Browsing Category

Top Stories

ଏମିତି ବି ଆସେ ମୃତ୍ୟୁ: ଛକା ମାରିବା ପରେ ବ୍ୟାଟସମ୍ୟାନଙ୍କର ସହ ଅଘଟଣ, ମଇଦାନରେ ହିଁ ଚାଲିଗଲା ଜୀବନ

ଫିରୋଜପୁର: ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଏକ କ୍ରିକେଟ ମ୍ୟାଚ ଖେଳାଯାଉଥିବା ସମୟରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ବ୍ୟାଟସମ୍ୟାନ ଛକା ମାରିବା ପରେ ହଠାତ୍ ମଇଦାନରେ ପଡ଼ିଯାଇଥିଲେ ଏବଂ ଅନ୍ୟ ଖେଳାଳିମାନେ କିଛି…

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ, ବନ୍ଦ ହେଲା ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡ: ଦେବଭୂମିରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା ଚାରିଧାମ ଯାତ୍ରା । । 29 ଜୁନରୁ 1 ଜୁଲାଇ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା…

କଳିଯୁଗର ସ୍ତ୍ରୀ ! ପ୍ରଥମେ ଲଙ୍କା ପାଉଡର, ପରେ ଗଳା ଚିପିଲା…ପ୍ରେମିକ ସହ ମିଶି ସ୍ୱାମୀଙ୍କୁ କଲା ହତ୍ୟା

ତୁମକୁରୁ (କର୍ଣ୍ଣାଟକ): କର୍ଣ୍ଣାଟକର ତୁମକୁରୁ ଜିଲ୍ଲାରୁ ଏକ ହୃଦୟବିଦାରକ ଓ ଆଶ୍ଚର୍ଯ୍ୟଜନକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ଏବଂ ଶବକୁ…

ରଥଯାତ୍ରା: ଦଳାଚକଟାରେ 3 ଜଣଙ୍କ ମୃତ୍ୟୁ ଘଟଣାରେ ଦାୟୀ କିଏ ? NHRCରେ ମାମଲା

ପୁରୀ: ଶରଧାବାଲି ଦଳାଚକଟାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା । ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ଠେଲାପେଲାରେ 3 ଜଣଙ୍କର ମୃତ୍ୟୁ ହୋଇଛି ଏବଂ…

ଉତ୍ତରକାଶୀରେ ବାଦଲ ଫଟା ବର୍ଷା, ଭାସିଗଲେ 17 ଶ୍ରମିକ

ଉତ୍ତରକାଶୀ: ଦେବଭୂମୀରେ ଅଘଟଣ । ଉତ୍ତରକାଶୀର ବାରକୋଟରେ ବାଦଲ ଫଟା ବର୍ଷାରେ ଭାସିଗଲେ 17 ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ବାରକୋଟ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ଯୋଗୁଁ…

ଟିମ୍ ଇଣ୍ଡିଆ ପାଇଁ ଗୁଡ୍ ନ୍ୟୁଜ୍, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିପାରନ୍ତି ଜସପ୍ରିତ ବୁମରାହ

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯିବ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ । ଏହି ମ୍ୟାଚ୍ ପଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶନିବାର ଅର୍ଥାତ୍ ଜୁନ 28 ରେ ଟିମ ଇଣ୍ଡିଆର ଖେଳାଳିମାନେ…

ଜଲଦି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲ ଦର, ଅନେକ ସ୍ଥାନରେ କମିଲା ମୂଲ୍ୟ

ଭୁବନେଶ୍ବର: ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ? ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି । ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରତିଦିନ ତେଲର ନୂଆ ଦର…

ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା ୨୦୨୫: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟାଇମ ଟେବଲ ଜାରି, ଏହି ତାରିଖରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୫ ମସିହାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସମୟ ସାରଣୀ ପ୍ରକାଶ କରିଛି। ଏହି ପରୀକ୍ଷାଗୁଡ଼ିକ ଜୁଲାଇ ୧୫, ୨୦୨୫ ଠାରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା, ମିଳିବ ଦରମା

ଭୁବନେଶ୍ବର: ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝା ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଶୁ ସେବିକାମାନେ ଶ୍ରେଣୀଗୃହରେ କୁନିପିଲାଙ୍କୁ ସହାୟତା କରିବେ । ଫଳରେ…

ଭାରତରେ ମୋବାଇଲ ୟୁଜର୍ସଙ୍କୁ ମିଳିଲା ଜରୁରୀକାଳୀନ ଆଲର୍ଟ ମେସେଜ, ଚାରିଆଡ଼େ ବାଜିଉଠିଲା ଫୋନ

ନୂଆଦିଲ୍ଲୀ: ଶନିବାର ଦିନ ଭାରତର କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କ ଫୋନରେ ଏକ ଜରୁରୀକାଳୀନ ଆଲର୍ଟ ମେସେଜ ପହଞ୍ଚିଥିଲା, ଯାହା ସହିତ ଫୋନଗୁଡ଼ିକ ଜୋରରେ ବାଜି ଉଠିଥିଲା। ଏହି ଆଲର୍ଟ ଭାରତ ସରକାରଙ୍କ ଟେଲିକମ ବିଭାଗ…