Browsing Category
Top Stories
ସ୍ନାନ ମଣ୍ଡପରେ ରକ୍ତ ଛିଟା… ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ
ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ଦୁଇ ଦୁଇଟି ଅଘଟଣ ଘଟିଛି । ସକାଳେ ଜଣେ ଭକ୍ତଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ସ୍ନାନ ମଣ୍ଡପରେ ରକ୍ତ ଛିଟା ଲାଗିଥିବା ସୂଚନା ମିଳିଛି । ଯେଉଁ କାରଣରୁ ମହାପ୍ରଭୁଙ୍କ…
କାନ୍ଦୁଛି ଶବର ପାହାଡ଼, ରକ୍ତକୁ ଖୋଜୁଛି ରକ୍ତ: ବାପା-ଭାଇ-ପୁଅଙ୍କୁ ଅପେକ୍ଷା କରି ରହିଛନ୍ତି ୨୦୦ରୁ ଅଧିକ ମର ଶରୀର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ମାନବ ସମାଜ ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣାକୁ ଏହା ମଧ୍ୟରେ ୪୦ ଘଣ୍ଟାରୁ ଅଧିକ…
ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ: କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ କରୁଥିଲେ ଯାତ୍ରା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ଗୁହ୍ୱାଟୀ: ରବିବାର ସକାଳେ ବିମାନ ଉଡ଼ାଣର କିଛି ମିନିଟ ମଧ୍ୟରେ ଗୁହ୍ୱାଟୀରୁ ଆସାମର ଡିବ୍ରୁଗଡ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଗୋପୀନାଥ ବୋର୍ଡୋଲାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିଛି। ବିମାନରେ ଜଣେ…
ରିଲାଏନ୍ସ ଏବଂ ICICI ବ୍ୟାଙ୍କରେ ନିବେଶକଙ୍କୁ ହେଲା ୩୪୦୦୦ କୋଟିର କ୍ଷତି, ଏୟାରଟେଲ ଏବଂ SBIରେ ହେଲା ଲାଭ
ନୂଆଦିଲ୍ଲୀ: ପୂର୍ବ ସପ୍ତାହ ତୁଳନାରେ ଶ୍ରେଷ୍ଠ ୧୦ ସେନ୍ସେକ୍ସ କମ୍ପାନୀର ୭ ର ବଜାର କ୍ୟାପ୍ ବୃଦ୍ଧି ପାଇଛି । ଗତ ସପ୍ତାହରେ ଏହି କମ୍ପାନୀଗୁଡିକର ବଜାର କ୍ୟାପ୍ ସାମୂହିକ ଭାବରେ ୬୫,୬୫୬.୩୬ କୋଟି ଟଙ୍କା ହ୍ରାସ…
ସୁପ୍ରିମକୋର୍ଟରେ ପହଞ୍ଚିଲା ଟ୍ରେନ୍ ଦୁର୍ଘଟଣା ମାମଲା, ‘କବଚ’ ସିଷ୍ଟମ ଶୀଘ୍ର ଲାଗୁ କରିବାକୁ ଉଠିଲା ଦାବି
ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣାର ତଦନ୍ତ ମାମଲଶ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଳ ତିୱାରୀ ନାମକ ଜଣେ ଓକିଲ ଏହି ପ୍ରସଙ୍ଗରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ଯଥାଶୀଘ୍ର ଦୁର୍ଘଟଣାକୁ…
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ବାହାରିଲା ନିଯୁକ୍ତି , ବିନା ପରୀକ୍ଷାରେ ଚାକିରିର ସୁଯୋଗ, ଦରମା ୭୫ ଲକ୍ଷ
ନୂଆଦିଲ୍ଲୀ : ସ୍ପେଶାଲିଷ୍ଟ କ୍ୟାଡ଼ର ଅଫିସର(sco) ପଦବୀ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI)୨୦୨୩ରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛିା ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୋଗ୍ୟ…
ବିଧାନସଭାରେ ସମସ୍ତ ବିଧାୟକଙ୍କ ଟେବୁଲରେ ଲାଗିବ କମ୍ପ୍ୟୁଟର: କାଗଜବିହୀନ ପ୍ରଣାଳୀକୁ କରାଯିବ ଅଧିକ କ୍ରିୟାଶୀଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନୂଆ ଯୋଜନା ପ୍ରଣୟନ କରିଥାନ୍ତି । ଶିକ୍ଷା ଠାରୁ ଆରମ୍ଭ କରି କୃଷି, ସ୍ୱାସ୍ଥ୍ୟ, ଗମନାଗମନା…
ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫: ସୂଚନା ଦେଲେ ମୁଖ୍ୟ ସଚିବ ପ୍ରଦୀପ ଜେନା
ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ନେଇ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ପ୍ରଦୀପ ଜେନା, ସଠିକ ମୃତ୍ୟୁ ସଂଖ୍ୟା ୨୭୫ ବୋଲି କହିଛନ୍ତି । ଗୋଟିଏ ଗୋଟିଏ ମୃତଦେହକୁ ୨…
Exclusive: ଜଣଙ୍କ ଭୁଲ୍ ପାଇଁ ଚାଲିଗଲା ୩୦୦ରୁ ଅଧିକ ଜୀବନ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ- ରେଳମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଚାଲିଯିବା ସହିତ ଏକ ହଜାରରରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।…
ଚାରିଧାମ ଯାତ୍ରା ୨୦୨୩: ତୀର୍ଥଯାତ୍ରୀଙ୍କ ସଂଖ୍ୟା ପାର କଲା ୨୦ ଲକ୍ଷ, ଏବେ ପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ କରିଛନ୍ତି ପଞ୍ଜୀକରଣ
ନୂଆଦିଲ୍ଲୀ: ଚାରଧାମ ଯାତ୍ରା ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଛି। ସର୍ବାଧିକ ୭.୧୩ ଲକ୍ଷ ତୀର୍ଥଯାତ୍ରୀ ବାବା କେଦାର ନାଥ ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ୪୦…