Browsing Category

ରାଜ୍ୟ

ପ୍ରସିଦ୍ଧ ଶୈବପୀଠ କପିଳାସରେ ଉପାସରେ ରହିଲେ ଠାକୁର; ଶ୍ରୀଚନ୍ଦ୍ରଶେଖର ଜିଉଙ୍କ ନୀତିକାନ୍ତିରେ ବିଳମ୍ବ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ଦିନ କେଇଟା ପରେ ପଡ଼ିବ ଶ୍ରାବଣ ସୋମବାର । ଚଳଚଞ୍ଚଳ ହେବ ରାଜ୍ୟର ସମସ୍ତ ଶୈବପୀଠ । ହେଲେ ଏହା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଦେଖାଦେଇଛି ବିଭ୍ରାଟ । ଉପାସରେ ରହିଲେ ଠାକୁର ।…

(Video) ବାହାଘରର ମାତ୍ର ୨ ମାସ ପରେ ଲିଭିଗଲା ସିନ୍ଦୁର: ସହିଦ ସ୍ୱାମୀର ଛାତିରେ ମୁଣ୍ଡ ପିଟି କାନ୍ଦୁଛି ସ୍ତ୍ରୀ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ଜନ୍ମ ନେଇଛି ମାନେ ମରିବା ସୁନିଶ୍ଚିତ । କିନ୍ତୁ ଜଣେ ଅକାଳରେ ମୃତ୍ୟୁବରଣ କରିବା ପରେ ତା’ର ଆତ୍ମୀୟସ୍ୱଜନମାନେ ଦୁଃଖର ସାଗରେ ଯେପରି ଛଟପଟ ହୋଇଥାନ୍ତି ତାହାକୁ ଶବ୍ଦରେ ବର୍ଣ୍ଣନା…

ଆସନ୍ତା ୧୪ ତାରିଖରେ ଖୋଲିବ ରତ୍ନଭଣ୍ଡାର! ତଦାରଖ କମିଟି ଦେଲା ପ୍ରସ୍ତାବ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଓଡ଼ିଶା ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ବୈଠକ ଜାରି ରହିଛି । ତେବେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ…

ଓଡ଼ିଆ ପୁଅଙ୍କୁ ବଡ଼ ପୁରସ୍କାର: ଶିବସୁନ୍ଦର ଦାସଙ୍କୁ ୧ କୋଟି ଟଙ୍କା ଦେବ BCCI

ନୂଆଦିଲ୍ଲୀ: ନିକଟରେ ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଇତିହାସ ରଚିଥିଲା । ଦୀର୍ଘ ୧୭ ବର୍ଷର ପ୍ରତୀକ୍ଷା ପରେ ଭାରତ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଥିଲା…

ଖୋଲିବ ରତ୍ନଭଣ୍ଡାର! ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ହୋଇପାରେ ବଡ ନିଷ୍ପତ୍ତି

ଓଡିଶା ଭାସ୍କର: ରତ୍ନଭଣ୍ଡାର ଖୋଲିବାକୁ ନେଇ ଆଜି ହୋଇପାରେ ବଡ ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ରତ୍ନଭଣ୍ଡାର ତଦାରଖ କମିଟିର ଏହା ହେଉଛି ୨ ୟ ବୈଠକ । ରତ୍ନଭଣ୍ଡାର…

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ: ଗର୍ଭଗୃହରେ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା

ପୁରୀ : ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ…

ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨ ଯୁବକ ମୃତ, ସୋରରେ ଘଟିଛି ଅଭାବନୀୟ ଘଟଣା

ଓଡିଶା ଭାସ୍କର: ବାଲେଶ୍ୱର ସୋରରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାନଗା ଦଣ୍ଡହରିପୁର ରେଳଫାଟକରେ ୨ ଜଣ ଯୁବକଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ରେଳଧାରଣାରେ ସେମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି…

ଫୋନକୁ ଦିଅନ୍ତୁ ଲମ୍ବା ଜୀବନ, ଚାର୍ଜ ସମୟରେ ଆପଣାନ୍ତୁ ୮୦-୨୦ ଫର୍ମୁଲା…..

ଓଡିଶା ଭାସ୍କର: ଅଧୁନା କୌଣସି ବି ମଣିଷ ବିନା ସ୍ମାର୍ଟଫୋନରେ ଅଧା ଘଣ୍ଟା ବି ବଞ୍ଚିବା ମୁସ୍କିଲ । ମଣିଷର ବଡ ବଡ କାମସବୁ ସ୍ମାର୍ଟଫୋନ ସାହାଯ୍ୟରେ ଅତି ସହଜରେ ହୋଇଯାଏ । ଏହା କହିବା ଆବଶ୍ୟକ ଯେ, ଫୋନକୁ ଦେଖି ହିଁ…

ମାଉସୀ ଘରେ ପହଞ୍ଚିଲେ ତିନିଠାକୁର, କାଲି ଗୋଟି ପହଣ୍ଡି

ପୁରୀ: ଅବଶେଷରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ପୂର୍ବରୁ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’…