ୍ଚତାରେ ହାଇକୋର୍ଟ ସବୁଜ ସଙ୍କେତ ମଧ୍ୟ ଦେଇସାରିଛନ୍ତି । ଦୁର୍ଗାପୂଜା ପାଇଁ ସୁରକ୍ଷାରେ…

୨୩ରୁ ପ୍ରଚାର ଆରମ୍ଭ କରିବେ ଧର୍ମେନ୍ଦ୍ର

ବାଲେଶ୍ୱର, ୨୦ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଏନେଇ୨୨ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି…

ପୁରୀ ସ୍ୱର୍ଗଦ୍ୱାର ହେଲା ସାନିଟାଇଜ୍

ପୁରୀ, ୨୦ ।୧୦(ଓଡିଶା ଭାସ୍କର): କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । କିନ୍ତୁ କୋଭିଡରେ ମୃତ୍ୟୁ ହେଲେ ଶବଦାହ ପାଇଁ…

ରାଜ୍ୟରେ ୧୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…

ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୦୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୦୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ସହକାରୀ ନିର୍ବାହୀ ଯନ୍ତ୍ରୀ ଘରେ ଭିଜିଲାନ୍ସ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି । ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବୀନ୍ଦ୍ରନାଥ ।…

ଟଳିଳା ବଡ ବିପଦ: ୭ଟି ଅଫୁଟା ବୋମା ଜବତ କଲା BSF

ମାଲକାନଗିରି, ୨୦ ।୧୦(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ୭ଟି ଲ୍ୟାଣ୍ଡମାଇନ ଜବତ ହୋଇଛି । ଯୋଡାଆମ୍ବ-ଗୁରାସେତୁ ରାସ୍ତାରୁ ଲ୍ୟାଣ୍ଡମାଇନ ଜବତ କରିଛି ବିଏସଏଫ । ବମ୍ ସ୍କ୍ୱାର୍ଡ ଦ୍ୱାରା ବୋମା…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ମୋ ବିଦ୍ୟୁତ’ ଏବଂ ମୋବାଇଲ ଆପ୍ ଲୋକାର୍ପିତ

ଭୁବନେଶ୍ୱର,୧୯ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ ୮୯ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବିଦ୍ୟୁତ୍ ଉପଭୋକ୍ତା ସେବା ପୋର୍ଟାଲ୍…