Browsing Category
Cricket
Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com
ICC ଚମ୍ପିଆନ୍ସ ଟ୍ରଫି ୨୦୨୫: ପାକିସ୍ତାନ ଯିବା ପାଇଁ ପ୍ରସ୍ତୁତ ଆଫଗାନିସ୍ତାନ ଟିମ୍, ଭାରତୀୟ ଟିମକୁ ନେଇ ଦେଖାଦେଇଛି ଅନିଶ୍ଚିତତା
ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ଚଳିତ ବର୍ଷ ଆଇସିସି ଚମ୍ପିଆନ୍ସ ଟ୍ରଫିର ଆୟୋଜକ ଦେଶ ହେଉଛି ପାକିସ୍ତାନ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ତାରିଖ ବି ଘୋଷଣା କରାଯାଇଛି ।…
ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ! ଇଂଲଣ୍ଡର ଷ୍ଟାର ବ୍ୟାଟରଙ୍କ ବଡ ଦାବି, ବିଶ୍ୱ କ୍ରିକେଟରେ ଏବେ ଚର୍ଚ୍ଚା
ଓଡିଶା ଭାସ୍କର: ଇଂଲଣ୍ଡର ଷ୍ଟାର ବ୍ୟାଟର ଓଲି ପୋପ ବଡ ବୟାନ ଦେଇଛନ୍ତି । ପୋପ କହିଛନ୍ତି ଯେ, ତାଙ୍କ ଦଳ ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ୬୦୦ ରନ କରିବାକୁ ସକ୍ଷମ । ପୋପଙ୍କ ଏହି ବୟାନ ଏବେ ବିଶ୍ୱ କ୍ରିକେଟରେ ଚର୍ଚ୍ଚା…
ଟିମ ଇଣ୍ଡିଆର Playing-11ରେ ଖତରନାକ ଖେଳାଳି: ଶ୍ରୀଲଙ୍କା ବୋଲରଙ୍କ ପାଇଁ ସାଜିବେ ଟେନସନ୍
ନୂଆଦିଲ୍ଲୀ: ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବ ଟିମ ଇଣ୍ଡିଆ । ମ୍ୟାଚରେ ବିଜୟ ସହିତ ଭାରତ ନୂଆ ଅଧିନାୟକ ଏବଂ ନୂଆ କୋଚଙ୍କୁ ଦଳରେ ସ୍ୱାଗତ କରିବାକୁ ଚାହିଁବ । ତେଣୁ ରୋହିତଙ୍କ ଅବସର ପରେ…
ବିଶ୍ୱ ରେକର୍ଡ ପଛରେ ରୋହିତ… ଶ୍ରୀଲଙ୍କା ବିପକ୍ଷ ସିରିଜରେ ଇତିହାସ ରଚିବେ ହିଟମ୍ୟାନ୍ ଶର୍ମା
ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ । ଏହାପରେ ଅଗଷ୍ଟ ୨ ତାରିଖରୁ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯିବ । ତେବେ ଟି-୨୦ ଫର୍ମାଟରୁ ବିଦାୟ ନେବା ପରେ…
୬ ବର୍ଷ ପରେ ଆଇପିଏଲକୁ ଫେରିବେ ଯୁବରାଜ ସିଂହ!, ଏବେଠୁ ଉତ୍ସାହିତ ହେଲେଣି ପ୍ରଶଂସକ
ମୁମ୍ୱାଇ: ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଫ୍ରାଞ୍ଚାଇଜି ଛାଡ଼ିପାରନ୍ତି। ଏବେ ଏକ ମିଡିଆ ରିପୋର୍ଟରୁ…
‘ଛକା ମାରିବା’ ଉପରେ ଲାଗିଲା ବ୍ୟାନ୍: ଏଣିକି Sixer ମାରିଲେ ବ୍ୟାଟ୍ସମ୍ୟାନ୍ ହେବେ ଆଉଟ୍, ଜାଣନ୍ତୁ ନିୟମ
ନୂଆଦିଲ୍ଲୀ: ଗଲି କ୍ରିକେଟରେ ଛକା ମାରିଲେ ବ୍ୟାଟ୍ସମ୍ୟାନ୍ ଆଉଟ ହେବା ଘଟଣା ଆପଣ ଶୁଣିଥିବେ । ଏଣିକି ଏହି ନିୟମ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଲାଗୁ ହେବ । ଇଂଲଣ୍ଡରେ ମଧ୍ୟ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା…
ଟି-୨୦ ସିରିଜ ଖେଳିବେ କି ଭାରତ-ପାକିସ୍ତାନ? Bilateral Seriesକୁ ନେଇ ସ୍ପଷ୍ଟ କଲା ପିସିବି
ନୂଆଦିଲ୍ଲୀ: ଚମ୍ପିଆନ୍ସ ଟ୍ରଫି-୨୦୨୫ରେ ଭାରତ ସାମିଲ ହେବାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି । ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିଛି ।…
OCA ଛାଡ଼ିଲେ ଶୁଭ୍ରାଂଶୁ ସେନାପତି: ଓଡ଼ିଶା ପାଇଁ ଖେଳିବେନି ଦଳର ଅଧିନାୟକ
ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ୍ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା କ୍ରିକେଟ ଟିମ୍ ଅଧିନୟକ ଶୁଭ୍ରାଂଶୁ ସେନାପତିଙ୍କୁ ହରାଇଛି ଓସିଏ । ଏଣିକି ଆଉ ଓଡ଼ିଶା ପାଇଁ କେଳିବେ ନାହିଁ ଶୁଭ୍ରାଂଶୁ । ଓଡ଼ିଶା କ୍ରିକେଟ…
ଭାରତ ପାକିସ୍ତାନ ନ ଯିବା ଖବରକୁ ନେଇ ହାସନ ଅଲ୍ଲୀଙ୍କ ତୀବ୍ର ପ୍ରତିକ୍ରିୟା; ‘ଆମେ ତାଙ୍କ ବିନା ଖେଳିବୁ’
ନୂଆଦିଲ୍ଲୀ: ୨୦୨୫ରେ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନା କାରଣରୁ ଭାରତ ପାକିସ୍ତାନ ଗସ୍ତ କରୁନଥିବା ଖବର ଆସୁଛି, ଯାହା…
SL vs IND; ପ୍ରସ୍ତୁତ ହେଲା ଗମ୍ଭୀର ସେନା: ଶ୍ରୀଲଙ୍କା ସିରିଜରେ ଦୁଇ ପୁରୁଣା ସାଥୀ ସାମିଲ
ନୂଆଦିଲ୍ଲୀ: ଭାରତୀୟ ଟିମରେ ଏବେ ବଡ଼ ପରିବର୍ତ୍ତନ ହୋଇଛି । ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ପଦରୁ ବିଦାୟ ନେବା ପରେ ଗୌତମ ଗମ୍ଭୀର ନୂଆ କୋଚ୍ ଭାବରେ ନିଯୁକ୍ତ ହୋଇଛନ୍ତି । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି…