fbpx
Browsing Category

ଅଲିମ୍ପିକ୍

ସିନ୍ଧୁ କରିବେ ‘ବ୍ରୋଞ୍ଜ’ ଲଢ଼େଇ ; ଦୋହରେଇ ପାରିଲେନି ରିଓ ସଫଳତା

ନୂଆଦିଲ୍ଲୀ : ଭାରତୀୟ ସଟଲ ଷ୍ଟାର ପିଭି ସିନ୍ଧୁ ଅଲିମ୍ପିକ୍ ସେମି ଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି । କ୍ରମାଗତ ଅଲିମ୍ପିକ ଫାଇନାଲ ଲକ୍ଷ୍ୟରେ ରହିଥିବା ସିନ୍ଧୁଙ୍କୁ ରୋକିଛନ୍ତି ଚାଇନିଜ୍ ତାଇପେ ଖେଳାଳି ।…

ମହିଳା ହକିରେ ଭାରତର ଦମଦାର୍ ବିଜୟ, ହ୍ୟାଟ୍ରିକ୍ ଗୋଲ ଦେଇ ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଅଲିମ୍ପିକ୍ସ ମହିଳା ହକିରେ ଦମଦାର ବିଜୟୀ ହୋଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଭାରତ । ପୁଲ-ଏରେ ଭାରତ ଦ୍ୱିତୀୟ ବିଜୟ ହୋଇଛି । ଭାରତ…

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ, ଶାନଦାର୍ ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ…

ଅଲିମ୍ପିକ୍ ରେ ଦୂତୀ ନଂ ୪୫; ମୋଟ ୫୪ ଦୌଡ଼ିଥିଲେ ୧୦୦ ରେସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଦୂତୀ ନଂ ୪୫; ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଦୌଡ଼ିଲେ ମୋଟ ୫୪ ଜଣ। ହେଲେ ଓଡ଼ିଆଙ୍କୁ ଆଉ ଦେଶକୁ ନିରାଶ କଲେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ। ଟୋକିଓ ଅଲିମ୍ପିକ୍ ଟ୍ରାକରେ ୧୦୦ ମିଟର ରାଉଣ୍ଡରେ…

ହକି: ଜାପାନକୁ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ…

ସେମିଫାଇନାଲ୍ ରେ ପିଭି ସିନ୍ଧୁ, ବ୍ୟାଡମିଣ୍ଟନ୍ ମହିଳା ସିଙ୍ଗଲ୍ ରେ କଲେ କମାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଜାପାନର ୟାମା ଗୁଚିଙ୍କୁ ହରାଇଲେ ପିଭି ସିନ୍ଧୁ । ସିଧାସଳଖ ୨ ସେଟ୍ରେ ପରାସ୍ତ କରି କ୍ୱାର୍ଟରରୁ ସେମିରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ତାରକା ସିନ୍ଧୁ । ଏହାରି ଫଳରେ ଆଉ ଏକ ପଦକ ପାଇଁ…

ମୀରାବାଈଙ୍କୁ ରେଲୱେ ଦେଲା ଏତେ କୋଟି ପୁରସ୍କାର, ଅଲିମ୍ପିକରୁ ଜିତିଥିଲେ ପଦକ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଲିମ୍ପିଆଡ୍ ମୀରାବାଈ ଚାନୁଙ୍କ ଖୋଲିଲା ଭାଗ୍ୟ । ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ମିଳିବାରେ ଲାଗିଛି । ଏହି କ୍ରମରେ ଭାରତୀୟ ରେଳ ବିଭାଗ ମଧ୍ୟ ରୌପ୍ୟ ପଦକ ବିଜୟିନୀ ମୀରାବାଈଙ୍କୁ…

ଟୋକିଓ ଅଲିମ୍ପିକ୍ସ ୨୦୨୦: ତୀରନ୍ଦାଜିରେ ଭାରତକୁ ଝଟକା, କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା କୁମାରୀ, ମଉଳିଲା ପଦକ ଆଶା

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତ ଭଲ ଆରମ୍ଭ କରିଥିଲା । ବକ୍ସର ଲଭଲିନା ଦେଶ ପାଇଁ ଏକ ପଦକ ସୁନିଶ୍ଚିତ କରିଥିଲେ । ଏପରିକି ଦୁନିଆର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ମଧ୍ୟ ପ୍ରିକ୍ୱାର୍ଟର…

ଭାରତୀୟ ମହିଳା ହକି ଟିମର ସୁନ୍ଦର ପ୍ରଦର୍ଶନ, ଆୟର୍ଲାଣ୍ଡକୁ ହରାଇଲେ

ଓଡ଼ିଶା ଭାସ୍କର ବ୍ୟୁରୋ: କର ବା ମର ଭଳି ସ୍ଥିତି ମଧ୍ୟରେ ଭାରତୀୟ ମହିଳା ହକି ଟିମ୍ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଦେଇଛି । ଭାରତ ପକ୍ଷରୁ ସେଇ ଗୋଟିଏ ଗୋଲ୍ ନବନୀତ କୌର କରିଥିଲେ । ମ୍ୟାଚ୍ ସରିବାକୁ ମାତ୍ର ୩…

ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ…