Browsing Category

ରାଜ୍ୟ

ପୁରୀ ଶରଧାବାଲି ଦଳାଚକଟା, ମୃତ ଶ୍ରଦ୍ଧାଳୁଙ୍କ ପରିବାର ଲୋକଙ୍କୁ ମିଳିବ ୨୫ ଲକ୍ଷ ଟଙ୍କା

ପୁରୀ: ପୁରୀ ଶରଧାବାଲି ଅଘଟଣ ପରେ ସରକାର ନେଲେ ବଡ଼ କାର୍ଯ୍ୟାନୁଷ୍ଠାନ। ପୁରୀର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି କରି ନୂଆ ଏସପି ଓ ଜାଲ୍ଲାପାଳଙ୍କୁ ଦାୟିତ୍ୱ ଦେଲେ। ଏହାସହ ମୃତ ପରିବାର ଲୋକଙ୍କ ପାଇଁ ଅନୁକମ୍ପା ରାଶି…

ରଥଯାତ୍ରା: ଦଳାଚକଟାରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? NHRCରେ ମାମଲା

ପୁରୀ: ଶରଧାବାଲି ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା । ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ଠେଲାପେଲାରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନିକଟରେ ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ:  ପୁରୀ ଶରଧାବାଲିରେ ଅଘଟଣ। ଦଳାଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ। ଏହାକୁ ନେଇ ଟ୍ୱିଟ୍ କରି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ ଏହି ଅଘଟଣ ପାଇଁ ମୁଁ ଓ ସରକାର କ୍ଷମା ମାଗୁଛୁ। ଅବହେଲା…

ଜଲଦି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲ ଦର, ଅନେକ ସ୍ଥାନରେ କମିଲା ମୂଲ୍ୟ

ଭୁବନେଶ୍ବର: ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ? ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି । ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରତିଦିନ ତେଲର ନୂଆ ଦର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା, ମିଳିବ ଦରମା

ଭୁବନେଶ୍ବର: ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝା ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଶୁ ସେବିକାମାନେ ଶ୍ରେଣୀଗୃହରେ କୁନିପିଲାଙ୍କୁ ସହାୟତା କରିବେ । ଫଳରେ…

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ 2 ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଉତ୍ତର ଓଡ଼ିଶା,…

ରଥଯାତ୍ରାରେ କାହିଁକି ହେଲା ଦଳାଚକଟା ? ଏଥିପାଇଁ ଦାୟୀ କିଏ ? ଜାଣନ୍ତୁ କଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ…

ପୁରୀ: ରଥଯାତ୍ରାର ଏତେ ପ୍ରସ୍ତୁତି ପରେ ବି କାହିଁକି ଘଟିଲା ଏଭଳି ଅଘଟଣ ? କାହିଁକି ବଡ଼ଡାଣ୍ଡରେ ଚାଲିଗଲା 3 ଭକ୍ତଙ୍କ ଜୀବନ ? ପଶାସନର କଡ଼ା ସୁରକ୍ଷା ଭିତରେ କାହିଁକି ହେଲା ହଳାଚକଟା ? ଏଥିପାଇଁ ଦାୟୀ କିଏ ? ଏଭଳି…

ପୁରୀ ଶରଧାବାଲି ଦଳାଚକଟା, ଭକ୍ତଙ୍କ ମୃତ୍ୟୁ, “୧୦୦ ବର୍ଷ ଭିତରେ ଏଭଳି ଅଘଟଣ ଘଟିନଥିଲା”

ପୁରୀ: ପୁରୀ ଶରଧାବାଲିରେ ଠେଲାପେଲାରେ ଭକ୍ତଙ୍କ ମୃତ୍ୟୁ। ତେଜିଲା ରାଜନୈତିକ ଚର୍ଚ୍ଚା। ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କାରଣ ଆଜି ଭୋରୁ ଭୋରୁ ରଥରେ ତିନି ଠାକୁରଙ୍କ…

ପୁରୀ ଶରଧାବାଲିରେ ଠେଲାପେଲା, ମିଳିଲା ମୃତକଙ୍କ ପରିଚୟ

ପୁରୀ: ପୁରୀ ଶରଧା ବାଲିରେ ଅଘଟଣ। ରଥରେ ତିନି ଠାକୁରଙ୍କ ସକାଲ ପହଡ଼ ଖୋଲିବା ପରେ ଘଟିଗଲା ବଡ଼ ଅଘଟଣ। ଠାକୁରଙ୍କ ଦର୍ସନ ପାଇଁ ପ୍ରବଲ ଭିଡ଼ରେ ସୃଷ୍ଟି ହେଲା ଦଲାଚକଟା। ଯେଉଁଥିରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା…