Browsing Category
ରାଜ୍ୟ
ରାଜ୍ୟରେ ୧୫ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୪ ।୧୦ (ଓଡିଶା ଭାସ୍କର): ରାଜ୍ୟରେ ଆଜି ୨୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୭୨କୁ ବୃଦ୍ଧି ପାଇଛି ।…
ରାଜ୍ୟର ୩୦ ଜିଲ୍ଲାରୁ ୨୬୦୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୦୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…
ବସକୁ ସାଢେ ୫ ଲକ୍ଷର ଫାଇନ୍
ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ଗାଡି ଚାଳକ ସାବଧାନ୍ । କାରଣ ଏବେ ଗାଡି କାଗଜପତ୍ର ଚେକିଂ ଏବେ ଜୋରଦାର ହୋଇଛି । ଏହାରି ମଧ୍ୟରେ ଆଜି ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କାର ଫାଇନ ପଡିଛି ।…
ରାଜ୍ୟର ୧୭ଟି ଜିଲ୍ଲାକୁ ବର୍ଷା ସତର୍କ!
ଭୁବନେଶ୍ୱର,୧୪ ।୧୦(ଓଡିଶା ଭାସ୍କର): ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୧୭…
ଖୁସି ଖବର: ରାଜ୍ୟରେ ଆଜି ୨୭୯୬ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୧୩ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୭୯୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ବର୍ଷାରେ ଧୋଇଗଲା ରାସ୍ତା, ଯୋଗାଯୋଗ ବାଧାପ୍ରାପ୍ତ
ଗଞ୍ଜାମ,୧୩ ।୧୦(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଧୋଇଯାଇଛି ରାସ୍ତା । ପାହାଡ଼ରୁ ପାଣି ଆସି ଧୋଇଯାଇଛି ବୁରାତାଲ ଓ ପୁରିଆ ସାହି ରାସ୍ତା । ଫଳରେ ପାତ୍ରପୁର ବ୍ଲକର ଗଙ୍ଗାପୁର ଓ…
ଭୁବନେଶ୍ୱରେ ପୁଣି ବାହାରିଲେ ୨୮୧ ପଜିଟିଭ୍
ଭୁବନେଶ୍ୱର,୧୩ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୨୮୧ କରୋନା ଆକ୍ରାନ୍ତ ଚିହ୍ନଟ…
୧୦ ଜିଲ୍ଲା ସାବଧାନ୍!
ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ସ୍ଥଳଭାଗରେ ପ୍ରବେଶ କରିଛି । ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡାଠାରେ ଏହା ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ…
ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ନିଆଯିବ ବୁଦ୍ଧିଜୀବୀଙ୍କ ମତ
ପୁରୀ,୧୩ ।୧୦(ଓଡିଶା ଭାସ୍କର): ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ପୁରୀ ସହରର ବିଭିନ୍ନ ଅନୁଷ୍ଠାନ, ହୋଟେଲ ସଂଘର ମତ ସଂଗ୍ରହ କରାଯିବ । ଏହା ସହ ମୋଟର କର୍ମଚାରୀ ସଂଘ, ବୁଦ୍ଧିଜୀବୀଙ୍କ ଠାରୁ…
୬ ଜିଲ୍ଲାରେ ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍
ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ସୁନାମୀର ମୁକାବିଲା କରିବା ପାଇଁ ରାଜ୍ୟର ୬ ଜିଲ୍ଲାରେ ମକଡ୍ରିଲ ହୋଇଛି । ଭାରତର ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ମକଡ୍ରିଲ ହୋଇଛି । ସେହି ୬ଟି ଜିଲ୍ଲା ହେଉଛି- ବାଲେଶ୍ୱର,…