Browsing Category

IPL

IPL 2022 ପାଇଁ ନିଜର ଲୁକ୍ ବଦଳାଇଲେ ମହେନ୍ଦ୍ର ସିଂହ ଧୋନୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୨ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ…

ଘୋଷଣା ହେଲା IPL -୨୦୨୨ର SCHEDULE : ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପୂର୍ବ ସିଜନର ଦୁଇ ଫାଇନାଲିଷ୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୨ ସିଜନ ପାଇଁ ଘୋଷଣା ହୋଇଛି ଖେଳସୂଚୀ । ମାର୍ଚ୍ଚ ୨୬ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ମେ ୨୯ରେ ଖେଳାଯିବ ଏହାର ଫାଇନାଲ ମ୍ୟାଚ । ତେବେ IPL ୧୫ତମ ସଂସ୍କରଣର…

ହୋଇପାରେ ରାଇନାଙ୍କ କମବ୍ୟାକ: ଅକ୍ସନରେ ଅନସୋଲ୍ଡ ରହିବା ପରେ ଏବେ ଏହି ଦଳରେ ସାମିଲ ହୋଇପାରନ୍ତି ମିଷ୍ଟର IPL

ନୂଆଦିଲ୍ଲୀ: ଇଣ୍ଡଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣରେ ମିଷ୍ଟର IPL ସୁରେଶ ରାଇନାଙ୍କୁ ନିଜର କରିନାହିଁ କୌଣସି ଦଳ । ଏମିତିକି ପୂର୍ବ ଦଳ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ତାଙ୍କ ଉପରେ ଭରଷା ଦେଖାଇ ନାହିଁ । ଅକ୍ସନ…

IPLକୁ ଏଣ୍ଟ୍ରି ମାରିବେ କି ରୈନା, ଏହି ଫ୍ରାଞ୍ଚାଇଜରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଅନେକ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିବାକୁ ମନ ବଳାଇନଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅନସୋଲ୍ଡର ହେଉଛନ୍ତି ସୁରେଶ…

ପଞ୍ଜାବ କିଙ୍ଗସର ମଙ୍ଗ ଧରିବେ ମୟଙ୍କ ଅଗ୍ରୱାଲ: ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗସକୁ ମିଳିଛି ନୂତନ ଅଧିନାୟକ । ବିଗତ ୩ ସିଜିନ ଧରି ଦଳର ପ୍ରମୁଖ ଖେଳାଳି ରହି ଆସିଥିବା ମୟଙ୍କ ଅଗ୍ରୱାଲଙ୍କୁ ଦଳ ଅଧିନାୟକ ଭାବରେ ଘୋଷଣା କରିଛି । ବିଗତ ସିଜିନରେ…

IPL 2022: କେଉଁ ଦଳ ମଧ୍ୟରେ ଖେଳାଯିବ ଆଇପିଏଲ 2022ର ଉଦଘାଟନୀ ମ୍ୟାଚ୍ ?

ନୂଆଦିଲ୍ଲୀ: ଆଇପିଏଲ 2022 ମାର୍ଚ୍ଚ 26ରୁ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ରିପୋର୍ଟ ଅନୁଯାୟୀ, ଉଦଘାଟନୀ ମ୍ୟାଚ୍ ଗତ ଟୁର୍ଣ୍ଣାମେଣ୍ଟର ଦୁଇ ଫାଇନାଲିଷ୍ଟଙ୍କ…

ଆଇପିଏଲ-୨୦୨୨: ଆଇପିଏଲ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ୪୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ: ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରେ ଆରମ୍ଭ ହୋଇ ମେ ୨୯ ତାରିଖ ଦିନ ଶେଷ ହେବ ବୋଲି ଗତକାଲି ଅନୁଷ୍ଠିତ ବିସିସିଆଇ ଗଭର୍ଣ୍ଣିଂ କାଉନସିଲ ବୈଠକରେ…

ବଦଳିଲା IPL-୨୦୨୨ର ନିୟମ: ଦୁଇଟି ଗ୍ରୁପରେ ଭାଗ ହେଲା ୧୦ଟି ଯାକ ଟିମ, ମୁମ୍ବାଇ-ଚେନ୍ନାଇ ଅଲଗା

ନୂଆଦିଲ୍ଲୀ: ୨୦୨୨ର ନୂଆ ସିଜନ ପାଇଁ ନୂଆ ନିୟମ ଲାଗୁ କରିଛି ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ । ୨୬ ମାର୍ଚ୍ଚ-୨୯ ମେ ପର୍ଯ୍ୟନ୍ତ ହେବାକୁ ଥିବା ଆଇପିଏଲରେ ଯୋଡି ହେବ କିଛି ନୂଆ ନିୟମ । ଆଇପିଏଲର ସମସ୍ତ ମ୍ୟାଚ…

ଆସନ୍ତା ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPL ମ୍ୟାଚ୍

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସ ୨୬ ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ସଂସ୍କରଣ ଆରମ୍ଭ ହେବ । ଆଇପିଏଲ ଗଭର୍ଣ୍ଣିଂ ବୈଠକରେ ଏ ବାବଦରେ ନିଷ୍ପତ୍ତି ହୋଇଛି । ଚଳିତ ଆଇପିଏଲରେ ମୋଟ ୧୦ଟି ଟିମ୍ ଭାଗ…

କାହିଁକି ବିରାଟ ଛାଡିଲେ RCBର ନେତୃତ୍ୱ: ସାମାନାକୁ ଆସି ନିଜେ ରଖିଲେ ଅଧିନାୟକ ପଦ ଛାଡିବାର କାରଣ

ନୂଆଦିଲ୍ଲୀ: ମିଳିଲା IPLର ଏକ ବିରାଟ ପ୍ରଶ୍ନର ଉତ୍ତର । କାହିଁକି କୋହଲି ଛାଡିଲେ RCBର ଅଧିନାୟକ ପଦ । ସବୁ କ୍ରିକେଟପ୍ରେମୀଙ୍କ ମନରେ ଥିବା ଏହି ପ୍ରଶ୍ନର ଉତ୍ତର ଏବେ ନିଜେ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । “ଦ…