Browsing Category

Top Stories

କୋହଲିଙ୍କ ପରେ କଙ୍ଗାରୁଙ୍କ ଟାର୍ଗେଟରେ ରୋହିତ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପରେ ଏବେ ଅଷ୍ଟ୍ରେଲିଆ ଗଣମାଧ୍ୟମ ରୋହିତ ଶର୍ମାଙ୍କୁ ଟାର୍ଗେଟ କରିଛି। ହିଟ୍‌ମ୍ୟାନ୍‌ଙ୍କ ଖରାପ କ୍ୟାପଟେନସିପ୍ କୁ ନେଇ ଅପମାନ। ଅଷ୍ଟ୍ରେଲିଆର 'ଦ ୱେଷ୍ଟ…

(Video) ଏ କେମିତିକା ଅହଙ୍କାର.. ପ୍ଲାଟଫର୍ମରେ ଶୋଇଥିବା ବେଳେ ଯାତ୍ରୀଙ୍କ ଉପରେ ପାଣି ଫିଙ୍ଗିଦେଲେ ସଫେଇ କର୍ମଚାରୀ

ନୂଆଦିଲ୍ଲୀ: ଲୋମଟାଙ୍କୁରା ଶୀତରେ ଚାଦର ଘୋଡାଇ ଶୋଇଛନ୍ତି ଯାତ୍ରୀ । କିଏ କାହା ଛୁଆକୁ କୋଳରେ ଧରି ଶୋଇଛି, ଆଉ ଏକ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଧରି ଶୋଇଛନ୍ତି । ଟ୍ରେନକୁ ଅପେକ୍ଷା କରି ଯାତ୍ରୀମାନେ ରେଳ ଷ୍ଟେସନର…

ବନ୍ଧାହେଲେ ଲେଡ଼ି ବ୍ଲାକମେଲର, ନାଗ ପରି ବଡ଼ ବ୍ୟବସାୟୀଙ୍କୁ ମାରୁଥିଲେ ଚୋଟ!

ଭୁବନେଶ୍ୱର: ରାଜଧାନୀରେ ଆଉଜଣେ ଲେଡି ବ୍ଲାକମେଲରଙ୍କୁ ବାନ୍ଧିଛି ପୋଲିସ । ଠକେଇ ମାମଲାରେ କମିଶନରେଟ ପୋଲିସ ଏହି ହାଇପ୍ରୋଫାଇଲ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ଼ବଡ଼ିଆ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କ…

(Video) ଏମିତି ଏକ… ମିଳି ଯାଆନ୍ତା, ଜୀବନଟା ସୁଖରେ ଭରି ଯାଆନ୍ତା

ନୂଆଦିଲ୍ଲୀ- ଆମେ ସମସ୍ତେ ଦେଖିଥିବା ମାଙ୍କଡଙ୍କ ଉପଦ୍ରବ । ବାଡି ବଗିଚାକୁ ନଷ୍ଟ ଭ୍ରଷ୍ଟ କରି ପନିପରିବା ନଷ୍ଟ କରିଥାନ୍ତି । ତେବେ କସରତ ଦେଖାଉଥିବା ମାଙ୍କଡ କିନ୍ତୁ ମାଲିକର ନିର୍ଦ୍ଦେଶରେ ମୁଣ୍ଡ କୁଣ୍ଡାଇବା, କସରତ…

Gen Z ଏବଂ Alpha ଯୁଗ ଶେଷ, ନୂଆ ବର୍ଷରୁ ଜନ୍ମ ହେବେ Beta Kids

ନୂଆଦିଲ୍ଲୀ: କିଛି ବର୍ଷକୁ ଥରେ ଏକ ନୂଆ ଜେନେରେସନର ଯୁଗ ଆରମ୍ଭ ହୋଇଥାଏ । ତେବେ ସେମାନଙ୍କୁ ଭିନ୍ନ ଭିନ୍ନ ବର୍ଗରେ ନାମକରଣ କରାଯାଇଥାଏ । ଯାହାଦ୍ବାରା ବର୍ଗରେ ବିଭକ୍ତ କରିବାରେ ସହାୟଟକ ହୋଇଥାଏ । ଆପଣ ଜେନେରେସନ୍ Z…

ମେଲବର୍ଣ୍ଣ ଟେଷ୍ଟ ହାରିବା ପରେ କ’ଣ କହିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା ?

ନୂଆଦିଲ୍ଲୀ: ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୧୮୪ ରନରେ ପରାସ୍ତ କରିଛି । ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଏହା ଅତ୍ୟନ୍ତ ନୈରାଶ୍ୟଜନକ…

ଜୈସି କରନି ୱେସି ଭରନି: ତାଲିବାନୀ ଆତଙ୍କୀଙ୍କୁ ଅସ୍ତ୍ର କରିଥିବା ପାକିସ୍ତାନ ଏବେ ଅଡୁଆରେ, ଆତଙ୍କୀ ଚଳାଇଛନ୍ତି ଆତଙ୍କ

ନୂଆଦିଲ୍ଲୀ- ପାକିସ୍ତାନ ଓ ତାଲିବାନ ଭିତରେ ଯୁଦ୍ଧ ସ୍ଥିତି । ପାକିସ୍ତାନ ଓ ଆଫଗାନିସ୍ତାନ ଭିତରେ ଥିବା ସୀମାରେ ଉତ୍ତେଜନା । ଡୁରଣ୍ଡ ଲାଇନରୁ ପାକ ସେନାକୁ ଟାର୍ଗେଟ କରିଛି ତାଲିବାନର ଟିଟିପି ଆଙ୍କବାଦୀ ସଂଗଠନ ।…

ମନ୍ଦିର ପୂଜକଙ୍କୁ ମାସିକ ୧୮ ହଜାର ଦରମା, ନିର୍ବାଚନ ପୂର୍ବରୁ ବଡ ଘୋଷଣା କଲେ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବଡ ଘୋଷଣା । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିବାରେ ଲାଗିଛି ଆମ୍ ଆଦମୀ ପାର୍ଟି ସରକାର ।…

ଯଦି ଋଣ ନେଇଥିବା ବ୍ୟକ୍ତି ମରିଯାଏ ତେବେ ବ୍ୟାଙ୍କ ଲୋନ କିଏ ସୁଝିବ ? ଜାଣନ୍ତୁ

ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ?…

ସୁପ୍ରିମକୋର୍ଟଙ୍କ ରାୟ :କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ…