fbpx
Browsing Category

ଖେଳ

Team India ର ଜର୍ସିକୁ ନେଇ ମମତା ବାନାର୍ଜୀ ଅସନ୍ତୋଷ: ସରକାରଙ୍କ ଉପରେ ଉଠାଇଲେ ଆଙ୍ଗୁଠି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ଆଦିଦାସର ନୂଆ ନୂଆ ଜର୍ସି ପିନ୍ଧିଛି । ଏହାସହିତ ଦଳର ପ୍ରାକ୍ଟିସ ଜର୍ସି ମଧ୍ୟ ପରିବର୍ତ୍ତନ କରିଛି ଭାରତୀୟ ଟିମ୍ । ଅଭ୍ୟାସ ସମୟରେ ଖେଳାଳିମାନଙ୍କ ପାଇଁ କମଳା ରଙ୍ଗର…

WC ଫାଇନାଲ ପୂର୍ବରୁ ମହମ୍ମଦ ଶାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ଗୋଟିଏ ନୁହେଁ, ଡବଲ ଗିଫ୍ଟ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ବିଶ୍ୱକପ-୨୦୨୩ରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ମିଳିଛି ଅପୂର୍ବ ସଫଳତା । ମାତ୍ର ୬ଟି ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ(୨୩)ଟି ୱିକେଟ ହାସଲ କରି ସେ ଶୀର୍ଷ ସ୍ଥାନରେ…

WorldCup-2023 Final Celebration: ଗ୍ରାଣ୍ଡ ଇଭେଣ୍ଟ ପାଇଁ ICCର ସ୍ପେଶାଲ ପ୍ଲାନ

ନୂଆଦିଲ୍ଲୀ: ୧୯ ତାରିଖ ଦିନ ବିଶ୍ୱକପ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଅଷ୍ଟ୍ରେଲିଆ । ଅନ୍ୟ ବିଶ୍ୱକପ ଅପେକ୍ଷା ଚଳିତବର୍ଷର ବିଶ୍ୱକପ ଆହୁରି ରୋମାଞ୍ଚ ଏବଂ ସଂଘର୍ଷପୂର୍ଣ୍ଣ ହେବା ନେଇ ଅନୁମାନ…

(Video) କାହାକୁ ମିଳିବ ବିଶ୍ୱକପର Golden Ball-Bat? ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମହାଯୁଦ୍ଧ

ନୂଆଦିଲ୍ଲୀ: ୧୯ ତାରିଖ ସୁପର ସନ୍ ଡେ’ରେ ହେବ ବିଶ୍ୱକପର ସୁପର ଫାଇନାଲ ମ୍ୟାଚ୍ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ଐତିହାସିକ ବିଶ୍ୱକପ ଫାଇନାଲ । ଫାଇନାଲ୍ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ଫର୍ମରେ ଅଛନ୍ତି…

୭ଟି ୱିକେଟ ହାସଲ କରିବେ ମହମ୍ମଦ ଶାମୀ.. କିଏ ସେହି ବ୍ୟକ୍ତି ଯିଏ ସ୍ୱପ୍ନ ଦେଖି ଦେଇଥିଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ବର୍ତ୍ତମାନ ୨୦୨୩ ୱାର୍ଲଡ କପ । ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ଖେଳା ଯିବ । ଫାଇନାଲରେ ପହଁଚିବା ପୂର୍ବରୁ ସେମି-ଫାଇନାଲରେ ଭାରତ ଏକ ରୋମାଞ୍ଚକର ଖେଳ ପ୍ରଦର୍ଶନ…

ଶାମୀ ଜଣେ ଭଲ କ୍ରିକେଟର, ଯଦି ସେ, ମୁଁ …: ବିଶ୍ୱକପ ଫାଇନାଲ ପୂର୍ବରୁ ଆସିଲା ପତ୍ନୀ ହାସୀନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ଫାଇନାଲରେ ଆସନ୍ତା ୧୯ରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ଚଳିତ ବିଶ୍ୱକପରେ ପ୍ରଥମ ୪ଟି ମ୍ୟାଚ ଖେଳି ନଥିଲେ ହେଁ ପରବର୍ତ୍ତୀ ୬ଟି ମ୍ୟାଚରେ ଟିମ୍ ଇଣ୍ଡିଆର ପେସ…

‘ପ୍ଲିଜ୍ ୱାର୍ଲଡ କପ ଦେଖିବାକୁ ଯିବେନି’, ଜାଣନ୍ତୁ ଅମିତାଭ ବଚ୍ଚନଙ୍କୁ କାହିଁକି ଅନୁରୋଧ କଲେ ପ୍ରଶଂସକ

ମୁମ୍ବାଇ: ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ଭାରତ ୭୦ ରନରେ ଜିତିଥିଲା। ରଣବୀର କପୁର, ଭିକି କୌଶଲଙ୍କ ସହ ଇଣ୍ଡଷ୍ଟ୍ରିର ଅନେକ ବଡ ତାରକା ଏହି ମ୍ୟାଚ୍…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରୁ କିଏ ବେଶି ଶକ୍ତିଶାଳୀ: ୨୦୦୩ ଓ ୨୦୨୩ ବିଶ୍ୱକପର ଦୁଇ ଟିମ୍ ମଧ୍ୟରେ ତଫାତ୍ କ’ଣ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ବିଶ୍ୱର ଦୁଇ ପ୍ରମୁଖ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୋରଦାର ଲଢ଼େଇ ହେବ । ୨୦୦୩ ବିଶ୍ୱକପରେ ପରେ ଦୀର୍ଘ ୨୦ ବର୍ଷ ପରେ ଏହି ଦୁଇ ଟିମ୍ ପୁଣି ଥରେ ଫାଇନାଲରେ…

(Video) ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ୍… ମ୍ୟାଚ ଡ୍ର ହେଲେ କାହାକୁ ମିଳିବ ଫାଇଦା? ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି ଟିମ ଇଣ୍ଡିଆ । କିନ୍ତୁ ଫାଇନାଲ ମ୍ୟାଚରେ ଶକ୍ତିଶାଳୀ…

ଏ ବର୍ଷ କ୍ରିକେଟ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା! ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡ଼ିବେ ଷ୍ଟାର ଅଲରାଉଣ୍ଡର…

ନୂଆଦିଲ୍ଲୀ: ବିଶ୍ୱକପ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିନା ସିରିଜ ଖେଳିବ ଟିମ ଇଣ୍ଡିଆ । ଟି-୨୦ ଦଳର ଅଧିନାୟକ ହାର୍ଦ୍ଦିକଙ୍କ ବିନା…