Browsing Category

Top Stories

ରାତିରେ ନିଦ ନହେବାର ରହିଛି ଅନେକ କାରଣ: ଆଜିଠୁ ବଦଳାନ୍ତୁ ଏହି ଅଭ୍ୟାସ

ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ସଠିକ୍ ସମୟରେ ଶୋଇବା  ମଧ୍ୟ ଜରୁରୀ ଅଟେ। ନିରାମୟ ଜୀବନ , ଶାରୀରକ, ମାନସିକ ସୁସ୍ଥତା ପାଇଁ ଆବଶ୍ୟକ ନିଦ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ବିଶେଷଜ୍ଞ ମାନେ ଦିନକୁ ୮ରୁ…

ଆଜିଠୁ କଲବଲ କରିବ ତାତି, ଜଳିବ ସାରା ଓଡ଼ିଶା: ୪୫ ଡିଗ୍ରୀ ପାର୍‌ କରିପାରେ ତାପମାତ୍ରା

ଭୁବନେଶ୍ବର : ୧୫ ତାରିଖ ଠାରୁ ଅଧିକ ତାତିର ପ୍ରଭାବ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ…

ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତ ରବିବାର ଥାଇଲ୍ୟାଣ୍ଡ ପାରା ବ୍ୟାଡମିଣ୍ଟନ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଏକକ 'SL ୩' ଫାଇନାଲରେ ପ୍ରମୋଦ ଇଂଲଣ୍ଡର…

(Video)ସୁନୀଲଙ୍କ Super Ball, ବୁଝି ପାରିଲେନି ବ୍ୟାଟ୍ସମ୍ୟାନ: ଫଳ-ମିଳିଲା ବଡ ଉପହାର

ନୂଆଦିଲ୍ଲୀ: ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ-କୋଲକାତା ମଧ୍ୟରେ ଖେଳାଯାଉଛି ଚଳିତ ଆଇପିଏଲ ସିଜନର ୬୧ତମ ମ୍ୟାଚ । ତେବେ ଏହି ମ୍ୟାଚରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବଲ୍ । କୋଲକାତାର ଷ୍ଟାର…

କର୍ଣ୍ଣାଟକ: ୨୦୦ ରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ଅମାନତ ହରାଇଲା AAP; ମିଳିଲା NOTA ଠାରୁ କମ୍ ଭୋଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ବାହାରି ସାରିଛି। କଂଗ୍ରେସ ୧୩୫ ଟି ଆସନରେ ବାଜିମାତ କରି ଏକ ବମ୍ପର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ଉଭୟ ବିଜେପି ଏବଂ ଜେଡିଏସର ଆସନ ହ୍ରାସ ପାଇଛି। ରାଜ୍ୟରେ…

ମେଟ୍ରୋରେ ମିଳିବ ୪୦୦ ନୂଆ ନିଯୁକ୍ତି: ମିଳିବ ବଢିଆ ଦରମା

ନୂଆଦିଲ୍ଲୀ: ମେଟ୍ରୋ ଟ୍ରେନ ଏବଂ ସରକାରୀ ଚାକିରି ଖୋଜୁଥିବା ଯୁବପିଢୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ ଆସିଛି । ମୋଟ ୪୦୦ ପଦ ପାଇଁ ନିଯୁକ୍ତି ।ଣିଛି ମେଟ୍ରୋ ରେଲୱେ । ଷ୍ଟ୍ରେସନ କଣ୍ଟ୍ରୋଲର, ଟ୍ରେନ ଅପରେଟର,…

ଭୁବନେଶ୍ୱରଠାରେ ଆରମ୍ଭ ହେଲା ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ ଆଜି ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି । ଚାରିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ…

World Cup-2023 ରେ ଏହି ଖେଳାଳିଙ୍କୁ ନେଇ ହେବ Playing XI ! ଭାରତକୁ ଟ୍ରଫି ଜିତାଇବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଏହି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ…

‘ମୋର ମୃତ୍ୟୁ ହୋଇଯାଇଥାନ୍ତା’; ଆଇପିଏଲ୍ ମଝିରେ ଆଶ୍ଚର୍ଯ୍ୟକର ଖୁଲାସା କଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭଲ ଫର୍ମରେ ଅଛନ୍ତି । ପ୍ରାରମ୍ଭିକ ଓଭରରେ ପ୍ରତିପକ୍ଷଙ୍କୁ ଝଟକା ଦେଇ ମୂଳଦୁଆ ଦୋହଲାଇ ଦେଉଛନ୍ତି । ଚଳିତ…

ଚାକିରି କରିଥିବା ଯୁବତୀଙ୍କୁ ଅଧିକ ପସନ୍ଦ କରନ୍ତି ପୁରୁଷ, ଜାଣନ୍ତୁ କାହିଁକି ?

ଅଧିକାଂଶ ଯୁବକ ଜବ୍ କରିଥିବା ଯୁବତୀଙ୍କୁ ନିଜ ଲାଇଫ୍ ପାର୍ଟନର କରିବାକୁ ପସନ୍ଦ କରନ୍ତି । ବର୍ତ୍ତମାନ ସମୟର ଟ୍ରେଣ୍ଡ୍ ବଦଳିଯାଇଛି । ସୁନ୍ଦର, ଶୁଶିଳ ଏବଂ ଘରୋଇ କାର୍ଯ୍ୟ କରୁଥିବା ଯୁବତୀଙ୍କ ଅପେକ୍ଷା ଚାକିରି…