Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଆଜି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ‘କର ବା ମର’, ଲକ୍ଷ୍ନୌ ସହ ମୁକାବିଲା, ଦୁଇ ଦଳର ସମ୍ଭାବିତ ପ୍ଲେଇଙ୍ଗ XI

ମୁମ୍ବାଇ : ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ଏ ପର୍ଯ୍ୟନ୍ତ ନୈରାଶ ଜନକ ପ୍ରଦର୍ଶନ କରିଛି। ଦଳ ପାଞ୍ଚଟି ଖେଳି ସବୁ ମ୍ୟାଚରେ ପରାଜିତ ହୋଇଛି। ଫଳରେ ଟୁର୍ଣ୍ଣାମେଣ୍ଟରେ ତିଷ୍ଠି ରହିବା ଦଳ…

ନୀତିଶ ରାଣା ମାରିଲେ ଏମିତି ଛକା: SRH ଡଗଆଉଟରେ ଭାଙ୍ଗିଲେ ଫ୍ରିଜ କାଚ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିଲା ଆଇପିଏଲର ୨୫ ତମ ମୁକାବିଲା । ଏହି ମ୍ୟାଚକୁ ଜିତି ନେବା ସହିତ ହ୍ୟାଟ୍ରିକ ବିଜୟ ହାସଲ କରି ପଏଣ୍ଟ ଟେବଲର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛି ହାଇଦ୍ରାବାଦ । ତେବେ…

ତ୍ରିପାଠୀ ଓ ମାର୍କରାମଙ୍କ ଧୂଆଁଧାର ଅର୍ଦ୍ଧଶତକ: ୭ ୱିକେଟରେ ଜିତିଲା ସନରାଇଜର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିବା ଆଇପିଏଲର ୨୫ ତମ ମୁକାବିଲାକୁ ଜିତି ନେଇଛି ସନରାଇଜର୍ସ । ହ୍ୟାଟ୍ରିକ ବିଜୟ ସହିତ ପଏଣ୍ଟ ଟେବଲର ସପ୍ତମ ସ୍ଥାନକୁ ଉନ୍ନୀତ…

ନିଜର ପୁରୁଣା ଫର୍ମକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଖେଳାଳିଙ୍କ ଦଳରୁ ହୋଇପାରେ ଛୁଟି !

ନୂଆଦିଲ୍ଲୀ: ୨୦୧୯ରେ ଭାରତର ଷ୍ଟାର ଅଲରାଉଣ୍ଡର ମଇଦାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ ପିଠି ଯନ୍ତ୍ରଣାରୁ ସେ ସୁସ୍ଥ ହୋଇପାରିନଥିଲେ। ବିଶ୍ଵ କପ୍ ୨୦୧୯ରେ ହାର୍ଦ୍ଦିକ ଏହି ସମସ୍ୟା ସହିତ ଖେଳୁଥିବା ଦେଖିବାକୁ…

ପୁଣି ଫେରୁଛନ୍ତି ପାଣ୍ଡ୍ୟା: ନୂଆ ଅନ୍ଦାଜରେ ଟିମ ଇଣ୍ଡିଆକୁ କରିପାରନ୍ତି କମବ୍ୟାକ, ମିଳିପାରେ ବଡ ଦାୟିତ୍ୱ

ମୁମ୍ବାଇ: ଟି-୨୦ ବିଶ୍ୱକପ ୨୦୨୧ ପରେ ଆନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏହାପରେ ମଧ୍ୟ IPL ୨୦୨୨ରେ ନୂଆ ଦାୟିତ୍ୱ ସହ କ୍ରିକେଟ…

ପୁରୁଣା ଫର୍ମକୁ ଫେରିଲେ ପାଣ୍ଡ୍ୟା: ଦମଦାର ପାଳି ସହିତ ଦଳକୁ ଦେଲେ ମଜବୁତ ସ୍କୋର

ମୁମ୍ବାଇ: ମୁମ୍ବାଇର D Y ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚାଲିଛି ହାଇ ଭୋଲଟେଜ ମୁକାବିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଛି ଗୁଜୁରାଟ ଟାଇଟନ୍ସ…

ରୋହିତଙ୍କ ଉପରେ ଛାଇଲା ବାସନ୍ଦର କଳା ବାଦଲ, ଆଉ ଗୋଟିଏ ଭୁଲ୍ ହେଲେ ଦଳରୁ ଛୁଟି !

ନୂଆଦିଲ୍ଲୀ: ଚଳିତ ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏ ପର୍ଯ୍ୟନ୍ତ ଦୁଃସ୍ଵପ୍ନ ପାଲଟିଛି। ଦଳ ପାଞ୍ଚଟି ମ୍ୟାଚ୍ ଖେଳି ସବୁଥିରେ ପରାଜିତ ହୋଇଛି। ଦଳ ଏବେ ମଧ୍ୟ ପ୍ରଥମ ବିଜୟ ସନ୍ଧାନରେ ରହିଛି। ବୁଧବାର ଖେଳାଯାଇଥିବା…

ମୁମ୍ବାଇକୁ ମିଳିଲାନି ପ୍ରଥମ ବିଜୟ: ଓଡିଅନଙ୍କ ଚକ୍ରାନ୍ତରେ ଓଲଟିଗଲା ଗଲା ମୁମ୍ବାଇ ପଲଟନ

ମୁମ୍ବାଇ: ପଞ୍ଜାବ କିଙ୍ଗସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ଏହା ସହିତ ଚଳିତ ସିଜନରେ ଦଳର ପ୍ରଥମ ବିଜୟ ସ୍ୱପ୍ନ ପୁଣିଥରେ ଭାଙ୍ଗିଯାଇଛି । ଡିୱାଲ୍ଡ ବ୍ରେଭିସ ଏବଂ…

ମୁମ୍ବାଇରେ ମାତିଲେ ଗବର ସିଂହ: ଶିଖରଙ୍କ ଧମାକାଦାର ପାଳିରେ ପଞ୍ଜାବ ଦେଲା ବଡ ଲକ୍ଷ୍ୟ

ମୁମ୍ବାଇ: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରୋହିତ ଶର୍ମାଙ୍କର ଫେଲ ମାରିଛି । ପଞ୍ଜାବ କିଙ୍ଗସର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଏବଂ ଶିଖର ଧୱନଙ୍କ ବ୍ୟାଟିଂ ଆଗରେ ମୁମ୍ବାଇର କୌଣସି ବୋଲର ସଫଳତା ପାଇ ପାରି…

ଯୁବରାଜଙ୍କ ସହ କରାଯାଉଛି ତୂଳନା, ଏମିତି ଜବାବ ଦେଲେ ଶିବମ ଦୁବେ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ବିସ୍ଫୋରକ ବ୍ୟାଟିଂ କରି ଚେନ୍ନାଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଶିବମ ଦୁବେ। ସେ ଚଳିତ ଆଇପିଏଲର ୨୨ତମ ମ୍ୟାଚରେ ମାତ୍ର ୪୬ ବଲରୁ ୯୫ ରନର…