CHARIDHAM
Browsing Category

ରାଜ୍ୟ

Poll Counting-2024; ‘ବରୀ’ ଲଢେଇରେ ଆଗରେ ବିଶ୍ୱ: ଶୁଭିବ କି ଶଙ୍ଖଧ୍ୱନୀ? ଖୁସିରେ ସେଲିବ୍ରେସନ୍ ଆରମ୍ଭ କଲେଣି ସମର୍ଥକ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନରେ ଯାଜପୁରର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ବରୀ । ଏହି ବିଧାନସଭା ଆସନ ପାଇଁ ବରୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ବିଜେଡି-ବିଜେପି-କଂଗ୍ରେସ ପ୍ରତ୍ୟେକ ଦଳ ତରଫରୁ…

NDAକୁ କଡ଼ା ଟକ୍କର ଦେଉଛି INDIA ଗଠବନ୍ଧନ, ଜାଣନ୍ତୁ କେଉଁ ରାଜ୍ୟରେ କିଏ ଆଗରେ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଟ୍ରେଣ୍ଡ ଆରମ୍ଭ ହେବାକୁ ଯାଉଛି । ଭୋଟ୍ ଗଣିବା ସମୟରେ ଚିତ୍ର ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି । ଅବଶ୍ୟ, ଟ୍ରେଣ୍ଡଗୁଡିକ ଏନଡିଏ ସରକାର ଗଠନ କରୁଥିବା ଦର୍ଶାଏ,…

Poll Counting-2024; ବିଜେଡି, ବିଜେପି ନା କଂଗ୍ରେସ… ଦିନ ୧୧ଟା ସୁଦ୍ଧା କିଏ ଆଗରେ? ଆଗକୁ ବାଜି ମାରିବ କିଏ?

ଓଡ଼ିଶା ଭାସ୍କର: ଆଜି ଓଡ଼ିଶା ରାଜନୀତିର ଚାଲିଛି ଭାଗ୍ୟ ପରୀକ୍ଷା । ଭୋଟ ଗଣତି ଜାରି ରହିଥିବା ବେଳେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କନା ଟକ୍କର ଦେଖିବାକୁ ମିଳିଛି । ତେବେ ଦିନ ୧୧ଟା ସୁଦ୍ଧା ରାଜନୀତିର…

Poll Counting-2024; ପଛରେ ପଡ଼ିଗଲେ ଖୋଦ୍ ମୁଖ୍ୟମନ୍ତ୍ରୀ: କଣ୍ଟାବାଞ୍ଜି ଆସନରେ ବଦଳିଗଲା ଟ୍ରେଣ୍ଡ

ଓଡ଼ିଶା ଭାସ୍କର: ଓଡ଼ିଶା ନିର୍ବାଚନର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର । ଭୋଟ ଗଣତି ସମୟରେ ପ୍ରତିଟି ଆସନରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ । କଣ୍ଟାବାଞ୍ଜି ବିଧାନସଭା ଆସନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ…

ଓଡ଼ିଶାରେ ପ୍ରଥମ ରାଉଣ୍ଡ ସୁଦ୍ଧା କିଏ ରହିଛି ଆଗରେ ? ଜାଣନ୍ତୁ

ଭୁବନେଶ୍ୱର : ଭୋଟ୍ ଗଣନା ଆରମ୍ଭ ହୋଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ରାଉଣ୍ଡରେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀ…

Poll Counting-2024; ଏପଟେ ବୈଜୟନ୍ତ, ସେପଟେ ଅଂଶୁମାନ… କାହାର ହେବ କେନ୍ଦ୍ରାପଡ଼ା ସିଟ୍? ଚାଲିଛି କଡ଼ା ଟକ୍କର

ଓଡ଼ିଶା ଭାସ୍କର: ଓଡ଼ିଶାର ସବୁଠୁ ଚର୍ଚ୍ଚିତ ଲୋକସଭା ଆସନ ହେଉଛି କେନ୍ଦ୍ରାପଡ଼ା । ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ବିଜେଡିରୁ ଲଢିଛନ୍ତି ଅଂଶୁମାନ ମହାନ୍ତି । କିଏ…

Poll Counting-2024; ପ୍ରଥମରୁ ବିଜେଡିର ବାଜିମାତ୍… ବିଧାନସଭା ଆସନରେ ଆରମ୍ଭ ହେଲା ଶଙ୍ଖନାଦ

ଓଡ଼ିଶା ଭାସ୍କର: ଓଡ଼ିଶା ବିଧାନସଭା ଆସନ ଲଢେଇରେ ଶୁଭିଛି ଶୁଭ ଶଙ୍ଖନାଦ । ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ବିଜେଡିକୁ ମିଳିଛି ପ୍ରଥମ ଭୋଟ୍ । ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା…

ଓଡ଼ିଶାରେ କାହାର ହେବ ବିଜୟ ? ଆଜି ଆସିବ ଜନାଦେଶ, ସକାଳ ୮ରୁ କାଉଣ୍ଟିଂ

ନୂଆଦିଲ୍ଲୀ: ଆଜି ଆସିବ ଜନାଦେଶ । ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। ଓଡ଼ିଶାରେ କିଏ ସରକାର ଗଢ଼ିବ? ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହୋଇଥିଲା । ଏହାପରେ ମାରାଥନ…

ଆସନ୍ତା ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ପାଇଁ ପାଗ ଅନୁକୂଳ

ଭୁବନେଶ୍ୱର : ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ରାଜ୍ୟର କେତେକ…

୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ 

ଭୁବନେଶ୍ୱର : ରାଜ୍ୟପାଳ ରଘୁବର ଦାସ ଆଜି ୧୬ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି । ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜେଡି ସରକାରର ପଞ୍ଚମ ପାଳିର ଶେଷ…