Browsing Category

Top Stories

ସତ ହେବ ତ ଯୋଜନା ? କୁକୁର ବଂଶବୃଦ୍ଧି ରୋକିବା ପାଇଁ ଅଣ୍ଟା ଭିଡିଲା BMC

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।…

ସ୍କୁଲରେ ରାସଲୀଳା କରୁଥିଲେ ଶିକ୍ଷୟିତ୍ରୀ! 21 ଜଣ ଛାତ୍ରଙ୍କ ସହିତ କରୁଥିଲେ Sex, ଗର୍ଭବତୀ ହେବା ପରେ ସାମ୍ନାକୁ ଆସିଲା ମାମଲା

 ନୂଆଦିଲ୍ଲୀ: ସ୍କୁଲ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଙ୍କ ଶାରୀରିକ ସମ୍ପର୍କ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ଏହି ଅଭିଯୋଗରେ ଶିକ୍ଷୟିତ୍ରୀଙ୍କୁ 25 ବର୍ଷ ଜେଲ ଦଣ୍ଡ ଶୁଣାଇ…

ରାଜଧାନୀରେ ଉଠା ଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ଦିଆଯିବ: ସୁଲୋଚନା ଦାସ

ଭୁବନେଶ୍ୱର: ରାଜଧାନୀ ଉଠା ଦୋକାନୀଙ୍କ ବଡ଼ ଝଟକା । ରାଜଧାନୀ ରାସ୍ତା କଡ଼ରୁ ସମସ୍ତ ଉଠା ଦୋକାନୀମାନଙ୍କୁ ହଟାଯିବା ନେଇ ସମୂହ ସଫେଇ କାର୍ଯ୍ୟ ସମୟରେ ସୂଚନା ଦେଲେ ମେୟର ସୁଲୋଚନା ଦାସ । ପ୍ରାୟ ୫୫ଟି ରାସ୍ତାରୁ ସ୍ଥାୟୀ…

ଧାରଣାରେ ଓମଫେଡ୍ ଠିକା ଡ୍ରାଇଭର, ସାଥୀ ଡ୍ରାଇଭରକୁ ଅଟକ ଅଭିଯୋଗରେ ପ୍ରତିବାଦ

ବାଙ୍କୀ: ଓଡ଼ିଶାରେ ଅଧିକାଂଶ ବ୍ୟକ୍ତି ଓମଫେଡ୍ ଦୁଗ୍ଧଜାତୀୟ ସାମଗ୍ରୀ ବ୍ୟବହାର କରିଥାନ୍ତି । ଏହା ଏକ ବ୍ରାଣ୍ଡ୍ ଭାବେ ବଜାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଓମଫେଡ୍ ଠିକା…

Bill Clinton Hospitalized: ବିଗିଡିଲା Bill Clintonଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଚ୍ରପତି ବିଲ୍ କ୍ଲିଣ୍ଟନ । ପ୍ରବଳ ଜ୍ବର ହେତୁ ଓ୍ବାଶିଂଟନ ଡିସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲ୍ କ୍ଲିଣ୍ଟନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର…

ଗ୍ରାହକଙ୍କୁ ଝଟକା ! ବଢିବ ବିଜୁଳି ଦର, ଜାଣନ୍ତୁ ୟୁନିଟ ପିଛା କେତେ ବଢାଇବାକୁ ଦିଆଯାଇଛି ପ୍ରସ୍ତାବ ?

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ଉପଭୋକ୍ତାଙ୍କୁ ଲାଗିପାରେ ଝଟକା । ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ । ଆସନ୍ତା ଆର୍ଥିକ ବର୍ଷ ଠାରୁ ଗ୍ରୀଡକୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ନେଇ…

(Video) ହାଇଓ୍ବେରେ ଛାତିଥରା ଘଟଣା, 2 ବ୍ୟକ୍ତିଙ୍କୁୁ 300 ମିଟର ଘୋଷାଡି ଦେଲା ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । 2 ଜଣ ବ୍ୟକ୍ତିଙ୍କୁ ଏକ ଟ୍ରକ 300 ମିଟର ଘୋଷାଡି ନେଇଥିବା ଦେଖାଯାଇଛି । ରବିବାର ରାତିରେ ଏହି ଘଟଣା ଘଟିଥିବା ନେଇ କୁହାଯାଇଥିବା ବେଳେ ଏହାର…

ଗ୍ରାହକଙ୍କ ପାଇଁ ବଡ ଆଶ୍ୱସ୍ତି : ପୁଣି ଚାଲିବ 10 ଟଙ୍କିଆ ରିଚାର୍ଜ ପ୍ଲାନ, ଭଏସ୍ କଲ୍-ମେସେଜ ପାଇଁ ସ୍ବତନ୍ତ୍ର ପ୍ଲାନ

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାରୀଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI (Telecom Regulatory Authority of India) । ଭଏସ୍ କଲ୍ ଓ SMS ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ …

ଆଜି ମାଲାମାଲ ହୋଇଯିବେ ଆପଣ, ୫ ରାଶିର ଲୋକଙ୍କର ବଢ଼ିଯିବ ବ୍ୟାଙ୍କ ବାଲାନ୍ସ !

ବୈଦିକ ଜ୍ୟୋତିଷ ଅନୁଯାୟୀ ୨୪ ଡିସେମ୍ୱର ସୋମବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି । ମିଥୁନ ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ପ୍ରଭୁ…

ମନାଲିରେ ପ୍ରବଳ ବରଫ ବର୍ଷା… ଫସିରହିଲା 1000ରୁ ଅଧିକ ଗାଡି, ଛାନିଆ ପର୍ଯ୍ୟଟକ

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ବରଫ ବର୍ଷା ଜାରି ରହିଛି । ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇ ଫସିଲେ ପର୍ଯ୍ୟଟକ । ମନାଲିରେ ବରଫ ବର୍ଷା ଯୋଗୁଁ ଶହଶହ ପର୍ଯ୍ୟଟକ ଫସିରହିଥିବା ସୂଚନା ରହିଛି । ସୋଲାଙ୍ଗରୁ ଅଟଳ…