Browsing Category

ସ୍ପେସାଲ

ମୌସୁମୀରେ ବାରମ୍ବାର ପେଟ ଖରାପ ହେଉଛି କି ? ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ମୌସୁମୀରେ ଆର୍ଦ୍ର ପାଗ ଓ ଦୂଷିତ ଜଳ ଯୋଗୁଁ ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଡାଇରିଆ, ବାନ୍ତି ଏବଂ ପେଟ ଖରାପ ହେବା ଏକ ସାଧାରଣ ସମସ୍ୟା ହୋଇଥାଏ। ଏହି ସମୟରେ ଶରୀରରେ ଜଳ ଅଭାବ ହେବାର ଆଶଙ୍କା ମଧ୍ୟ…

ବିଶ୍ୱରେ ମିଳିଲା ନୂଆ ବ୍ଲଡ଼ ଗ୍ରୁପ ‘G ନେଗେଟିଭ୍’: ବହୁତ ଖାସ, କେବଳ ଜଣେ ମହିଳାଙ୍କ ଶରୀରରେ ମିଳିଲା ଏହି ରକ୍ତ

ପ୍ୟାରିସ: ବୈଜ୍ଞାନିକମାନେ ବିଶ୍ୱରେ ଏକ ନୂଆ ଓ ଅତ୍ୟନ୍ତ ବିରଳ ରକ୍ତ ଗୋଷ୍ଠୀର ଆବିଷ୍କାର କରିଛନ୍ତି, ଯାହାକୁ ‘ଜି ନେଗେଟିଭ୍’ ବା ‘ଗ୍ୱାଡା ନେଗେଟିଭ୍’ ନାମ ଦିଆଯାଇଛି। ଏହି ରକ୍ତ ଗୋଷ୍ଠୀ ବିଶ୍ୱରେ କେବଳ ଜଣେ…

କିଡନୀ ଖରାପ ହେଲେ ଶରୀର ଦେଖାଦିଏ ଏହିସବୁ ସଙ୍କେତ, କରନ୍ତୁ ନାହିଁ ଅଣଦେଖା

କିଡନୀ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ରକ୍ତ ପରିଶୋଧନ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। କିଡନୀ ଖରାପ ହେବାରେ ଲାଗିଲେ ଶରୀର କିଛି ସଙ୍କେତ ଦେଇଥାଏ, ଯାହାକୁ ଅଣଦେଖା କଲେ ଗୁରୁତର…

ଜୀବନ ପାଇଁ ବିପଦ ହୋଇପାରେ ହେୟାର କଲର, ପ୍ରତିଦିନ ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ!

ଆଜିକାଲି ହେୟାର କଲର ବ୍ୟବହାର ନିଜ ରୂପକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏକ ଜନପ୍ରିୟ ଉପାୟ ହୋଇଛି। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ପ୍ରତିଦିନ ହେୟାର କଲର ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି…

ଏବେ ଦୁଇଟି ଇଞ୍ଜେକ୍ସନରେ ଶେଷ ହୋଇଯିବ କି HIV ? 99.9% ସଫଳ ହେବାର ଦାବି

ନୂଆଦିଲ୍ଲୀ: ଏଚଆଇଭି (HIV) ରୋଗ ନିୟନ୍ତ୍ରଣରେ ଏକ ଐତିହାସିକ ସଫଳତା ହାସଲ ହୋଇଛି। ଯୁକ୍ତରାଷ୍ଟ୍ରର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (FDA) ଗିଲିଆଡ ସାଇନ୍ସେସ (Gilead Sciences) ଦ୍ୱାରା ବିକଶିତ ଲେନାକାପାଭିର…

ତେଲ-ମଦ ନୁହେଁ, ଏହା ହେଉଛି କର୍କଟ ରୋଗର ମୂଳ କାରଣ: 99% ଲୋକ ଅଜାଣତରେ କରୁଛନ୍ତି ବଡ଼ ଭୁଲ

କର୍କଟ ରୋଗ ଏକ ଗମ୍ଭୀର ଏବଂ ଜୀବନ ପାଇଁ ବିପଦଜନକ ରୋଗ, ଯାହା ଦ୍ରୁତ ଗତିରେ ବଢୁଛି। ଏହାର ଅନେକ ପ୍ରକାର ରହିଛି ଏବଂ ଏହା ପଛରେ ଅନେକ କାରଣ ରହିଛି। ଆମ ଜୀବନଶୈଳୀ ସହିତ ଜଡ଼ିତ ଅନେକ କାରଣ କର୍କଟର ବିପଦକୁ ବଢ଼ାଇପାରେ,…

World Music Day: ସଙ୍ଗୀତକୁ ମଧ୍ୟ ମେଡ଼ିସିନ ମାନନ୍ତୁ, ଅନେକ ସମସ୍ୟାରୁଦେଇପାରେ ମୁକ୍ତି

ପ୍ରତିବର୍ଷ ୨୧ ଜୁନ୍‌ରେ ପାଳନ କରାଯାଏ ବିଶ୍ୱ ସଙ୍ଗୀତ ଦିବସ। ଏହି ଦିବସ ସଙ୍ଗୀତର ମହତ୍ତ୍ୱକୁ ଉଜାଗର କରିବା ସହ ଏହାର ଔଷଧୀୟ ଗୁଣକୁ ମଧ୍ୟ ସମ୍ମାନ ଦେଇଥାଏ। ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏକ…

ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ: ସାରା ବିଶ୍ୱ ପାଳୁଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ପାଇଁ ଯୋଗ

ଓଡ଼ିଶା ଭାସ୍କର: ଆଜି 11ତମ ଅନ୍ତର୍ଜାତୀୟ ଯୋଗ ଦିବସ । ଏ ବର୍ଷର ଥିମ "ଏକ ପୃଥିବୀ ଓ ଏକ ସ୍ବାସ୍ଥ୍ୟ" ପାଇଁ ଯୋଗ । ବିଶ୍ବବ୍ୟାପୀ 21 ଜୁନ ପାଳନ ହୁଏ ଆନ୍ତର୍ଜାତିକ ଯୋଗ ଦିବସ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ…

ଲଗାତାର ୧ ମାସ ଧରି ମଳାସନରେ ବସି ପାଣି ପିଇଲେ Yoga ଏକ୍ସପର୍ଟ: ପ୍ରଭାବ ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଯୋଗ କେବଳ ଶରୀରକୁ ନମନୀୟ କରେ ନାହିଁ, ବରଂ ଆନ୍ତରିକ ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହି କାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦୈନନ୍ଦିନ ଜୀବନରେ ଯୋଗକୁ ଅନ୍ତର୍ଭୁକ୍ତ…

AI ସାହାଯ୍ୟରେ ମହିଳା ହେଲେ ଗର୍ଭବତୀ! ୨୦ ବର୍ଷର ବନ୍ଧ୍ୟାତ୍ୱ ସମସ୍ୟା ମୁକ୍ତି ଦେଲା STAR ଟୁଲ

ନୂଆଦିଲ୍ଲୀ: ପ୍ରାୟ ୨୦ ବର୍ଷ ଧରି ସନ୍ତାନ ପାଇବା ପାଇଁ ସଂଘର୍ଷ କରୁଥିବା ଜଣେ ମହିଳାଙ୍କ ପାଇଁ ଶେଷରେ ଖୁସିର ଖବର ମିଳିଛି। ୧୫ ଥର IVF (ଇନ ଭିଟ୍ରୋ ଫର୍ଟିଲାଇଜେସନ) ଚିକିତ୍ସା ବିଫଳ ହେବା ପରେ ଏକ ଆର୍ଟିଫିସିଆଲ…