Browsing Category
Top Stories
IPL Record Alert; ‘ବିରାଟ’ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି: ଐତିହାସିକ ଶତକ ସହିତ ପଛରେ ପଡିଲେ ବଡ ଖେଳାଳି
ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଷ୍ଟାର ଖେଳାଳି ବିରାଟ କୋହଲି । ଏହାସହିତ ଆଇପିଏଲ କ୍ୟାରିୟରରେ ନିଜର ଷଷ୍ଠ ଶତକ ହାସଲ କରିଛନ୍ତି ବିରାଟ । ଏହି ମ୍ୟାଚରେ କୋହଲିଙ୍କ…
ହାଇ କୋଲେଷ୍ଟ୍ରଲ ଯୋଗୁଁ ବଢୁଛି ହାର୍ଟ ଆଟାକ ଆଶଙ୍କା: ବର୍ତ୍ତିବା ପାଇଁ ଆପଣାନ୍ତୁ ଏହି ଉପାୟ
ଆଜିକାଲି ଅସ୍ୱାସ୍ଥ୍ୟକର ଲାଇଫଷ୍ଟାଇଲ କାରଣରୁ ଲୋକଙ୍କ ଠାରେ ଦ୍ରୁତ ଭାବରେ ହାଇ କୋଲେଷ୍ଟ୍ରଲ ବଢ଼ୁଛି । ଅଧିକ ମାତ୍ରାରେ ଫ୍ୟାଟ୍ସ ବାଲା ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ, ମୋଟାପଣ, ସ୍ମୋକିଂ ଓ ଡ୍ରିଙ୍କ ପାଇଁ ଶରୀରରେ…
ରାଶିଫଳ(ଶୁକ୍ରବାର,୧୯ ମେ,୨୦୨୩)
ମେଷ - ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ନିକଟ ସମ୍ପର୍କୀୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ। ଶ୍ରବଣା ନକ୍ଷତ୍ର ଅନ୍ୟର ବିନା ସାହାଯ୍ୟରେ…
ସୁପ୍ରିମକୋର୍ଟକୁ ଆଜି ମିଳିବେ ୨ ନୂଆ ବିଚାରପତି: କେ.ଭି ବିଶ୍ୱନାଥନ-ଜଷ୍ଟିସ ପ୍ରଶାନ୍ତ ମିଶ୍ରା ନେବେ ଶପଥ
ନୂଆଦିଲ୍ଲୀ: ଆଜି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମିଳିବେ ଦୁଇ ନୂଆ ବିଚାରପତି । ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ…
ଅଦ୍ଭୁତ ସଂଯୋଗ! କାଲି ଗିରଫ ହେଲା, ଆଜି ପ୍ରାଣ ହରାଇଲା ବାଣ ମାଲିକ ଭାନୁ
କଟକ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ମାମଲାରେ ଆସିଛି ଆଉ ଏକ ନୂଆ ଟ୍ୱିଷ୍ଟ । ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ବାଣ ମାଲିକ ଭାନୁ ବାଗର ମୃତ୍ୟୁ ହୋଇଥିବା ଜଣାଯାଇଛି । କଟକର ଏକ ଘରୋଇ ହସ୍ପିଟାଳରେ ଚିକିତ୍ସିତ…
୨୭ ଦିନ, ୫୮ ମୃତ୍ୟୁ: ସହଜ ନୁହେଁ ଚାରି ଧାମ ଯାତ୍ରା, କେଦାରନାଥରେ ହୃଦଘାତରେ ଅଧିକ ମୃତ
ନୂଆଦିଲ୍ଲୀ: ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଚାରିଦାମ ଯାତ୍ରା ଚଳିତବର୍ଷ କଷ୍ଟକର ହୋଇପଡିଛି । ବାରମ୍ବାର ପାଣିପାଗ ବଦଳିବା କାରଣରୁ ଶ୍ରଦ୍ଧାଳୁଙ୍କ ସହ ପ୍ରଶାସନ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛି । ତେବେ ଆଜି…
ସାବିତ୍ରୀ ବ୍ରତ ଦିନ କରନ୍ତୁ ନାହିଁ ଏହି କାମ: ନହେଲେ ରାଗିଯିବେ ମା’, ଜାଣନ୍ତୁ ପୂଜା ନିୟମ
ସାବିତ୍ରୀ ଓଷା ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା । ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ; ତେଣୁ ଏହା ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା…
ଖିମଜୀ ଜୁଏଲର୍ସର ‘ଶୁଭ ସାବିତ୍ରୀ ବ୍ରତ’ ଅଫର୍: ଗଢା ମୂଲ୍ୟ ଉପରେ ୩୦% ରିହାତି
ଭୁବନେଶ୍ୱର: ଓଡିଶାର ପ୍ରସିଦ୍ଧ ଅଳଙ୍କାର ବ୍ରାଣ୍ଡ୍, ଖିମଜୀ ଜୁଏଲର୍ସ ସମସ୍ତ ବିବାହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ' ଅଫର୍ର ଘୋଷଣା କରିଛି । ସାବିତ୍ରୀ ବ୍ରତ ହେଉଛି ଉତ୍ସବ ଏବଂ ଭକ୍ତିର ଦିନ ।…
ଜଳସମ୍ପଦ ବିଭାଗର ୩୫୨ ସବଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ଏହି ମୁଖ୍ୟମନ୍ତ୍ରୀ
ରାୟପୁର: ଛତିଶଗଡ ସରକାର ବିଭିନ୍ନ ପଦବୀରେ ନିଯୁକ୍ତି କରୁଛନ୍ତି । ଯେଉଁଥିପାଇଁ ବହୁ ସଂଖ୍ୟକ ଯୁବକ ସରକାରୀ ସେବା ପାଇଁ ସୁଯୋଗ ପାଇଛନ୍ତି । ଜଳ ସମ୍ପଦ ବିଭାଗ ମଧ୍ୟ ୩୫୨ ସବ୍-ଇଞ୍ଜିନିୟର ନିଯୁକ୍ତ କରିଛି । ଧମତରୀରେ…
ଆପଣଙ୍କ ରାଶି ହିସାବରେ କେଉଁ ଚାକିରି ବେଷ୍ଟ: ଟପରେ ପହଞ୍ଚିବା ହୋଇଯିବ ଅତି ସହଜ
ସବୁ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଚାହାନ୍ତି। ଏଥିପାଇଁ ସେମାନେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। କିନ୍ତୁ ଏସବୁ ପରିଶ୍ରମ ପରେ ମଧ୍ୟ ବେଳେବେଳେ ଦେଖିବାକୁ ମିଳେ ଯେ ଆପଣ ଯେତେ ମାତ୍ରାରେ ପରିଶ୍ରମ କରୁଛନ୍ତି…