Browsing Category
ଖେଳ
ଚେନ୍ନାଇକୁ ୧୫୬ ରନ୍ ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ, ତିଳକ ବର୍ମାଙ୍କ ଲଢୁଆ ଅର୍ଦ୍ଧଶତକ
ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲର ୩୩ତମ ମ୍ୟାଚ୍ ଜାରି ରହିଛି । ପ୍ରଥମେ ମୁମ୍ବାଇ ବ୍ୟାଟିଂ କରି ଚେନ୍ନାଇ ସାମ୍ନାରେ ୧୫୬ ରନର ବିଜୟ ଲକ୍ଷ୍ୟ…
ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଚେନ୍ନାଇ ଖେଳିଲା ମାଷ୍ଟର ପ୍ଲାନ: ଦଳରେ ଯୋଡି ହେଲେ ଜୁନିୟର ମାଲିଙ୍ଗା
ମୁମ୍ବାଇ: ୬ଟି ମ୍ୟାଚରେ ୫ଟିରେ ପରାଜୟ ମିଳିବା ପରେ ବି ଚେନ୍ନାଇ ପାଇଁ ଆସିଛି ଏକ ଖୁସି ଖବର । ପ୍ରଥମ ମ୍ୟାଚରେ ଆହତ ଆଡାମ ମିଲନେଙ୍କ ସ୍ଥାନରେ ଜଣେ ନୂଆ ଦ୍ରୁତ ବୋଲର ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗସ ।…
ଗତ ୧୦୦ଟି ମ୍ୟାଚରେ ଗୋଟିଏ ବି ଶତକ ହାସଲ କରିନାହାନ୍ତି କିଙ୍ଗ କୋହଲି, ଏହା ପଛର କାରଣ କ’ଣ, ଆଗକୁ କ’ଣ କରିବେ?
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଦିନ ଥିଲା ରନ୍ ମେଶିନ୍ କୋହଲିଙ୍କ ବ୍ୟାଟରୁ ଚୌକା, ଛକା ବର୍ଷା ହେଉଥିଲା । ଶତକ ପରେ ଶତକ, ଅର୍ଦ୍ଧଶତକ ପରେ…
କ୍ରିକେଟରୁ ଅବସର ନେଲେ କାଏରନ ପୋଲାର୍ଡ: IPL ଖେଳିବେ ନା ନାହିଁ ? ଜାଣନ୍ତୁ ଉତ୍ତର
ନୂଆଦିଲ୍ଲୀ: ପୋଲାର୍ଡ ପାଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ୩୪ ବର୍ଷ ବୟସରେ ହଠାତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ । ତେବେ ସେ ଆଗକୁ ଟି-୨୦ ଲିଗରେ…
ପଞ୍ଜାବକୁ ୯ ୱିକେଟରେ ହରାଇଲା ଦିଲ୍ଲୀ: ୱାର୍ଣ୍ଣର-ପୃଥ୍ୱୀ ଶ’ଙ୍କ ଧୂଆଁଧାର ପାଳିରେ ପଞ୍ଜାବ ଫେଲ
ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି କରୋନା ସଂକ୍ରମଣ । କିନ୍ତୁ ମ୍ୟାଚରେ ବିଜୟ ପାଇଁ ଦିଲ୍ଲୀ ଆଗରେ କୌଣସି ଚିନ୍ତା ନାହିଁ । ଖୁବ ସହଜରେ ବିଜୟ ହାସଲ କରି ପଞ୍ଜାବକୁ ମାତ ଦେଇଛି ପନ୍ତ…
ପାକିସ୍ତାନ କ୍ରିକେଟରେ ଭୂକମ୍ପ: ରମୀଜ ରାଜାଙ୍କ ହାତରୁ ଛଡାଇ ନିଆଗଲା ଚେୟାରମ୍ୟାନ ପଦବୀ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ତଥା କ୍ରିକେଟ ବୋର୍ଡର ଚେୟାରମ୍ୟାନ ରମିଜ ରାଜାଙ୍କୁ ଲାଗିଛି ଏକ ଝଟକା । ପାକିସ୍ତାନ କ୍ରିକେଟ ବୋର୍ଡ ପଦରୁ ତାଙ୍କୁ ହଟାଇ ଦିଆଯାଇଥିବା ନେଇ ସୂଚନା ମିଳିଛି । ଦେଶରେ ନୂଆ…
ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଝଟକା: ଦଳରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗରେ ପୁଣି ଲାଗିଛି କରୋନାର କଳା ନଜର । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କରୋନା ଦାଉ ସାଧିଛି । ଜଣକ ପରେ ଜଣେ ଏହି ମହାମାରୀର କବଳରେ ଫସି ଚାଲିଛନ୍ତି । ଏବେ ଦଳର ଆଉ ଜଣେ…
ଏସିଆନ ରେସଲିଂ ଚାମ୍ପିଅନସି: ଭାରତକୁ ମିଳିଲା ୩ ବ୍ରୋଞ୍ଜ ପଦକ
ଉଲାନବାତାର(ମଙ୍ଗୋଲିଆ): ଭାରତୀୟ ଗ୍ରୀସୋ ରୋମାନ ରେସଲର ମାନେ ଏଠାରେ ଚାଲିଥିବା ଏସିଆନ ରେସଲିଂ ଚାମ୍ପିଅନଶି ରେ ହାସଲ କରିଛନ୍ତି ୩ ବ୍ରୋଞ୍ଜ ପଦକ । ଭାରତର ୫ ଜଣ ରେସଲର ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା…
ପଞ୍ଜାବ-ଦିଲ୍ଲୀ ମ୍ୟାଚ୍ ପାଇଁ ସବୁଜ ସଂକେତ ଦେଲା ବିସିସିଆଇ, ବଦଳିଲା ମ୍ୟାଚ୍ ଭେନ୍ୟୁ
ମୁମ୍ବାଇ:ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଅନ୍ୟ ୪ ସପୋର୍ଟ ଷ୍ଟାଫ୍ ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ମାର୍ଶଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି ।…
ସୁପର ଜିଆଣ୍ଟସକୁ ଝଟକା ଦେଲା RCB: ମ୍ୟାଚରେ ବିଜୟ କାହାଣୀ ଲେଖିଲେ ଚେନ୍ନାଇର ଦୁଇ ପୂର୍ବତନ ଖେଳାଳି
ମୁମ୍ବାଇ: ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫେଲ ମାରିଲା ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଡୁପ୍ଲେସିସଙ୍କ ପ୍ଲାନ ଆଗରେ କାମ ଦେଲାନି ସୁପର ଜିଆଣ୍ଟସର ବ୍ୟାଟିଂ ଅର୍ଡର । ଫଳରେ ଏହି ମ୍ୟାଚରେ ବିଜୟ ହାସଲ କରି ନିଜ…