Browsing Category
ଖେଳ
ଅଷ୍ଟ୍ରେଲିଆ ଟିମକୁ ଲାଗିଲା ବଡ଼ ଝଟକା, ଭାରତ ବିପକ୍ଷ ସିରିଜ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଟି-୨୦ ବିଶ୍ୱକପ୍ ବିଜୟୀ…
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୧ ବିଜେତା ମାଥ୍ୟୁ ୱେଡ୍(Matthew Wade) ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଆଲବିଦା କହିଛନ୍ତି । ବର୍ତ୍ତମାନ ସେ ଅଷ୍ଟ୍ରେଲିଆର ସୀମିତ ଓଭର ସେଟ୍ଅପରେ କୋଚ୍ ଭୂମିକା ତୁଲାଇବେ ।…
(Video) ଏହି ଖେଳାଳି ରଚିଲେ ଇତିହାସ, ହାସଲ କଲେ ଫୁଟବଲର ସବୁଠୁ ବଡ଼ ସମ୍ମାନ, ଜାଣନ୍ତୁ ପୂରା ଡିଟେଲ୍ସ
ନୂଆଦିଲ୍ଲୀ: ସ୍ପେନ ଏବଂ ମଞ୍ଚେଷ୍ଟର ସହରର ମିଡଫିଲ୍ଡର ରୋଡ୍ରି ହର୍ଣ୍ଣାଡେଜ ଫୁଟବଲର ସବୁଠୁ ବଡ଼ ଆୱାର୍ଡକୁ ନିଜ ନାମରେ କରିଛନ୍ତି। ସେ ପୁରୁଷ Ballon d’Orର ୨୦୨୪ର ଆୱାର୍ଡ ଜିତିଛନ୍ତି। ସବୁଠୁ ଖାସ କଥା ହେଉଛି ସେ…
Ranji Trophy: ଗୋବର ଘଷିରେ ଶୁଖାଯାଉଛି କ୍ରିକେଟ୍ ପିଚ୍; ବିହାର ପଡ଼ିଆରେ ଭାଇରାଲ ହେଲା ଅଜବ ଘଟଣା
ପାଟନା: ରଣଜୀ ଟ୍ରଫି ୨୦୨୪-୨୫କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୨୬ରୁ ତୃତୀୟ ରାଉଣ୍ଡ ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ବିହାର ଓ କର୍ଣ୍ଣାଟକ ମଧ୍ୟରେ ମୁକାବିଲା ହୋଇଥିଲା। ପାଟନାର ମୋଇନ ଉଲ୍ ହକ୍…
ଭାରତୀୟ କ୍ରିକେଟ୍ ଦଳରେ ମନୋନୀତ ହେବା ପରେ କ’ଣ କହିଲେ ହର୍ଷିତ ରାଣା
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ୨୦୨୪-୨୫ ପାଇଁ ହର୍ଷିତ ରାଣା ଟିମ୍ ଇଣ୍ଡିଆରେ ମନୋନୀତ ହୋଇଛନ୍ତି । ଇଏସ୍ପିଏନ୍କୁ ଦେଇଥିବା ଏକ ସାକ୍ଷାତକାରରେ କ୍ରିକେଟର ହର୍ଷିତ ରାଣା କହିଛନ୍ତି,…
ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଆହତ କାରଣରୁ ବାଦ୍ ପଡ଼ିଲେ ଭାରତୀୟ ପେସର, ୩ ମାସ ପାଇଁ ଖେଳିବେନି
ନୂଆଦିଲ୍ଳୀ: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦକ୍ଷିଣ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ସ୍କ୍ୱାଡ୍ ଘୋଷଣା କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ତେବେ ଦ୍ରୁତ ବୋଲିଂର କିଙ୍ଗ…
ଜେସନ ଗିଲେସ୍ପି ପାକିସ୍ତାନ କ୍ରିକେଟ ଟିମର ନୂଆ ହେଡ୍ କୋଚ ନିଯୁକ୍ତ: ଗ୍ୟାରି କର୍ଷ୍ଟନଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଗୁଜରାଟ ଟାଇଟନ୍ସର ମେଣ୍ଟର ଭୂମିକା ତୁଲାଇବା ପରେ ଚଳିତ ବର୍ଷ ମେ ମାସରେ ପାକିସ୍ତାନ କ୍ରିକେଟ ଟିମର ହେଡ୍ କୋଚ ଭାବେ ଗ୍ୟାରୀ କର୍ଷ୍ଟନଙ୍କ କାର୍ଯ୍ୟକାଳ ଆରମ୍ଭ…
‘ଥାଲା ଫର୍ ଏ ରିଜନ୍’କୁ ନେଇ ମୁହଁ ଖୋଲିଲେ ଧୋନି; କହିଲେ ଏହା ପଛରେ କ’ଣ ରହିଛି ପୂରା କଥା…
ମୁମ୍ୱାଇ: ଆଇପିଏଲ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପକ୍ଷରୁ ଏମ୍ ଏସ୍ ଧୋନି ଖେଳୁଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଇଁ ୫ଟି ଟ୍ରଫି ମଧ୍ୟ ଜିତିଛନ୍ତି। ଯେତେବେଳେ ବି ଆପଣ ସିଏସ୍କେ ପାଇଁ ଧୋନିଙ୍କ…
ଇସ୍ତଫା ଦେଲେ ଦଳର ମୁଖ୍ୟ କୋଚ୍: ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବୋର୍ଡକୁ ଲାଗିଲା ଝଟକା
ନୂଆଦିଲ୍ଲୀ: ଆଗକୁ ଆସୁଛି ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତିପର୍ବ ଆରମ୍ଭ କରି ସାରିଛନ୍ତି । ଖୁବଶୀଘ୍ର ଏହି ବଡ଼ ଇଭେଣ୍ଟରେ ମହାଲଢେଇ ଦେଖିବାକୁ ମିଳିବ । ତେବେ ଏହାପୂର୍ବରୁ ପାକିସ୍ତାନ ଦଳକୁ…
T20 ସିରିଜରେ ନୂଆ କୋଚ୍ ପାଇବ Team India: ଗମ୍ଭୀରଙ୍କ ସ୍ଥାନ ନେବେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୨ଟି ଟେଷ୍ଟ ମ୍ୟାଚ୍ ଏବଂ ସରିଜ ପରାଜୟ ପରେ ଟିମ ଇଣ୍ଡିଆକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଦଳର ନେତୃତ୍ୱ, ଚୟନ ଏବଂ କୋଚିଙ୍ଗ ଉପରେ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟପ୍ରେମୀ । ତେବେ…
Emerging ଟି-୨୦ ଏସିଆ କପ ୨୦୨୪: ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ଚାମ୍ପିୟନ
ନୂଆଦିଲ୍ଲୀ: ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ୨୦୨୪ରେ ଚାମ୍ପିୟନ ହୋଇଛି ଆଫଗାନିସ୍ତାନ ‘ଏ’ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ‘ଏ’ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା ।…