Browsing Category
Top Stories
Video: ଝିଅକୁ ୨୫ ଥର ଛୁରୀରେ ଆକ୍ରମଣ କଲା ବାପା, ସ୍ତ୍ରୀକୁ ମଧ୍ୟ କରିଛି ଆହତ
ସୁରଟ: ଦିଲ୍ଲୀର ଶାହାବାଦ ଡେୟରୀ ହତ୍ୟାକାଣ୍ଡର ବିପଜ୍ଜନକ ଭିଡିଓ ଭାଇରାଲ ହେବା ପରେ ଏବେ ଗୁଜୁରାଟର ସୁରଟରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କର ୧୯ ବର୍ଷର ଝିଅକୁ ହତ୍ୟା କରୁଥିବା…
ଯୁକ୍ତଦୁଇ ରେଜଲ୍ଟ ଜାଣିବାରେ ସମସ୍ୟା! ୱେବସାଇଟ୍ ଖୋଲୁନାହିଁ, ଚିନ୍ତାରେ ଛାତ୍ରଛାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ଆଜି ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ବିଷୟର ରେଜଲ୍ଟ ପ୍ରକାଶ ପାଇଛି । ସକାଳ ୧୧ଟା ସମୟରେ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ…
ସାନ୍ ଫ୍ରାନସିସକୋରେ ରାହୁଲଙ୍କ ମୋଦୀଙ୍କୁ ନିଶାନା, କହିଲେ ଆମେ ପ୍ରେମ ବଦଳରେ ଘୃଣାକୁ ହରାଇବା
ସାନ୍ ଫ୍ରାନସିସକୋ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଆମେରିକା ଗସ୍ତରେ ଯାଇ ସାନ୍ ଫ୍ରାନସିସକୋରେ ପହଞ୍ଚିଛନ୍ତି । ସେଠାରେ ସେ ଭାରତୀୟଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହି ଅବସରରେ…
ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ‘ମୁଖ୍ୟମନ୍ତ୍ରୀ ଶିକ୍ଷକ ପରିଧାନ ଯୋଜନା’: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୟୁନିଫର୍ମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରାଯାଉଥିବା ବେଳେ ଏବେ…
ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ, ସ୍ୱତନ୍ତ୍ର ନୀତି ଲାଗି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
ଭୁବନେଶ୍ୱର:ଅପରାହ୍ମ ୧ଟାରୁ ୫ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । କାରଣ ଆଜି ହେଉଛି ଏକାଦଶୀ ତିଥି । ଏହି ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍କିଣୀଙ୍କୁ ବିବାହ…
(Video) ‘ନଜର ହଟିଲା, ଦୁର୍ଘଟଣା ଘଟିଲା’: ୦.୧ ସେକେଣ୍ଡରେ ଦୁର୍ଘଟଣା ଘଟିପାରେ, ଏସଟିଏର ସଚେତନତା ବାର୍ତ୍ତାରେ ଧୋନୀଙ୍କ ଷ୍ଟମ୍ପିଂ ଆଉଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସାମାନ୍ୟ ଅସାବଧାନତା କାରଣରୁ ଅନେକ ସମୟରେ ବଡ଼ ବଡ଼ ଦୁର୍ଘଟଣା ଘଟୁଛି । ଏହାଫଳରେ ଅକାଳରେ ଅନେକଙ୍କର ମୃତ୍ୟୁ ଘଟିବା…
ଖୁସି ଖବର: DAକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି! କେନ୍ଦ୍ରୀୟ କର୍ମଚାରୀଙ୍କର ବଢିପାରେ ଦରମା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ବଢିବ ବୋଲି…
ଦୁର୍ଘଟଣାରେ କମ୍ପି ଉଠିଲା ଧରିତ୍ରୀ: ଦ୍ରୁତ ଗତିରେ ଯାଉଥିବା କାର ଗଛ ସହ ପିଟିହେଲା, ନିଆଁରେ ଜଳିଗଲେ ୪ ଯାତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ମଣିଷ ପାଇଁ କୌଣସି କାଳଠାରୁ କମ୍ ନୁହେଁ । ଦୁର୍ଘଟଣା କାହାକୁ ଜଣାଇ ଆସିନଥାଏ । ଅଚାନକ ଆସିଥାଏ ଓ ଅନେକଙ୍କର ଜୀବନର ଦୀପକୁ ଲିଭାଇ ଦେଇ ଚାଲିଯାଇଥାଏ । ତେବେ ଏହା ମଧ୍ୟରେ ଆଜି…
(Video) ସରକାର ଶୁଣିଲେ ଦୁଃଖ: ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା
ଭୁବନେଶ୍ୱର: ବଲାଙ୍ଗିରର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲୀ ଯୁକ୍ତ ୨ ପରୀକ୍ଷାରେ ଜିଲ୍ଲା ଟପର ହୋଇଛନ୍ତି । ସେ ଆଗକୁ ଆହୁରୀ ପାଠ ପଢି ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି । ହେଲେ ଆର୍ଥିକ ଅସୁବିଧା ଥିବାରୁ…
ଆଶ୍ଚର୍ଯ୍ୟଜନକ ଘଟଣା! ଜଣେ ବ୍ୟକ୍ତିଙ୍କର ଛାତିର ଡାହାଣ ପଟେ ରହିଥିଲା ‘ହୃଦୟ’, ଜୀବନ ପ୍ରତି ବିପଦ ଅଛି କି
ନୂଆଦିଲ୍ଲୀ: ମଣିଷର ଶରୀରର ଛାତିର ବାମ ପଟେ ହୃଦୟ ବା ଦିଲ୍ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କର ଶରୀରର ଡାହାଣ ପଟେ ତାଙ୍କର ହୃଦୟ ରହିଥିଲା ।…