fbpx
Browsing Category

Top Stories

ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି: ଗୁଜୁରାଟ ଦୁର୍ଘଟଣା ପରେ ସଜାଗ ହେଉଛି ପ୍ରଶାସନ

ଆଠଗଡ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବାବା ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଝୁଲାପୋଲର ମରାମତି ପାଇଁ ଏଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । ଗୁଜୁରାଟର ମାଛୁ ନଦୀ ପୋଲ ଛିଡିବା ଘଟଣା…

ପୋଲ ଛିଡିବା ଘଟଣାରେ ୪ ଗିରଫ: ୯ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲା ପୋଲିସ

ଗୁଜୁରାଟ: ଗୁଜୁରାଟର ମାଛୁ ନଦୀ ଝୁଲାପୋଲ ଛିଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫୦ର ନିକଟତର ହେବାକୁ ଲାଗିଲାଣି । ଏଭଳି ଏକ ବିରାଟ ଅଘଟଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ତେବେ ବର୍ତ୍ତମାନ ଏହି ମାମଲାରେ…

୨୦୨୨ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ‘ସ୍ପେଶିଆଲ ଅପରେସନ୍ ମେଡାଲ୍‌’

୨୦୨୨ ବର୍ଷ ପାଇଁ ୪ ଟି ସ୍ୱତନ୍ତ୍ର ଅପରେସନ୍ କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ପେଶିଆଲ୍‌ ଅପରେସନ୍ ମେଡାଲ” ମିଳିଛି। ଏହି ପଦକ ବ୍ୟବସ୍ଥାକୁ ୨୦୧୮ ରେ ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ସ୍ତରର ଯୋଜନା,…

PM Kisaan Yojana ହିତାଧିକାରୀମାନଙ୍କ ପାଇଁ ବଡ ଖବର: ଷ୍ଟାଟସ ଚେକ କରିବା ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡରେ ବେନିଫିସିଆରୀ ଷ୍ଟାଟସ ଚେକ କରିପାରିବେନି ହିତାଧିକାରୀ । ପିଏମ କିସାନ ଯୋଜନାରେ ଏକ ବଡ ପରିବର୍ତ୍ତନ କରିଛନ୍ତି ସରକାର । ଏବେ ଆଧାର କାର୍ଡରେ ଷ୍ଟାଟସ ଚେକ କରିପାରିବେ ନାହିଁ…

ଗୁଗୁଲ ପ୍ଲେଷ୍ଟୋରରୁ ହଟାଇଲା ଏହି ୧୩ଟି ବିପଦଜ୍ଜନକ ଆପ୍; ଆପଣଙ୍କ ଫୋନରେ ଥିଲେ ଏହି ଆପ୍ ତୁରନ୍ତ କରନ୍ତୁ ଡିଲିଟ୍ !

ନୂଆଦିଲ୍ଲୀ: ନିକଟରେ ଗୁଗୁଲ ୧୩ ଟି ଆପକୁ ପ୍ଲେ ଷ୍ଟେରରୁ ଡିଲିଟ କରିଛି । ଯାହାକୁ ପାଖାପାଖି ୨୦ ମିଲିୟନରୁ ଅଧିକ ଥର ଡାଉନଲୋଡ କରାଯାଇଥିଲା । ତେବେ ଏହି ଆପ୍ସଗୁଡୁକରେ କିଛି ଦୁର୍ବଳତା ଦେଖିବା ପରେ ଏହି ଆପ୍ସଗୁଡିକୁ…

ବଦଳିଯିବ ସିମ୍ କିଣିବା ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିୟମ, ଜାଣନ୍ତୁ ସରକାର କାହିଁକି କଠୋର ପଦକ୍ଷେପ ନେଉଛନ୍ତି ?

ନୁଆଦିଲ୍ଲୀ: ଦେଶରେ ବଢିଚାଲିଥିବା ଅନଲାଇନ୍ ଠକାମୀ ମାମଲାକୁ ରୋକିବା ପାଇଁ ସରକାର କିଛି କଠୋର ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନୁଆ ସିମ୍ କାର୍ଡ ଜାରୀ କରିବା ଏବଂ ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ନିୟମକୁ…

(Video)ଅମ୍ପାୟାରଙ୍କୁ ମାରିବାକୁ ଉଠାଇଲେ ୟୁଜବେନ୍ଦ୍ର ଚହଲ: କାହିଁକି? ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ତୃତୀୟ ମ୍ୟାଚରେ ପ୍ରଥମ ପରାଜୟର ସାମନା କରିଛି ଟିମ ଇଣ୍ଡିଆ । ତେବେ ଏହି ତିନୋଟି ଯାକ ମ୍ୟାଚରେ ଦଳର ଷ୍ଟାର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରିନାହିଁ । ସାଉଥ…

ଭୋଟର୍ ଆଇଡି ଆଧାର ଲିଙ୍କ୍‌ ବିରୋଧରେ ମାମଲା, ଶୁଣାଣି କରିବେ ସପ୍ରିମକୋର୍ଟ

ନୂଆଦିଲ୍ଲୀ: ଭୋଟର୍ ଆଇଡି ସହିତ ଆଧାର ଯୋଡ଼ିବା ବିରୁଦ୍ଧରେ ଦାଖଲ ହୋଇଥିବା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତି ବିରୁଦ୍ଧରେ ଏହି ପଟିସନ ଦାଖଲ ହୋଇଥିଲା। ଏସ୍. କେ କୌଲ ଏବଂ ଅଭୟ ଏସ୍…

ଏଣିକି 15GB ନୁହେଁ, ମିଳିବ 1TB ଷ୍ଟୋରେଜ: ୟୁଜର୍ସଙ୍କୁ ବଡ ଉପହାର ଦେଲା Google

ଦୀପାବଳି ପରେ ପରେ ୟୁଜର୍ସମାନଙ୍କୁ ବଡ ଖୁସି ଖବର ଦେଇଛି ଗୁଗଲ । ୱାର୍କସ୍ପେସ ୟୁଜରମାନଙ୍କ ପାଇଁ ବୃଦ୍ଧି କରିବ ଷ୍ଟୋରେଜ କ୍ଷମତା । ଅର୍ଥାତ ଖୁବଶୀଘ୍ର ଆକାଉଣ୍ଟରେ ମିଳିବ ଏକ୍ସଟ୍ରା ଷ୍ଟୋରେଜ । ଏଣିକି ୧୫ ଜିବି…

ଏଠାରେ ବିବାହ ସମୟରେ କନିଆଁ କାନ୍ଦିବା ଜରୁରୀ; ଲୁହ ନବାହାରିଲେ ଝିଅ ସହ ହୋଇଥାଏ ଏହି ଘଟଣା…

ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରକାର ପ୍ରଥା ପରମ୍ପରା ରହିଛି । ଖାସ କରି ଭାରତରେ ବିବାହପରେ ଝିଅ ବିଦା ସମୟରେ ଏକ ପରମ୍ପରା ଦେଖିବାକୁ ମିଳିଥାଏ । ଯେଉଁଠାରେ ଝିଅ ଖୁବ ଜୋର କାନ୍ଦିଥାଏ ତା ସହିତ ପ୍ରିୟଜନମାନେ ମଧ୍ୟ…