Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଏହି ଅଲରାଉଣ୍ଡର ଥିଲେ ଡନ୍ ବ୍ରାଡମ୍ୟାନଙ୍କ ଆଦର୍ଶ, କ୍ରିକେଟ୍ କ୍ୟାରିୟରରେ ହାସଲ କରିଥିଲେ ୪୯ ଶତକ

ଓଡ଼ିଶା ଭାସ୍କର: କ୍ରିକେଟ ଜଗତର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶୀର୍ଷରେ ରହିବ ତାଙ୍କ ନାମ । କ୍ରିକେଟ୍ ଦୁନିଆ ଯେମିତି ଏହି ନାମ ବିନା ଅଧୁରା । ଏହି ବ୍ୟାଟ୍ସମ୍ୟାନ ଜଣଙ୍କ ବ୍ୟାଟିଂରେ ଏପରି ରେକର୍ଡ଼…

(Video) ଆସିବ BioPic, ହରଭଜନଙ୍କ ଚରିତ୍ରରେ ରହିବେ ଏହି ଅଭିନେତା! କ’ଣ କହିଲେ ଭଜ୍ଜି

ନୂଆଦିଲ୍ଲୀ: ବଲିଉଡ ଦୁନିଆରେ ଏବେ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଜାରି ରହିଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟକ୍ତିତ୍ୱଙ୍କ ବାୟୋପିକ୍ ପ୍ରସ୍ତୁତ ହୋଇଛି । ଏମ.ଏସ ଧୋନୀ, ଅଝର୍, ଚନ୍ଦୁ-ଦ ଚମ୍ପିଆନ୍ ଏବଂ ସାମ…

କିଏ ହେବ ଦିଲ୍ଲୀର ‘ଦିଲୱାଲା’? IPL-2025ରେ କାହା ହାତକୁ ଯିବ DC ନୂଆ ଅଧିନାୟକ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ମେଗା ନିଲାମୀ ପରେ ବର୍ତ୍ତମାନ ସମସ୍ତ ଦଳ ଫାଇନାଲ ହୋଇସାରିଛି । ଏହି ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିନାହିଁ । ତେଣୁ ଲକ୍ଷେ୍ନø ସୁପର ଜିଆଣ୍ଟସରେ…

Team India ପାଇଁ ବଡ଼ ନିଷ୍ପତ୍ତି ନେବେ ରୋହିତ? ୬ ବର୍ଷ ପରେ ଏହି ଦାୟିତ୍ୱ ଛାଡ଼ିବେ ଅଧିନାୟକ!

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି-୨୦୨୪ରେ ଦମଦାର ଆରମ୍ଭ କରିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ବର୍ତ୍ତମାନ ଦ୍ୱିତୀୟ ମ୍ୟାଚରେ…

ICC Champions Trophy-2025; ହାଇବ୍ରିଡ ମଡେଲ ମାନିଲା ପାକିସ୍ତାନ, କିନ୍ତୁ ଏହି ସର୍ତ୍ତରେ!

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି-୨୦୨୫ ଏବଂ ଏହାର ଆୟୋଜନକୁ ନେଇ ବିବାଦରେ ପଡ଼ୁନି ପୂର୍ଣ୍ଣଚ୍ଛେଦ । ସୁରକ୍ଷା କାରଣ ଦର୍ଶାଇ ଟିମ ଇଣ୍ଡିଆକୁ ପାକିସ୍ତାନ ପଠାଇବା ପାଇଁ ମନା କରିଛନ୍ତି ଭାରତ ସରକାର । ତେଣୁ ଏହାର…

U19 Asia Cup; ପାକିସ୍ତାନୀ ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ବିପକ୍ଷରେ ସୃଷ୍ଟି କଲେ ନୂଆ ଇତିହାସ

ନୂଆଦିଲ୍ଲୀ: ଅଣ୍ଡର-୧୯ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ-ପାକିସ୍ତାନ ମହା ମୁକାବିଲା ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତକୁ ୨୮୨ ରନର ବଡ଼ ଲକ୍ଷ୍ୟ ଦେଇଛି । ତେବେ ଏହି ମ୍ୟାଚରେ ଇତିହାସ…

(Video) ନୂଆ ଜର୍ସିରେ ODI ଖେଳିବ ଟିମ ଇଣ୍ଡିଆ: କ୍ରିକେଟପ୍ରେମୀଙ୍କୁ ଉପହାର ଦେଲା BCCI

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ପାଇଁ ଲଞ୍ଚ୍ ହୋଇଛି ନୂଆ ଜର୍ସି । ଦିନିକିଆ ଫର୍ମାଟରେ ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ବିସିସିଆଇ ସଚିବ ଜୟ ଶାହ ଏବଂ ମହିଳା ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର…

Champions Trophy-2025; ଭାରତଠୁ ପ୍ରତିଶୋଧ ନେବ ପାକିସ୍ତାନ କ୍ରିକେଟ: ICCକୁ ଧମକ ଦେଉଛି PCB

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତର ପାକିସ୍ତାନ ଗସ୍ତକୁ ନେଇ ବିବାଦ ଥମିବାର ନାଁ ଧରୁନି । ତେଣୁ ଆଇସିସି ଉଭୟ…

ସରକାରଙ୍କୁ ମାଲାମାଲ କରିଦେଲା IPL-2025 Mega Auction: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏତିକି କୋଟି ରୋଜଗାର

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ଶେଷ ହୋଇସାରିଛି । ଏଥିରେ ମୋଟ ୧୮୨ ଜଣ ଖେଳାଳି ନିଲାମ ହୋଇଥିବା ବେଳେ ଭାରତର ୧୨୦ ଜଣ ଖେଳାଳି ତାଲିକାରେ ସାମିଲ ରହିଛନ୍ତି । ତେବେ ଏହି ଅକ୍ସନରେ ଷ୍ଟାର କ୍ରିକେଟର ଋଷଭ…

ଆଇସିସି ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯବାର ସମ୍ଭବନା ନାହିଁ: MEA ମୁଖପାତ୍ର ରନ୍ଧୀର ଜୟସୱାଲ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ନାହିଁ ବୋଲି ଶୁକ୍ରବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(MEA) ସ୍ପଷ୍ଟ କରିଛନ୍ତି । ଆଇସିସିର…