Browsing Category

Top Stories

ସହିବାର ସବୁ ସୀମା ପାର୍…ଭାଉଜକୁ ଦୁଷ୍କର୍ମ କଲେ 2 ଦିଅର, ଶାଶୁ ତାଙ୍କୁ ସାହାଯ୍ୟ କରୁଥିଲା ସ୍ବାମୀ ତମାଶା ଦେଖୁଥିଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ଗମ୍ଭୀର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ତାଙ୍କ ଦୁଇ ଦିଅର ଏବଂ ଶାଶୂଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମୋରେନାର ଏହି ବିବାହିତ ମହିଳା ପୋଲିସରେ…

ତୁରନ୍ତ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…

ବାତିଲ ହେଲା RI, ARI, ଅମିନ, ICDS ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ

ଭୁବନେଶ୍ବର: RI - ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫  ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା…

IND VS PAK Wcl: ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ଭାରତୀୟ ଟିମ୍, ଅଧାରେ ଅଟକିଲା ସେମିଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ- ପାକିସ୍ତାନ ମ୍ୟାଚ୍ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଏବେ ହେବ ନାହିଁ। ଭାରତ ଏବଂ ପାକିସ୍ତାନ ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ ଅର୍ଥାତ୍ WCL ର…

Nisar Mission Launch: ଶ୍ରୀହରିକୋଟାରୁ ଲଞ୍ଚ ହେଲା NISAR, ଏବେ ଭୂକମ୍ପ ଏବଂ ସୁନାମିର ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ: ଜୁଲାଇ 30 ଭାରତ ଏବଂ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ଦିନ ହୋଇଗଲା।  ନାସା ଏବଂ ISRO ର ମିଳିତ ପ୍ରକଳ୍ପ, NISAR (ନାସା-ISRO ସିନ୍ଥେଟିକ୍ ଆପର୍ଚର ରାଡାର) ସାଟେଲାଇଟର ସଫଳ ଉତକ୍ଷେପଣ ହୋଇଛି ।…

ବଡ଼ ଘୋଷଣା: ଅଗଷ୍ଟ 2ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା, PM Kisanର ୨୦ତମ କିସ୍ତି ଦେବେ ସରକାର

ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନର ଅପେକ୍ଷା । ଖାତାକୁ ଆସିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନର ୨୦ତମ କିସ୍ତି । ଏ ନେଇ ନେଇ ବଡ଼ ଘୋଷଣା କଲେ ସରକାର । ତେବେ ବାରଣାସୀରୁ ଚାଷୀଙ୍କ…

ହିରୋସିମା ପରମାଣୁ ବିସ୍ଫୋରଣଠାରୁ ବି ଆହୁରି ଭୟଙ୍କର ଏହି ଭୂକମ୍ପ, ଜାଣନ୍ତୁ ପୂରା ଘଟଣା..

ମସ୍କୋ,୩୦ା୭: ତୁର୍କୀ, ଥାଇଲାଣ୍ଡ ଏବଂ ମିଆଁମାର ପରେ ଆଉ ଏକ ଭୟଙ୍କର ଭୂକମ୍ପ ପୃଥିବୀକୁ ଥରାଇ ଦେଇଛି। ୩୦ ଜୁଲାଇ ଅର୍ଥାତ୍‌ ଆଜି ରୁଷର କାମ୍‌ଚାଟକା ଉପଦ୍ୱୀପରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା…

ଭିଡିଓ ଦେଖିଲେ ଛାତି ଥରି ଉଠିବ..ଚୋରି ଅଭିଯୋଗରେ ଧରାପଡ଼ିଲେ ଜେସିବି ଡ୍ରାଇଭର, ଚାରି ଜଣ ତାଙ୍କୁ ଓଲଟା ଟାଙ୍ଗି ନିର୍ଦ୍ଧୁମ ପିଟିଲେ

ନୂଆଦିଲ୍ଲୀ: ଗୁରୁଗ୍ରାମର ସେକ୍ଟର ୩୭-ସିରେ ଏକ ନିର୍ମାଣାଧୀନ କୋଠାର ବେସମେଣ୍ଟରେ ଚାରି ଜଣ ବ୍ୟକ୍ତି ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଲଟା ଟାଙ୍ଗି ଦେଇ ବାଡ଼ିରେ ପିଟିଥିଲେ । ରାଜସ୍ଥାନର ବାସିନ୍ଦା ଏହି ଶ୍ରମିକ ଜେସିବି…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବନ୍ଧା ହେଲେ ୬ ଅଭିଯୁକ୍ତ

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍‌ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି ।…