Browsing Category

Top Stories

୫୦୦ଟି ସହାୟକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ: ମାସିକ ବେତନ ୪୦ ହଜାର, ଡିସେମ୍ବର ୧୭ରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୀମା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ୫୦୦ଟି ଆସିଷ୍ଟାଣ୍ଟ ବା ସହାୟକ ପଦ ପୂରଣ ପାଇଁ ଦି ନ୍ୟୁ ଇଣ୍ଡିଆନ ଆସ୍ୟୁରାନ୍ସ…

ବିବାହ ପରେ ବରକୁ ମାରିଦେଲା କନିଆ, ସମ୍ପର୍କୀୟ ଭାଇଙ୍କୁ ପାଉଥିଲା ଭଲ, କିପରି ପଡ଼ିଲେ ଧରା…

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରରେ ଘଟିଛି ଏହି ଅଭାବନୀୟ ଘଟଣା। ବିବାହର ମାତ୍ର ୪ ଦିନ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା ସ୍ତ୍ରୀ। ଯୁବକଙ୍କୁ ଅପହରଣ କରି କରାଯାଇଛି ହତ୍ୟା।…

ଏହି ଦିନ ଜାରି ହୋଇପାରେ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି, ଏହି ଚାଷୀଙ୍କ ଆକାଉଣ୍ଟକୁ ଆସିବ ନାହିଁ ଟଙ୍କା

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ବିଭିନ୍ନ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଭାରତର ଜନସଂଖ୍ୟାର ଅଧାରୁ ଅଧିକ ଲୋକ କୃଷି ଉପରେ ଜୀବନ…

ସାଧାରଣତନ୍ତ୍ର ଦିବସ ପାରେଡ ପାଇଁ ଭବାନିପାଟନାର ଶିବାନୀ ମନୋନିତ

ଭବାନିପାଟନା- ଭବାନିପାଟନା ସରକାରୀ ମହିଳା ମହାବିଦ୍ୟାଳୟର +୨ ତୃତୀୟ ବର୍ଷର ଛାତ୍ରୀ ତଥା ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଶିବାନୀ ବାଗ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ଗର୍ବିତ କରିବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ୨୬…

ଘରେ ପାରା ବସା ବାନ୍ଧିଛି, ଅଣ୍ଡା ଦେଉଛି ବୋଲି ଚିନ୍ତିତ କି? ଜାଣନ୍ତୁ କଣ ଦେଉଛି ସଙ୍କେତ?

ଓଡିଶା ଭାସ୍କର- ଅନେକ ସମୟରେ ଘରର ତାଜା, ସ୍କାଇ ଲାଇଟ, ଏସି ଆଦି ଅପହଞ୍ଚ ସ୍ଥାନରେ ପାରା ଆସି ବସା ବାନ୍ଧି ଥାନ୍ତି । ପାରାଙ୍କ ଗୁଟୁରୁ ଗୁ ଶବ୍ଦରେ ଅନେକ ସମୟରେ ନିଦ ଭାଙ୍ଗିଯାଏ । ତା ସାଙ୍ଗକୁ ପାରା ବସାରୁ କୁଟା,…

(Video) ମାଟି-ଖପରା ଘର, ଆଗରେ ଟଙ୍କା ଗଛ… ଡାଳ ପତ୍ରରେ ଝୁଲୁଛି ବିଡ଼ା ବିଡ଼ା ନୋଟ୍

ଓଡ଼ିଶା ଭାସ୍କର: ଟଙ୍କା କ’ଣ ଗଛରେ ଫଳୁଛି? ମୁଁ କ’ଣ ଗରେ ଟଙ୍କା ଗଛ ଲଗେଇଛି?... କଥା କଥାରେ ଏମିତି ଡାଇଲଗ୍ ଅନେକ ଥର ଆପଣ ଶୁଣିଥିବେ । କିନ୍ତୁ ପ୍ରକୃତରେ କ’ଣ ଟଙ୍କା ଗଛ ଅଛି? କେବେ ନା କେବେ ଆପଣଙ୍କ ମନରେ ବି…

ପଦ୍ମ ଧରିଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା

ଭୁବନେଶ୍ୱର: ଆଜି ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ ଜୟପୁର ବ୍ଲକ୍ ଅଧ୍ୟକ୍ଷା । ଜୟପୁର ବ୍ଲକ୍ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲିଙ୍କ ସମେତ ୧୪ ଜଣ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ ରାଜ୍ୟ କାର୍ଯ୍ୟାଳୟରେ…

ଟଙ୍କା କରଜକୁ ନେଇ ଯୁବକଙ୍କୁ ଗୋଡେଇ ହାଣି ୨ ଗିରଫ

ଭଞନଗର: ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଧୁମୁଛାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର ରାଜେଶ ଡାକୁଆର ପୁଅ ସୁନୀଲ ଡାକୁଆଙ୍କୁ ବିଶ୍ୱଜିତ୍ ତାରିଣୀ ଓ ସୁନିଲ ପଳେଇ ନିମକ ଦୁଇ ଯୁବକ ନିସ୍ତୁକ ମାଡମାରି…

‘ଡ୍ରଗ୍ସ ସେବନ କରିବା Cool ନୁହେଁ’, ଯୁବକମାନଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଦିନ ଭାରତର ଯୁବକମାନଙ୍କ ମଧ୍ୟରେ ନିଶା ଦ୍ରବ୍ୟର ଅପବ୍ୟବହାର ବୃଦ୍ଧିକୁ ନେଇ ଗମ୍ଭୀର ନିରାଶ ବ୍ୟକ୍ତ କରି କହିଛନ୍ତି ଯେ, ଡ୍ରଗ୍ସ ନେବା କୁଲ୍ ବୋଲି ବିବେଚନା କରାଯାଇପାରିବ…

New Yearରେ ଆସିବ ସୁଭଦ୍ରା ଟଙ୍କା! କାହିଁକି ଡିସେମ୍ବରରେ ମିଳିବନି ଚତୁର୍ଥ ପର୍ଯ୍ୟାୟ? କ’ଣ କହିଲେ ଉପମୁଖ୍ୟମନ୍ତ୍ରୀ?

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଡିସେମ୍ବର ୨୫ ତାରିଖରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ…