fbpx
Browsing Category

Top Stories

ବଢିଲା ସରକାରଙ୍କ ଆୟ, ପ୍ରତ୍ୟକ୍ଷ ଟିକସ୍ ସଂଗ୍ରହ ୨୬% ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ଆଖିଦୃଶିଆ ବୃଦ୍ଧି ପାଇଛି। ୧୭ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୬ ପ୍ରତିଶତ ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟି ପାର କରିଛି।…

ସାମ୍ନାକୁ ଆସିଲା FIFA World Cupର କଳା ରହସ୍ୟ! ଷ୍ଟାଡିୟମ ନିର୍ମାଣରେ ମୃତ୍ୟୁବରଣ କରିଛନ୍ତି ୬ ହଜାର ଭାରତୀୟ ଶ୍ରମିକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ ବର୍ତ୍ତମାନ ବିଦାୟ ନେବାକୁ ଯାଉଛି । ଆଜିର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିବ । ଏହାପରେ ବିଶ୍ୱର ଫୁଟବଲ କ୍ରିଡ଼ାପ୍ରେମୀଙ୍କୁ ମିଳିଯିବ…

Video: ଦ୍ରୁତଗତିରେ ଆସି ଫୁଟପାଥରେ ତିନି ନାବାଳକଙ୍କ ଉପରେ ମାଡ଼ିଗଲା କାର୍, ଚାଳକ ଗିରଫ

ନୂଆଦିଲ୍ଲୀ: ଡ୍ରାଇଭରଙ୍କ ଅବହେଳା ପାଇଁ ତିନି ନିରୀହ ନାବାଳକଙ୍କ ଉପରେ ମାଡ଼ିଗଲା କାର୍ । ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଦିଲ୍ଲୀର ଗୁଲାବି ବାଗ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଗାଡି ଚଳାଇବା ଶିଖୁଥିବା ଜଣେ…

କିଡନୀ ବଦଳରେ ପୂରା ହେଲା ମହିଳାଙ୍କ ସ୍ୱପ୍ନ; ମିଳିଲା ୧୧ ଲକ୍ଷ ଟଙ୍କାର ବାଇକ

ନୂଆଦିଲ୍ଲୀ: ଅନେକ ଥର ଏପରି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଶ ତଥା ବିଶ୍ୱରୁ ସାମ୍ନାକୁ ଆସିଥାଏ ଯେଉଁଥିରେ ଲୋକମାନେ ନିଜ ପ୍ରିୟଜନଙ୍କ ପାଇଁ କିଡନୀ ଦାନ କରିଥାନ୍ତି । କିନ୍ତୁ ବହୁତ କମ ଲୋକ ଏପରି କାର୍ଯ୍ୟ…

ଛାତ୍ରଛାତ୍ରୀ ଯେଉଁ ବିଷୟରେ ଖରାପ ପ୍ରଦର୍ଶନ କରିବେ ସେଥିପାଇଁ ଶିକ୍ଷକ ଦାୟୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀରେ ପିଲା ମାନଙ୍କର ପାଠପଢା ଗଭୀର ଭାବେ ପ୍ରଭାଭିତ ହୋଇଥିଲା। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦଶମ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ କିଭଳି…

ଓଡ଼ିଶା ଆସିବେ ପ୍ରିୟଙ୍କା: ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ସେହି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ନିକଟରେ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ…

ପ୍ରେମ ଓ ଅନ୍ୟ ଜାତିରେ ବିବାହ ଯୋଗୁଁ ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି: ମୁଖ୍ୟବିଚାରପତି

ନୂଆଦିଲ୍ଲୀ: ପ୍ରେମ ପ୍ରସଙ୍ଗ ଓ ଅନ୍ୟ ଜାତିରେ ବିବାହ ଯୋଗୁଁ ଦେଶରେ ଅନର୍ କିଲିଂ ବୃଦ୍ଧି ପାଉଛି ବୋଲି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଶନିବାରସେ କହିଛନ୍ତି ଯେ ପ୍ରତିବର୍ଷ…

ରାଜ୍ୟରେ ଶୀତ ଲହରୀ ଜାରି; ପାରଦ ଖସିବ ଆଉ ୪ ଡିଗ୍ରୀ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଉଛି । ତେବେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଉତ୍ତରପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବେଶ କରିବାରୁ ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବ…

Video: ଏଭରେଷ୍ଟ ପର୍ବତକୁ ଯିବାର ଇଚ୍ଛା ପୂରଣ କଲେ ବୃଦ୍ଧ ଦମ୍ପତି, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଅନେକ ବୃଦ୍ଧ ବ୍ୟକ୍ତି ଅନୁଭବ କରନ୍ତି ଯେପରି ଦୁନିଆ ସେମାନଙ୍କ ବିନା ଆଗକୁ ବଢୁଛି । କାରଣ ବୟସ ବଢିବା ସିତ ସେମାନେ ପ୍ରାୟତ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ହରାନ୍ତି । କେତେକ ଲୋକ ଏପରିକି…

୨୫ଟି ବ୍ୟାଙ୍କିଂ ସେବା ଏବେ ମାଗଣା: IDFC First Bankର ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜିକାଲିର ସମୟରେ ବ୍ୟାଙ୍କିଂ ସେବା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ପାଇଁ ନିହାତି ଅପରିହାର୍ଯ୍ୟ । ତେବେ ଅନେକ ସମୟରେ ବ୍ୟାଙ୍କିଂ ସର୍ଭିସ ଉପରେ ଲାଗୁ ହେଉଥିବା ଚାର୍ଜକୁ ନେଇ ଗ୍ରାହକମାନେ ଅନନ୍ତୁଷ୍ଟ…