Browsing Category
ସ୍ପେସାଲ
Tea loversଙ୍କ ପାଇଁ ବଡ ଖବର: ଗରମ ଗରମ ଚା’ ପିଉଥିଲେ ଖାଦ୍ୟନଳୀରେ କ୍ୟାନ୍ସର ହେବାର ଆଶଙ୍କା ବଢିଯାଏ
ଭାରତରେ ଚା’ପ୍ରେମୀଙ୍କ ସଂଖ୍ୟା ଅଧିକ। ତେଣୁ ଏହାର ସ୍ବାଦ ପ୍ରାୟ ସମସ୍ତଙ୍କୁ ଜଣା କହିଲେ ଭୁଲ ହେବ ନାହିଁ। ଅନେକେ ଏହାକୁ ଗରମରେ ପିଇବାକୁ ପସନ୍ଦ କରୁଥିବା ବେଳେ କେହି କେହି ଥଣ୍ଡା କରି ପିଇଥାନ୍ତି। ତେବେ କ’ଣ ଆପଣ…
ଡାଇବେଟିସ୍ ରୋଗୀଙ୍କୁ ମାନସିକ ରୋଗ ହେବାର ଆଶଙ୍କା ଅଧିକ
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍ ଡାଇବେଟିସ୍ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ। ପୂର୍ବରୁ ଜଣାପଡ଼ିଥିଲା ଡାଇବେଟିସ୍ ରୋଗୀଙ୍କୁ…
ହାର୍ଟଆଟାକ୍ ଭଳି ରୋଗକୁ ଦୂରେଇ ଦିଏ ମାଛ: ଗବେଷଣାରେ ପ୍ରକାଶ
ସପ୍ତାହକୁ ଦୁଇ ଥର ମାଛ ଖାଇବା ଦ୍ୱାରା ହୃତ୍ପିଣ୍ଡ ସୁସ୍ଥ ରହିବା ସହ ହାର୍ଟଆଟାକ୍ ଆଶଙ୍କା ହ୍ରାସ ପାଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫଟି ଏସିଡ୍ ଥାଏ। ଯାହା ହୃଦ୍ରୋଗ ଜନିତ ସମସ୍ୟାକୁ ଦୂର କରିବାରେ…
ଛେପରୁ ଚିହ୍ନଟ ହେବ ମହିଳାମାନଙ୍କର ଗର୍ଭଧାରଣ: ଉଦ୍ଭାବନ ହେଲା ନୂଆ କିଟ୍, ଜାଣନ୍ତୁ କିପରି କରିବେ ବ୍ୟବହାର
ନୂଆଦିଲ୍ଲୀ : ମହିଳାମାନଙ୍କର ଗର୍ଭଧାରଣକୁ ଚିହ୍ନିବାରେ ଏକ ବିରାଟ ଗବେଷଣା ସଫଳ ହୋଇଛି। ବର୍ତ୍ତମାନ ଏକ ନୂତନ ଗର୍ଭଧାରଣ କିଟ୍ ଉଦ୍ଭାବନ କରାଯାଇଛି ଯାହା ମାଧ୍ୟମରେ ଚିହ୍ନଟ କରିବା ଅତି ସହଜ ହୋଇଯାଇଛି। ଏକ ବୈପ୍ଳବିକ…
ବାୟୁ ପ୍ରଦୂଷଣ କାରଣରୁ ମହିଳାଙ୍କ ମଧ୍ୟରେ ବଢୁଛି ସ୍ତନ କର୍କଟର ଆଶଙ୍କା
ଜନଗହଳି ପୂର୍ଣ୍ଣ ରାସ୍ତା କଡ଼ରେ କାମ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ। ସଦ୍ୟ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକଙ୍କ ମତରେ, ଟ୍ରାଫିକ୍ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣରେ ମହିଳାଙ୍କ…
ଅଫିସ ସହକର୍ମୀଙ୍କ ସହ ମିଶିକି ଖାଇଲେ ବଢ଼ିଥାଏ କାମ କରିବାର ମୋଟିଭେସନ୍: ରିସର୍ଚ୍ଚ
ଅଫିସକୁ ଦ୍ୱିତୀୟ ଘର କହିଲେ କିଛି ଭୁଲ୍ ହେବ ନାହିଁ। କାରଣ କର୍ମଜୀବୀମାନଙ୍କର ଅଧିକାଂଶ ସମୟ ଘର ଅପେକ୍ଷା ଅଫିସରେ ବିତିଥାଏ। ପ୍ରତିଦିନ ୯ ଘଣ୍ଟାରୁ ଅଧିକ ସମୟ ଅଫିସରେ ବିତାଇଲେ ମଧ୍ୟ ଆମକୁ ବୋଝ ପରି ମନେ ହୋଇ ନ…
ବନ୍ଧ୍ୟାଦୋଷ ଦୂର କରିବାରେ ସାହାଯ୍ୟ କରିଥାଏ ସଜନା ଛୁଇଁ, ଜାଣନ୍ତୁ ଆଉ କ’ଣ ମିଳିଥାଏ ଲାଭ ?
ସଜନା ଗଛ ଏକ ଉପକାରୀ ଗଛ। ଏହାର ପତ୍ରଠୁ ଆରମ୍ଭ କରି ଛୁଇଁ ପର୍ଯ୍ୟନ୍ତ ସବୁକିଛି ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ସଜନା ଶାଗରେ ଯେପେରି ଅନେକ ଔଷଧୀୟ ଗୁଣ ରହିଛି, ସଜନା ଛୁଇଁ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ସଜନା…
କାହିଁକି ଦେଖାଦିଏ ହାକୁଟି ସମସ୍ୟା ? ଏଥିପାଇଁ ବଢିଯାଏ କ୍ୟାନ୍ସର ହେବାର ଆଶଙ୍କା
ସାଧାରଣତଃ ଖାଇବା ପରେ ପ୍ରାୟ ଲୋକଙ୍କୁ ହାକୁଟି ଦେଇଥାଏ। ଆଉ ଏହା ଏକ ସାଧାରଣ ସମସ୍ୟା ହୋଇଥାଏ। ଅନେକ ସମୟରେ ଚିନ୍ତା କରିବା ଫଳରେ ହାକୁଟି ଦେଇଥାଏ।ମାତ୍ର ଦିନ ସାରା ଯଦି ଏହି ପ୍ରକ୍ରିୟା ଲାଗି ରହେ ତେବେ ଏହା ଅନେକ…
ମେୟୋନିଜ ଖାଉଥିବା ବ୍ୟକ୍ତି ଭୋଗିବେ ଏହି ସମସ୍ୟା, ଆଜିଠୁ ସତର୍କ
ମେୟୋନିଜ ଏହା ଏକ ଏଭଳି ଫୁଡ୍ ଆଇଟମ୍, ଯାହା ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇ ଦିଏ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କର ଏହା ଫେଭରେଟ୍ । ମୋମୋ ଠାରୁ ଆରମ୍ଭ କରି ପାସ୍ତା, ବର୍ଗର ଓ ପିଜା ସବୁଥିରେ ଏହି…
୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ, ହୋଇପାରେ ଏଡିମା ଭଳି ଗମ୍ଭୀର ରୋଗର ଲକ୍ଷଣ !
ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ । ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା । ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ…