Browsing Category
Top Stories
ସରକାରୀ ଶିକ୍ଷକଙ୍କୁ ବଡ଼ ଖବର, Private Tuition କଲେ କାର୍ଯ୍ୟାନୁଷ୍ଠାନ… ନଜର ରଖିଛି ଶିକ୍ଷା ବିଭାଗ
ନୂଆଦିଲ୍ଲୀ: ସରକାରୀ ସ୍କୁଲର ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ଜାରି ହୋଇଛି କଟକଣା । ଏଣିକି ପ୍ରାଇଭେଟ କୋଚିଙ୍ଗ ସେଣ୍ଟରରେ ପାଠ ପଢାଇ ପାରିବେ ନାହିଁ ସରକାର ଶିକ୍ଷକ । ଏ ନେଇ କଟକଣା ଲାଗୁ ହେବା ପରେ ଶିକ୍ଷା ବିଭାଗର…
ନାଲକୋରେ ବଡ଼ ନିଯୁକ୍ତି: ୫୧୮ଟି ଅଣ-କାର୍ଯ୍ୟନିର୍ବାହୀ ପଦ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ (ନାଲକୋ) ତରଫରୁ ୫୧୮ଟି ଅଣ-କାର୍ଯ୍ୟନିର୍ବାହୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ…
ଜାନୁୟାରୀରେ ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା! ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ନୂଆବର୍ଷ ଭେଟି
ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାକୁ ଅପେକ୍ଷା କରି…
ଭୁବନେଶ୍ୱରରେ କାଲି ହେବନି ପଥୋତ୍ସବ: ସ୍ଥଗିତାଦେଶ ଜାରି କଲା BMC
ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଥିବା ପଥୋତ୍ସବକୁ ନେଇ ବଡ଼ ସୂଚନା ଦେଇଛି ବିଏମସି । ଚଳିତବର୍ଷର ପ୍ରଥମ ପଥୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଲାଗି ରହିଥିବା ବର୍ଷା ଏବଂ ଖରାପ ପାଗ…
ଦଳିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆମ୍ବେଦକର ସ୍କଲାରସିପ୍ : ନିର୍ବାଚନ ପୂର୍ବରୁ କେଜ୍ରିୱାଲ କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ ପଦକ୍ଷେପ ନେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦିଲ୍ଲୀର ଦଳିତ ଛାତ୍ରଛାତ୍ରୀମାନଙ୍କ ପାଇଁ…
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଧର୍ମଶାଳାର ଯୁବ ବିଧାୟକ, ଯାଜପୁର ବିକାଶ ପାଇଁ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ
ଯାଜପୁର: ଯାଜପୁର ଜିଲ୍ଲା ତଥା ଓଡ଼ିଶାର ବିକାଶ ପାଇଁ ଧର୍ମଶାଳାର ଯୁବ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରୟାସ । ଧର୍ମଶାଳା ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ…
ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ବଡ଼ ଆକ୍ରମଣ: ୧୬ ଯବାନ ମୃତ, ୮ ଆହତ
ଇସଲାମବାଦ: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ବଡ଼ଧରଣର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୬ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି…
GST Meet: EV ସହିତ ପୁରୁଣା ଏବଂ ବ୍ୟବହୃତ କାର ବିକ୍ରିରେ ବଢ଼ିଲା ଟ୍ୟାକ୍ସ, ରେଡି-ଟୁ-ଇଟ୍ ପପକର୍ଣ୍ଣ ଉପରେ ୫% GST ପାଇଁ ସୁପାରିଶ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର (୨୧ ଡିସେମ୍ବର) ଜିଏସଟି ପରିଷଦର ୫୫ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ବଡ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଇଭି…
ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି
ଭୁବନେଶ୍ବର : ଭଦ୍ରକରେ ବୟନ ପାର୍କ ପ୍ରତିଷ୍ଠା ପାଇଁ ୪ ହଜାର ୩ ଶହ ୮୨ କୋଟି ଟଙ୍କା ବିନିଯୋଗ କରିବାକୁ ଇଣ୍ଡିଆନ୍ ଅଏଲ୍ ଅନୁମୋଦନ କରିଥିବା ହେତୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନିର୍ବାଚନ ପୂର୍ବରୁ କେଜରିୱାଲଙ୍କୁ ଲାଗିଲା ବଡ଼ ଝଟକା, ଅବକାରୀ ନୀତି ମାମଲାରେ କେସ୍ ଆରମ୍ଭ କରିବାକୁ EDକୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଲାଗିଛି । ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନା…