Browsing Category

ରାଜ୍ୟ

‘ଅଗ୍ନି-୩’ର ପରୀକ୍ଷଣ

ଭଦ୍ରକ,୩୦ ।୧୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାର ଅବଦୁଲ କଲାମ ଦ୍ୱୀପରୁ ‘ଅଗ୍ନି-୩’ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇଛି । ସନ୍ଧ୍ୟା ୭ଟା ୧୮ରେ ୪ ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଛି । ପ୍ରଥମ ଥର…

୩ ଶିଶୁ ଜୀବନ୍ତ ଦଗ୍ଧ

କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଧାନ ଖଳାରେ ଖେଳୁଥିବା ବେଳେ ନିଆଁ ଲାଗି ୩ଜଣ ଶିଶୁ ଜୀବନ୍ତ ଦଗ୍ଧ…

ନିଲମ୍ବିତ ହେଲେ ଚାନ୍ଦବାଲି EO

ଭଦ୍ରକ,୩୦ ।୧୧(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଇଓ ହେଉଛନ୍ତି ସତ୍ୟବ୍ରତ ମନ୍ତ୍ରୀ । ରେକର୍ଡ ଜାଲିଆତି…

୭୮୯.୧୬ କୋଟି ଟଙ୍କା ନିବେଶରେ ୧୧୧୮ ନିଯୁକ୍ତି

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ୫ଟି ଶିଳ୍ପ ପ୍ରକଳ୍ପର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ପ୍ରକଳ୍ପରେ ୨ ହଜାର ୭୮୯.୧୬ କୋଟି ଟଙ୍କା ନିବେଶ ହେବ । ଏସବୁ ପ୍ରକଳ୍ପରେ ୧ ହଜାର ୧୧୮…

ସ୍ମିତାରାଣୀଙ୍କ ମୃତ୍ୟୁ ମାମଲା, ରୂପେଶ ଭଦ୍ରଙ୍କ ଜାମିନ ଖାରଜ

ଯାଜପୁର,୩୦ା୧୧(ଓଡ଼ିଶା ଭାସ୍କର): ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି ଯାଜପୁର…

ASIଙ୍କୁ ୩ ବର୍ଷ ଜେଲଦଣ୍ଡ

ଢେଙ୍କାନାଳ,୩୦ ।୧୧(ଓଡିଶା ଭାସ୍କର): ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଫାଣ୍ଡି ASIଙ୍କୁ ମିଳିଛି ୩ ବର୍ଷ ଜେଲ ଦଣ୍ଡ । ASIଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ASI ଜଣକ ହେଉଛନ୍ତି…

ଧାନ ଖଳାରେ ନିଆଁରେ ପୋଡ଼ି ହୋଇ ୩ଶିଶୁ ଗୁରୁତର

କୋକସରା,୩୦ା୧୧(ଓଡ଼ିଶା ଭାସ୍କର): କୋକସରା ବ୍ଲକ ମହିମା ପଞ୍ଚାୟତ ବିଜରାମରେ ଏକ ହୃହୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଗ୍ରାମରେ ଧାନ ଖଳାରେ ଆଜି ୩ଜଣ ଶିଶୁ ଖେଳୁଥିଲେ । ସେମାନେ ଖେଳୁଥିବା ସମୟରେ ଧାନ ଖଳାରେ…

ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଗଣିବେ ଜୋରିମାନା

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ଟ୍ରାଫିକ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ । ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଜୋରିମାନା ଗଣିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ…

ଆନ୍ଧ୍ରା ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

କଟକ, ୩୦ା୧୧(ଓଡ଼ିଶା ଭାସ୍କର): କଟକ ମଙ୍ଗଳାବାଗ ଆନ୍ଧ୍ରା ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ…

୨୦୨୦ରେ ହେବ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ

ଭୁବନେଶ୍ୱର,୩୦ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦୨୦ରେ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ ଏହି କନକ୍ଲେଭ । ଏନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପେଟନ…