Browsing Category
ରାଜ୍ୟ
ଥାନା ବାରାକ୍ରେ କନଷ୍ଟେବଲଙ୍କ ସନ୍ଦେହଜନକ ମୃତ୍ୟୁ
ସୁବର୍ଣ୍ଣପୁର: (ଓଡ଼ିଶା ଭାସ୍କର) ବିନିକା ଥାନା ବାରାକ୍ରେ କନଷ୍ଟେବଲଙ୍କ ସନ୍ଦେହଜନକ ମୃତ୍ୟୁ। ପାପକ୍ଷୟ ମହୋତ୍ସବ ପାଇଁ ବିନିକାକୁ ଡ୍ୟୁଟିରେ ଆସିଥିଲେ। ମୃତ କନଷ୍ଟେବଲ୍ ସୁବର୍ଣ୍ଣପୁର ଥାନାର ଦିଲ୍ଲୀପ ମିଶ୍ର।…
VIMSAR ହସ୍ପିଟାଲରେ ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ର: ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା
ସମ୍ବଲପୁରର: ବୁର୍ଲାରେ ଥିବା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ରେ ଭୁଶୁଡି ପଡିଛି ସ୍ୱାସ୍ଥ୍ୟବସ୍ଥା। ବିଦ୍ୟୁତ୍ କାଟ ଯୋଗୁ କର୍କଟ ରୋଗୀମାନେ ପ୍ରାୟ ତିନି…
ଦେଶରେ କମିଲା ଓଡ଼ିଶାରେ ବଢ଼ିଲା: ମୁଦ୍ରାସ୍ଫିତି ୬% ଉପରେ
ନୂଆଦିଲ୍ଲୀ: ମୁଖ୍ୟତଃ ଖାଦ୍ୟ ମୂଲ୍ୟ କମିବାରୁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫିତି ୫ ମାସର ସର୍ବନିମ୍ନ ସ୍ତର ୪.୩୧ ପ୍ରତିଶତକୁ ହ୍ରାସ ପାଇଛି। ତେବେ ଜାତୀୟ ହାରଠାରୁ ଓଡ଼ିଶାରେ ମୁଦ୍ରାସ୍ଫିତି ଅଧିକ ରହିଛି । ଓଡ଼ିଶା…
ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ ଭରଣପୋଷଣ ଦାବି କରିପାରିବେ ନାହିଁ: ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର: ଭରଣପୋଷଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ତାଙ୍କ ନିର୍ଦ୍ଦେଶ ମୁତାବକ, ଉପଯୁକ୍ତ ଲାଭଦାୟକ ଚାକିରିରେ ଅଭିଜ୍ଞତା ଥିବା ଜଣେ ସୁଶିକ୍ଷିତ ପତ୍ନୀ କେବଳ ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ…
ଭିଜିଲାନ୍ସ ଜାଲରେ ଆଉ ଏକ ସରକାରୀ ଅଧିକାରୀ, ଘରେ ଚଢ଼ାଉ କରୁଛି ଟିମ୍
କୋରାପୁଟ: ରାଜ୍ୟରେ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ଆଉ ଏକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଥିବା…
ଇଏ ତ ହେଇନି କିଛି…. ମାଘରେ ସିଝାଇଲାଣି, ବୈଶାଖରେ କ’ଣ ହେବ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଗଲାଣି ‘ମାଘ ମାସରେ ବାଘ ପରିକା ଶୀତ’ ଲୋକ କଥା। ଆଉ ସେ ଶୀତ ନାହିଁ, କି ଥଣ୍ଡା ପବନ ବି ନାହିଁ। ମାଘ ମାସରେ ବୈଶାଖ ଭଳି ତାତି, ଉତ୍ତପ୍ତ ସାରା ଓଡ଼ିଶା।
ଏବେଠୁ ଏମିତି ଆଗକୁ…
ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି ଉତ୍ତମ, ଏପଟେ ମନ୍ଦିରରେ ଜଳୁଛି ୧୦୮ ଦୀପ
ଭୁବନେଶ୍ୱର: ଉତ୍ତମଙ୍କ ପାଇଁ ମନ୍ଦିରରେ ଜଳିଲା ୧୦୮ ଦୀପ। ଓଲିଉଡ଼ର ଆଗ ଧାଡିର ଅଭିନେତା ଉତ୍ତମ ମହାନ୍ତି। ସେ ଏବେ ଗମ୍ଭୀର ରୋଗରେ ପୀଡ଼ିତ। ଯେଉଁଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଦିଲ୍ଲୀର ମେଦାନ୍ତ…
ମାଘ ମାସରେ ବାଘ ଖରା..ପ୍ରଥମ ଥର ତାପମାତ୍ରା ଛୁଇଁଲା ୩୭ ଡିଗ୍ରୀ, ଭୁବନେଶ୍ବରରେ ୩୪.୮ ଡିଗ୍ରୀ
ଭୁବନେଶ୍ବର: ମାଘ ମାସରୁ ତାତଲା କଡେଇରେ ଭାଜି ହେଉଛି ଓଡିଶା । ଏବେ ଠାରୁ ରାଜ୍ୟରେ ବଢ଼ୁଛି ତାତି । ଆଜି ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।
ଝାରସୁଗୁଡାରେ ଉପରମୁହାଁ ପାରା- ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…
Breaking: କାଲିଠୁ ସପ୍ତଦଶ ବିଧାନସଭାର ଦ୍ୱିତୀୟ ଅଧିବେଶନ, ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର: ବିଧାନସଭାକୁ ଘେରି ରହିବେ ପୋଲିସ ଫୋର୍ସ। କଡ଼ା ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଏନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ନିଜେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ।
ଯେହେତୁ କାଲିଠୁ…
ଖଲ୍ଲିକୋଟ ବିଜ୍ଞାନ କଲେଜରେ ଛୁରାମାଡ଼, 3 ଗୁରୁତର
ଭୁବନେଶ୍ବର: ଖଲ୍ଲିକୋଟରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ କଲେଜରେ ଛୁରାମାଡ଼ ହୋଇଛି । ଜଣେ ଯୁକ୍ତ 3ର ଛାତ୍ର ତିନିଜଣ ଅଣଛାତ୍ରଙ୍କୁ ଛାରାମାଡ କରିଛନ୍ତି ।…