fbpx
Browsing Category

Top Stories

ତଦନ୍ତ ଆରମ୍ଭ କଲା ED, ଖୋଲିବା ଅର୍ଚ୍ଚନା ନାଗ’ର ଅର୍ଥନୈତିକ ଅପରାଧ ଲିଙ୍କ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବିରୁଦ୍ଧରେ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି…

IOCL ରେ ଆବେଦନ କରିବାକୁ ଡେଡ଼ଲାଇନ ପାଖେଇ ଆସୁଛି : ଜାଣନ୍ତୁ କଣ ରହିଛି ପ୍ରୋସେସ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌(IOCL) ରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲ୍‌ରେ ଅଲଗା ଅଲଗା ଟ୍ରେଡ/ଟେକ୍ନସିଆନ ଅପାରଣ୍ଟିସ ପଦବୀ ପାଇଁ ରୋଜଗାର ସମାଚାର ପତ୍ରରେ…

ଭକ୍ତ ହେବେ ନିରାଶ! ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଧବଳେଶ୍ୱର ଝୁଲାପୋଲ

ଆଠଗଡ଼(ଓଡ଼ିଶା ଭାସ୍କର): ଗୁଜରାଟ ଝୁଲାପୋଲ ଛିଡ଼ିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ଆଗକୁ ବଡ଼ ଓଷା ଥିବା ବେଳେ ଧବଳେଶ୍ୱର ଝୁଲାପୋଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ରଖାଯାଇଛି । ସ୍ଥିତି ଅନୁଧ୍ୟାନ…

Record Breaker King kohli:ଟି -୨୦ ବିଶ୍ୱକପ୍‌ ଟପ୍ ସ୍କୋରର ତାଲିକାର ସର୍ବୋଚ୍ଚ ରେ କୋହଲି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ଦମଦାର କମ ବ୍ୟାକ ଦେଖିବାକୁ ମିଳିଛି। ଏହାସହ ଆଉ ଏକ ବିଶ୍ୱ ରେକର୍ଡ ତାଙ୍କ ନାମରେ ଯୋଡି ହେଇଛି। କାରଣ ସେ ବାଂଲାଦେଶ ବିପକ୍ଷ ଭାରତ…

ଜୀବନରେ ୮୭ ଥର ବାହାହୋଇସାରିଛି ଏହି ବ୍ୟକ୍ତି: ୮୮ଥର ବର ହେବାକୁ ପୁରା ରେଡ୍ଡି!

‘ବାହା ହୋଇ ପସ୍ତଉଛି’ ବୋଲି ଅନେକ ବିବାହିତ ଲୋକଙ୍କ ମୁହଁରୁ ଆପଣମାନେ ନିଶ୍ଚିତ ଶୁଣିଥିବେ । ଗୋଟିଏ ସମ୍ପର୍କକୁ ସମ୍ଭାଳିବା ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଉଛି । କିନ୍ତୁ କିଛି ସାହାସୀ ଲୋକ ଜୀବନ ଅନେକ…

ଇତିହାସ ରଚିଲେ ସୂର୍ଯ୍ୟକୁମାର ଯାଦବ, ଟି -୨୦ ମାନ୍ୟତାରେ ହେଲେ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ମାତ୍ର କିଛି ଦିନ ମଧ୍ୟରେ ନିଜର ଧମାକାଦାର ପ୍ରଦର୍ଶନ ବଳରେ ଆଇସିସି ଟି-୨୦ ବ୍ୟାଟିଂ ର‌୍ୟାଙ୍କିଙ୍କ୍‌ର ଶୀର୍ଷରେ ପହଞ୍ଚିଛନ୍ତି । ବୁଧବାର ଜାରି…

ଉପ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ Y+ ସିକ୍ୟୁରିଟି, ଦେବେନ୍ଦ୍ର ଫଡଣବିସ କହିଲେ- ଅମୃତା ଦାବି କରିନଥିଲେ

ମୁମ୍ବାଇ: ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ପତ୍ନୀ ଅମୃତା ଫଡଣବିସଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଅମୃତା ଫଡଣବିସଙ୍କୁ ପୂର୍ବରୁ ଏକ୍ସ କାଟାଗୋରୀର ସୁରକ୍ଷା ଯୋଗାଇ…

ଏଡିଲେଡ୍‌ରେ ପ୍ରବଳ ବର୍ଷା, ଅଟକିଲା ଭାରତ-ବାଂଲାଦେଶ ମ୍ୟାଚ୍, ଲାଗୁ ହେବ କି ଡକୱର୍ଥ ଲୁଇସ୍ ନିୟମ ?

ଆଡିଲେଡ୍‌: ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସୁପର ୧୨ ପର୍ଯ୍ୟାୟ ମ୍ୟାଚ୍ ଚାଲିଛି । ଏହି ମ୍ୟାଚ୍‌ରେ ଭାରତ ପାଇଁ ପୁଣି ବର୍ଷା ବାଧକ ସାଜିଛି । ଏଡିଲେଡ୍‌ରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି ।…

ସରକାରଙ୍କ ନୂଆ ସୁବିଧା: ଏବେ ଘରେ ବସି ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ଗହମ ଓ ଚାଉଳ ରାସନ କାର୍ଡ ମାଧ୍ୟମରେ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ…

ମୋରବି ଦୁଃଖଦ ଘଟଣାରେ କ୍ଷୁବ୍ଧ ବାର ଆସୋସିଏସନ, କୌଣସି ଓକିଲ ଲଢିବେ ନାହିଁ ଅଭିଯୁକ୍ତଙ୍କ କେସ୍

ଅହମ୍ମଦାବାଦ: ମୋରବି ଦୁଃଖଦ ଘଟଣାରେ କ୍ଷୁବ୍ଧ ବାର ଆସୋସିଏସନ। କୌଣସି ଓକିଲ ୯ ଜଣ ଅଭିଯୁକ୍ତଙ୍କ କେସ୍ ଲଢିବେ ନାହିଁ। ମୋରବି ବାର ଆସୋସିଏସନ ଏବଂ ରାଜକୋଟ ବାର ଆସୋସିଏସନ ଏମିତି ନିଷ୍ପତ୍ତି ନେଇଛନ୍ତି। ମୋରବି…